Advertisment

ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍

ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ​​​​​​​

author-image
Sarbeswar
ଅଦ୍ୟତନ ହୋଇଛି

ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି। ଚିକୁନ ଓ ସମ୍ପୃକ୍ତ ଯୁବତୀ ଉଭୟଙ୍କୁ ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। 

Advertisment
Bhubaneswar Delivery Boy Epic Drama
Advertisment
Advertisment