Advertisment

ପୋଲିସର ଗଞ୍ଜେଇ ବେପାର

ବିପୁଳ ପରିମାଣର ଗଞ୍ଜେଇ ସହ ହୋମଗାର୍ଡ୍ ଅଟକ। ହୋମଗାର୍ଡ୍ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱରେ ସଦର ପୋଲିସର ଚଢାଉ।

author-image
Chandan Shishu
ଅଦ୍ୟତନ ହୋଇଛି

ପୋଲିସ କରୁଛି ଗଞ୍ଜେଇ ବେପାର,କୋରାପୁଟ ଜୟପୁର ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ସହ ହୋମଗାର୍ଡ୍ ସମେତ ୬ ଜଣଙ୍କୁ ଗିରଫ କଲା ସଦର ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱରେ ସଦର ପୋଲିସର ଚଢାଉ କରିଥିବାର ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Advertisment
Koraput Ganja Seized Odisha
Advertisment
Advertisment