Cashew Nut Farmers
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି । ଏହା ଛଡ଼ା ବିକଳ୍ପ କିଛି ନଥିବାରୁ ଶାଗ ମାଛ ଦରରେ ବାହାର ବେପାରିଙ୍କୁ ବିକ୍ରୀ କରଇବାକୁ ବାଧ୍ୟ ହେଉଛନ୍ତି । ତେବେ ଅଭାବି ବିକ୍ରୀ ଯୋଗୁ ଜିଲ୍ଲାରେ କ୍ଷତିଗ୍ରସ୍ଥ ହେଉଥିବା କାଜୁ ଚାଷୀ ଜିଲ୍ଲାରେ ଏକ କାଜୁ ପ୍ରୋସେସିଂ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)