Advertisment

ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।

author-image
Prangyan Parimita

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ହରିୟାଣାର ଗୋବିନ୍ଦ କ୍ରୀଷ୍ଣା ଦାସ ଓ ଅତୁଲ କ୍ରିଷ୍ଣା ଦାସଙ୍କ ସହ ୧୦ ଜଣ କର୍ଫ୍ୟୁ ନିୟମ ଉଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା ।  ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡିଲେ ବାକି ୮ ଜଣ ପୁରୀ ସହର ବାସୀନ୍ଦା ବୋଲି ପୋଲିସ ସୂଚନା ଦେଇଛି । 

Advertisment
Ratha Jatra Odisha
Advertisment
Advertisment