2 Non-Servitors
ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣ ସେବାୟତ ! ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଫଟୋ । ନିଜ ସୋସିଆଲ ସାଇଡରେ ଫଟୋ ଅପଲୋଡ କରିଛନ୍ତି ୨ ଜଣ ବ୍ୟକ୍ତି । ଏହି ୨ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି । ପୋଲିସର ଉପସ୍ଥିତିରେ ଏହି ୨ ଜଣ ବ୍ୟକ୍ତି ଫଟୋ କିପରି ଉଠାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ଫଟୋରେ ଥିବା ଏହି ୨ ଜଣ ବ୍ୟକ୍ତି ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)