Advertisment

ବିବାହ ମଣ୍ଡପକୁ ହେଲିକ୍ୟାପ୍ଟରରେ ଆସିବେ ଭିକି କୌଶଲ ଓ କ୍ୟାଟ୍ରିନା

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍‌ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲ । ରୟାଲ ୱେଡିଂ ପାଇଁ ପ୍ରସ୍ତୁତ ହୋଇଛି ରାଜସ୍ଥାନ ସଓ୍ବାଇ ମାଧୋପୁରର ଐତିହାସିକ ଦୁର୍ଗ। ୭ରୁ ୯ ତାରିଖ ମଧ୍ୟରେ ବିବାହ ଉତ୍ସବ ସମ୍ପନ୍ନ ହେବ।

author-image
Otv Khabar Bureau
ଅଦ୍ୟତନ ହୋଇଛି

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲ । ରୟାଲ ୱେଡିଂ ପାଇଁ ପ୍ରସ୍ତୁତ ହୋଇଛି ରାଜସ୍ଥାନ ସଓ୍ବାଇ ମାଧୋପୁରର ଐତିହାସିକ ଦୁର୍ଗ। ୭ରୁ ୯ ତାରିଖ ମଧ୍ୟରେ ବିବାହ ଉତ୍ସବ ସମ୍ପନ୍ନ ହେବ।

Advertisment
Sawai Madhopur Authorities Wedding Katrina Kaif Marriage Vicky Kaushal
Advertisment
Advertisment