Advertisment

କଥା କହିଲେ, ବ୍ୟବହାର କଲେ ସିନା ଭାଷା ବଞ୍ଚିବ

ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ଏଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।

author-image
Otv Khabar Bureau

ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ଏଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।

Advertisment
Ho Language Mayurbhanj
Advertisment
Advertisment