Latest Videos

special story
ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

Politics over not invited to feast
ବାହାଘର, ବ୍ରତଘରକୁ ଡାକିବ...ଭୋଜି କଲା ବେଳକୁ ସରପଞ୍ଚଙ୍କୁ ଡାକିବ?

ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ . . .

special story
ଅନଲାଇନ୍‌ରେ ଡାଉନଲୋଡ୍‌ କଲେ ଲୋନ୍‌ ଆପ୍‌...ଆକାଉଣ୍ଟରୁ କଟିଲା ଟଙ୍କା..

ସାବଧାନ ହୁଅନ୍ତୁ...କାରଣ ଆପ୍‌ ଡାଉନଲୋଡ୍‌ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ

special report
ବଦଳିଲା ଫିଚର୍ସ...ପାୱାରଫୁଲ ହେବେ ଆଡମିନ୍...

ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍‌।

special story
ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

special story
ମାଆ ବେହୋସ ହୋଇ ପଡ଼ିଥିଲା...ଛତା ଧରି ଝିଅ ଜଗି ବସିଲା

ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ

special story
ମିଳୁନି ପ୍ରୋତ୍ସାହନ...ଚାଷୀ ପଚାରୁଛି କାଜୁ ଚାଷ କରି ମୁଁ କଣ ଭୁଲ କଲି?

କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ।

special report
ଏଥର ରାକ୍ଷୀ ପୂନେଇରେ....ଯବାନଙ୍କ ହାତରେ ବନ୍ଧା ହେବ ଯାଜପୁରିଆ ରାକ୍ଷୀ

ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ

special report
କନକ ଦିଦିଙ୍କୁ ଧରି ଭୋ ଭୋ କାନ୍ଦିଲେ କୁନି ପିଲା...କହିଲେ, ଦିଦି ତୁମେ ଯାଅନି...

୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।

Why did Ranbir's nude photo go viral?
ନ୍ୟୁଡ୍‌ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର?

ବିନା ପୋଷାକରେ ନିଜ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର? ସେପଟେ ନ୍ୟୁଡ୍‌ ଫଟୋକୁ ନେଇ ମାମଲା ବି ହେଲାଣି ରୁଜୁ

The Great Odisha Political Circus-
ଭଜମନ ତୁମେ ତେଲୁଗୁ ଜାଣିଛ...କୋଟିଆରୁ ଜଣକୁ ଡାକ, କଥା ହେବା...

ଭଜମନ ତୁମେ ହରିବୋଲ ପକାଅ। ଠିକ୍‌ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...

WhatsApp users on target
ଏଇ ନମ୍ବରରେ କଲ୍‌ ଆସୁଛି କି? ଉଠାଇଲା ମାତ୍ରେ...

ଏଇ ନମ୍ବରରେ କଲ୍‌ ଆସୁଛି କି? ସାବଧାନ ରୁହନ୍ତୁ, ଉଠାଇବା ମାତ୍ରେ ବ୍ୟକ୍ତିଗତ ତଥ୍ୟ ସହ ଏଇ ସବୁ ଜିନିଷ ହେବ ଭାଇରାଲ

ENews
ଫିଗର ଏମିତି...ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ...ନିଜ ସ୍ତ୍ରୀଙ୍କୁ ଛାଡ଼ି ଶିଲାଙ୍କ ପ୍ରେମରେ ପାଗଳ ପ୍ରକାଶ

ଫିଗର ଯେମିତି, ଲୁକ୍‌ ବି ସେମିତି। ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ। ସେଇଥି ପାଇଁ ତ ଶିଲାଙ୍କ ପ୍ରେମରେ ପାଗଳ ହୋଇ ନିଜ ସ୍ତ୍ରୀ ଛାଡ଼ିବାକୁ ବସିଲେଣି ପ୍ରକାଶ

Bonda girl tops Plus 2 Commerce stream
ଇତିହାସ ରଚିଲା ବଣ୍ଡାଝିଅ...ହେଲା ଜିଲ୍ଲା ଟପ୍ପର...ଇଚ୍ଛା ଆଇଏଏସ୍‌ ହେବାକୁ...

ଇତିହାସ ରଚିଲା ବଣ୍ଡାଝିଅ। ୮୨.୬୬ ପ୍ରତିଶତ ନମ୍ବର ରଖି ହେଲା ଜିଲ୍ଲା ଟପ୍ପର। ଏବେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ...ହେଲେ ଅର୍ଥ ସାଜୁଛି ବାଧକ। ସରକାରୀ ସାହାଯ୍ୟ ମିଳିଲେ...

Taste of Odisha
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ସୋରିଷ ବଟା ଦେଇ କରନ୍ତୁ ଅଣ୍ଡା ଚଟ୍‌ପଟା..

ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ

Class 1 girl student writes letter to PM Modi
ମୋଦି ଜୀ...ପେନସିଲ୍‌ ଦାମ ବଢାଇଲ, ମାଆ ମତେ ମାରୁଛି...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ। କହିଲା, ମୋଦି ଜୀ...ପେନସିଲ, ରବର ଆଉ କଟର ସବୁ ଦାମ ବଢାଇ ଦେଲେ। ସ୍କୁଲରେ ପେନସିଲ୍‌ ହଜେଇ ଦେବାରୁ ମାଆ ମତେ ପ୍ରବଳ ମାରୁଛି। ମୁଁ ଏବେ କରିବି କଣ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କୁନି ଝିଅର ଚିଠି

boy loses both hands
୭ ବର୍ଷର କୁନି ପୁଅ ମୁନାକୁ ଦୁଇ ହାତ ଦେବ କିଏ?

ବିଜୁଳି ବିଭାଗର ଚରମ ଅବହେଳା। ଦୁଇ ହାତ ହରାଇଲା ୭ ବର୍ଷର କୁନି ପୁଅ ମୁନା। ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ହେଉଛି ଛଟପଟ। ଛୋଟ ବୟସରେ ପଚାରୁଛି ବଡ଼ ପ୍ରଶ୍ନ, ମୋ ଦୁଇ ହାତ ମତେ ଦେବ କିଏ? ଜାଣନ୍ତୁ କଣ ଥିଲା ପୂରା ଘଟଣା?

Odisha scientist
ନୂଆପଡାର ବୈଜ୍ଞାନିକ...ତାଙ୍କ ଆଇଡ୍ରପ୍‌ ପକାଇଲେ କରିବାକୁ ପଡିବନି ଆଖି ଅପରେସନ୍‌...

କାଲିଫର୍ଣ୍ଣିଆରୁ ଫେରିଛନ୍ତି ନୂଆପଡାର ବୈଜ୍ଞାନିକ। ଆଖି ଡ୍ରପ୍‌ ପାଇଁ କରୁଥିଲେ ରିସର୍ଚ୍ଚ...ଆଉ ଯିଏ ତାଙ୍କ ଡ୍ରପ୍‌ ଥରେ ଆଖିରେ ପକାଇଛି ତାଙ୍କୁ କେବେବି କରିବାକୁ ନପଡ଼ିପାରେ ଆଖି ଅପରେସନ୍‌। ଦେଖନ୍ତୁ ଏଇ ଭିଡିଓ

News Fuse
ମାମୁଁଘରେ ଦିନ ଗୁଡାକ ଭଲରେ କଟିଲା...ଦେଖୁନୁ କେମିତି ସ୍ମିତ ହାସ୍ୟ ଦେଇ ଜେଲରୁ ବାହାରୁଛନ୍ତି ବାବୁ...

ଆଲୋ ଆଲୋ...ଇଏ ପରା ଭିତରେ ଥିଲେ, ଏବେ କେମିତି ବାହାରିଲେ? ନାରଣ ତୁ ସିଏ ପରା ସୁପ୍ରିମକୋର୍ଟରୁ ବେଲରେ ଆସିଛନ୍ତି। ସେଇଥି ପାଇଁ ବୋଧହୁଏ ଏମିତି ହସି ହସି ଜେଲରୁ ବାହାରୁଛନ୍ତି ପ୍ରଶାନ୍ତ ବାବୁ...

ED Raid
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍, ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି

ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

School has opened, books have not arrived
ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି, ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି

ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ।

Grand Farewell
ଶିକ୍ଷକତାକୁ ବ୍ରତ କରିଥିଲେ ଅଭିରାମ ସାହୁ

ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।

Health Service
ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଣାୟାତ୍ତ ହଇଜା, ମୃତ୍ୟୁସଂଖ୍ୟା ୧୦ ଛୁଇଁଲା

କଟକ ଏସ୍‌ସିବି ମେଡିକାଲ କଲେଜରେ ବିନା କ୍ୟାନ୍‌ସରରେ ରୋଗୀଙ୍କୁ କ୍ୟାନ୍‌ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।

Babushan Mohanty
ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ

ଫ୍ୟାନଙ୍କ ଗହଣରେ ବି ଜମିଛି ଜନ୍ମଦିନ ପାଳନ । ଗତରାତିରେ ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ୍‌ ଦୃଶ୍ୟରୁ ହିଁ ଆଶା କରାଯାଉଛି, ଝଡ଼ ହଟିଯାଇଛି ।

Massive corruption in schools building
୪୦ ଲକ୍ଷ ଟଙ୍କାର କାମ ୪ ଦିନ ବି ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, କମ୍ପ୍ୟୁଟରକୁ ହୋଇନି ବିଦ୍ୟୁତ ସଂଯୋଗ

ଭୟଙ୍କର ଦୁର୍ନୀତି ଚାଲିଛି ୫-ଟି ସ୍କୁଲରେ। ୪୦ ଲକ୍ଷର କାମ ୪ ମାସ ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, ଏପର୍ଯ୍ୟନ୍ତ ସ୍କୁଲ କମ୍ପ୍ୟୁଟରରେ ସଂଯୋଗ ହେଲାନି ବିଜୁଳି। ଭିଜିଲାନ୍ସ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକ