• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି।

ଏପଟେ ଉତ୍କଳ ଦିବସ ପାଇଁ ଗତକାଲିଠୁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସବୁଠି ଉତ୍ସାହ, ସବୁଠି ଉତ୍ସବମୁଖର ପରିବେଶ। ବିଭିନ୍ନ ଆଲୋକମାଳାରେ ଝଟକିଥିଲା ରାଜଧାନୀର ବିଭିନ୍ନ ବିଲ୍ଡିଂ।

ସଚିବାଳୟ, ବିଧାନସଭା, ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କୋଠାକୁ ରଂଗୀନ ଆଲୋକ ମାଳାରେ ସଜାଯାଇଛି। ତାସହ ରାସ୍ତା କଡ଼ରେ ମଧ୍ୟ ଦେଖିବାକୁ ମିଳିଛି ରଂଗୀନ ଆଲୋର ଛିଟା।

Other Stories