• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଖୋର୍ଦ୍ଧା : ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନ ଭାଙ୍ଗିଛନ୍ତି ମହିଳା। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତକୁ ଆୟତ୍ତ କରିଛି।  ଏହାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ ନେଇଛି। ତେବେ ଏନେଇ ପୋଲିସ କିମ୍ବା ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Other Stories