• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶ୍ରଣ ପର୍ବ। ଦଳ ଛାଡି ଚାଲିଯାଇଥିବା କିଛି ନେତା ପୁଣି ଥରେ ଆଜି କଂଗ୍ରେସକୁ ଫେରୁଛନ୍ତି। ଏଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ। ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି ପ୍ରମୁଖଙ୍କ ସହ ଅନେକ ନେତା ଦଳକୁ ଫେରୁଛନ୍ତି।

ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି।

 

 

Other Stories