• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Gemini AI
Gemini AI Nano Banana: ବଲିଉଡ୍ ଷ୍ଟାଇଲ୍ ଫଟୋ ତିଆରି କରୁଛନ୍ତି କି? ଆପଣଙ୍କୁ ଘେରି ରହିଛି ବିପଦ

ସୋସିଆଲ୍ ମିଡିଆରେ ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ ଆସୁଛି। ବର୍ତ୍ତମାନ ଏହି ଟ୍ରେଣ୍ଡରେ ସାମିଲ ହୋଇଛି 'ନାନୋ ବାନାନା' ଟ୍ରେଣ୍ଡ।

  • Monday, 15 September 2025
AI-Made 'Minister'
AI-Made Minister:କିଏ ଏହି ଡିଏଲା ? ଯାହାଙ୍କୁ ନେଇ ସବୁଠି ଚର୍ଚ୍ଚା

ସାରା ବିଶ୍ୱ ଏବେ AI ମାୟାରେ ପଡିଛି। ସବୁ କାମକୁ ଅଟୋମେଟିକ୍ କରିବା ପାଇଁ ସମସ୍ତେ ତତ୍ପର। ଫଳରେ ଅନେକ ଦେଶରେ ଚାକିରି ସଙ୍କଟ ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ଗୋଟିଏ ଦେଶ AIର ପୂରା ଫାଇଦା ନେଇଛି, ଯାହା ସଂପୂର୍ଣ୍ଣ ଭିନ୍ନ। ଏହି ଦେଶ AI ସହିତ ଦୁର୍ନୀତିକୁ ଦୂର କରିବା ନେଇ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

smartphone
Smartphones:ଆଉ ଖୋଲିବାକୁ ପଡିବନି ଫୋନ୍ କି କରିବାକୁ ହେବନି ସ୍ୱାଇପ୍ , ସବୁ ଆପେ ଆପେ ହେବ...ଆସିବ ବଡ଼ ପରିବର୍ତ୍ତନ

ରିପୋର୍ଟ ଅନୁସାରେ, ବର୍ତ୍ତମାନ ମେଟା ଏବଂ ଗୁଗୁଲ୍ ଭଳି କମ୍ପାନୀଗୁଡ଼ିକ ସ୍ମାର୍ଟ ଚଷମା ଉପରେ କାମ କରୁଛନ୍ତି। ଏହି ଚଷମା ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ଦେଖିପାରିବ ଏବଂ ବୁଝିପାରିବ। ପରେ AI ଆସିଷ୍ଟାଣ୍ଟ ମାଧ୍ୟମରେ ତୁରନ୍ତ ସୂଚନା ମଧ୍ୟ ଦେବ।

EV
EV Revolution in Odisha: ୨୦୩୦ ସୁଦ୍ଧା ରାଜ୍ୟ ସଡ଼କରେ ୫୦ % ଇଭି ଗଡ଼ିବ, ନୂଆ ଇଭି ଚିଠା ନୀତିକୁ ଗ୍ରାହକ ଓ ବ୍ୟବସାୟୀଙ୍କ ସ୍ବାଗତ

ଜାରି ରହିବ ସବସିଡି ବର୍ଷା, ଇଭିମୟ ହେବ ଓଡ଼ିଶାର ରାଜରାସ୍ତା। 2030 ସୁଦ୍ଧା ରାଜ୍ୟ ସଡ଼କରେ 50 ପ୍ରତିଶତ ଇଭି ଗଡ଼ାଇବା ଯୋଜନାରେ ଅଛନ୍ତି ରାଜ୍ୟ ସରକାର। ଇଭି କ୍ଷେତ୍ରରେ ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ଲକ୍ଷ୍ୟ ନେଇ ଜାରି ହୋଇଛି ଓଡିଶା ଇଲେକକ୍ଟ୍ରିକ୍ ଯାନ ନୀତି 2025।

Jobs May Vanish
AI Threats:୨୦୩୦ରେ ଆଉ ନଥିବ ଚାକିରୀ ! ୯୯ ପ୍ରତିଶତ ଲୋକ ହୋଇଯିବେ ବେକାର ...

୨୦୩୦ରେ ଆଉ ନଥିବ ଚାକିରୀ ! ୯୯ ପ୍ରତିଶତ ଲୋକ ହୋଇଯିବେ ବେକାର ! ମଣିଷର ଅସ୍ତିତ୍ୱ ଉପରେ ଆସିବ ବଡ଼ ପ୍ରଶ୍ନ ।

Social Media
Social Media: ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ନେପାଳର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶ ପରେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ସମେତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ଗୁରୁବାର ମଧ୍ୟରାତ୍ରୀରୁ ଲାଗୁ ହୋଇଛି।

Aadhar
WhatsAppରେ ସହଜରେ ଆଧାର କାର୍ଡ ଡାଉନଲୋଡ୍; ଜାଣନ୍ତୁ କେମିତି?

ଆଧାର କାର୍ଡ ଡାଉନଲୋଡ୍ କରିବାକୁ ଆଉ କୁଆଡେ ଯିବାକୁ ପଡିବନି। ଆପଣ ଘରେ ବସି ଏହା କରିପାରିବେ। ଏହି ଡକ୍ୟୁମେଣ୍ଟକୁ ଆପଣ WhatsAppରୁ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ।

  • Sunday, 07 September 2025
Defence Ministry
15-Year Defence Plan: ସଶସ୍ତ୍ରବାହିନୀ ପାଇଁ ୧୫ ବର୍ଷିଆ ରୋଡ୍‌ମ୍ୟାପ୍; ତାଲିକାରେ ପରମାଣୁ ଶକ୍ତିଚାଳିତ ଯୁଦ୍ଧପୋତ, ଏଆଇ ଅସ୍ତ୍ରଶସ୍ତ୍ର ସହ ଆହୁରି ଅନେକ

ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ଆଧୁନିକୀକରଣ କରିବା ପାଇଁ ଏକ ୧୫ ବର୍ଷିଆ ଯୋଜନା ଆରମ୍ଭ କରିଛି।

earphone
Earphones: ଅଧିକାଂଶ ସମୟ ବ୍ୟବହାର କରୁଛନ୍ତି କି ଇୟରଫୋନ, ଆପଣଙ୍କୁ ହୋଇପାରେ...

ଶୋଇବା ପୂର୍ବରୁ ସଙ୍ଗୀତ କିମ୍ବା ପଡ୍‌କାଷ୍ଟ ଶୁଣିବା ଏବେ ଏକ ସାଧାରଣ ଅଭ୍ୟାସ, କିନ୍ତୁ ଗବେଷଣା କହୁଛି ଯେ ଇୟରଫୋନ୍‌ରେ ଦୀର୍ଘ ସମୟ ଧରି ଶବ୍ଦ ଶୁଣିଲେ ମସ୍ତିଷ୍କ ସତର୍କ ମୋଡ୍‌ରେ ରହିଥାଏ, ଯାହାଦ୍ୱାରା ଗଭୀର ନିଦ୍ରା ହୁଏ ନାହିଁ।

  • Thursday, 04 September 2025
AI-Warning
AI କୁ ଭରଷା ନାହିଁ, ହେଉଛି ଆକାଉଣ୍ଟ ହ୍ୟାକ୍

ଆଜି AI ଆମ ନୀତିଦିନିଆ ଜୀବନର ଏକ ବଡ ଅଂଶ ପାଲଟି ଗଲାଣି। ସେ କାମରେ ହେଉ କି ପାଠପଢା ହେଉ କିମ୍ବା ଯେକୌଣସି ବିଷୟରେ ଡାଟା ସଂଗ୍ରହ କରିବା ହେଉ, ଲୋକମାନେ ପ୍ରଥମେ ChatGPT, Grok, Copilot କିମ୍ବା Meta AI ଭଳି ଚାଟବଟ୍‌ର ସାହାଯ୍ୟ ନେଉଛନ୍ତି। ଏଥିରେ କିନ୍ତୁ ଯେତିକି ସୁବିଧା, ସେତିକି ବିପଦ ମଧ୍ୟ ଅଛି।

SEMICON India 2025
SEMICON India 2025: ମୋବାଇଲ୍ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍

ଖାଲି ମେଡ୍ ଇନ୍ ଚାଇନା, ତାଇୱାନ କି କୋରିଆ ନୁହେଁ, ମୋବାଇଲ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍। ଓଡ଼ିଶା ମାଟିର ସେମିକଣ୍ଡକ୍ଟରରେ ଚାଲିବ ଯାବତୀୟ ଗ୍ୟାଜେଟ୍। ଭାରତର ସ୍ବଦେଶୀ ସେମିକନ୍ ବୀପ୍ଳବରେ ଉତ୍କଳୀୟ ଉତ୍କର୍ଷତା। ସେମିକନ୍ ଇଣ୍ଡିଆରେ ଦେଖିବାକୁ ମିଳିଲା ପ୍ରଥମ ଝଲକ୍।

Chip
ନୂଆଦିଲ୍ଲୀରେ ଚମକିଲା NIT ରାଉରକେଲା ଚିପ୍

NIT ରାଉରକେଲା ପ୍ରସ୍ତୁତ କରିଛି ୨ ସେମିକଣ୍ଡକ୍ଟର ଚିପ୍ସ । ଯାହା ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୫ରେ ପ୍ରଦର୍ଶିତ ହୋଇଛି । ଶୁଣନ୍ତୁ କଣ କହୁଛନ୍ତି ଏହାର ଡିଜାଇନର ..

  • Tuesday, 02 September 2025
Data Leak
Data Leak: ମୋବାଇଲ୍ ରିପେୟାର ପୂର୍ବରୁ ଏହି ଗୋଟିଏ ସେଟିଂ କରନ୍ତୁ, ଫଟୋ ଏବଂ ଚାଟ୍ ରହିବ ସୁରକ୍ଷିତ

ଆପଣଙ୍କ ଫୋନ୍ ରିପେୟାର ସମୟରେ ଡାଟା ଲିକ୍ ହୋଇଯାଇଛି କି ? ଏହି ଅସୁବିଧାରୁ ବଞ୍ଚିବେ କେମିତି ? ଫୋନକୁ ସର୍ଭିସ ସେଣ୍ଟରକୁ ଦେବା ପୂର୍ବରୁ ଆପଣ ଏହି ଗୋଟିଏ ସତର୍କତା ଅବଲମ୍ବନ କରି ପାରିବେ।

AI
AI କରୁଛି ପାସ୍‌ୱାର୍ଡ ଚୋରି

Gmail ୟୁଜରଙ୍କ ପାଇଁ ସତର୍କ ଘଣ୍ଟି। ଆକାଉଣ୍ଟ୍ ଉପରେ ହେଉଛି ସାଇବର ଆଟାକ୍‌। AI କରୁଛି ପାସ୍‌ୱାର୍ଡ ଚୋରି। ରକ୍ଷା ପାଇବା ପାଇଁ ଗୁଗୁଲ୍‌ ଦେଲା ପରାମର୍ଶ। ଯଦି ଆପଣଙ୍କର Gmail ରେ ଆକାଉଣ୍ଟ ଅଛି ତେବେ ଭଲ ଭାବେ ନଜର ପକାନ୍ତୁ।

  • Monday, 01 September 2025
robert
Humanoid Robot: ଆସିଗଲା ଦୁନିଆର ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ରୋବୋଟ , ବିପଦରେ ମଣିଷର ଅସ୍ତିତ୍ବ ! ଦରକାର ପଡ଼ିବନି କାହାର ସାହାଯ୍ୟ

ବିଚକ୍ଷଣ ରୋବୋଟ , ମଣିଷକୁ ଦେବ ଟକ୍କର । ୨୪ ଘଣ୍ଟା ନନଷ୍ଟମ୍ କାମ କରିବ, ଆଉ ବ୍ୟାଟେରୀ ସରିଗଲେ ନିଜେ ନିଜର ବ୍ୟାଟେରୀ ବଦଳେଇପାରିବ । ଏଥିପାଇଁ ଦରକାର ପଡିବନି ମଣିଷର ସାହାଯ୍ୟ । ଏହା ଦୁନିଆର ପ୍ରଥମ ସ୍ବତନ୍ତ୍ର ରୋବର୍ଟ । ଏହି ରୋବୋଟର ନାଁ ୱାକର ଏସ୍-2 । ୟୁବିଟେକ୍ ରୋବଟିକ୍ସ ଏହାକୁ ଡେଭଲପ୍ କରିଛି । ଏହି ରୋବୋଟ ୭ ଦିନ ଯାଏ ଲଗାତାର ୨୪ ଘଣ୍ଟା କାମ କରିପାରିବ । ଆଉ ବ୍ୟାଟେରୀ ଡାଉନ ହେଲେ ନିଜେ ଚାର୍ଜ କରିବ ।

  • Saturday, 30 August 2025
Innovative Engine
Innovative Engine:୧ ଲିଟର୍ ପେଟ୍ରୋଲରେ ୧୭୬ର ମାଇଲେଜ, ଇଲେକ୍ଟ୍ରି ଗାଡ଼ିକୁ ପଛରେ ପକାଇଦେବ ବାଇକ୍

୧ ଲିଟର୍ ପେଟ୍ରୋଲରେ ୧୭୬ର ମାଇଲେଜ୍। ଇଲେକ୍ଟ୍ରି ଗାଡ଼ିକୁ ପଛରେ ପକାଇଦେବ ବାଇକ୍। ବଡ଼ ବଡ଼ କମ୍ପାନୀଙ୍କ ଉଡ଼ିଯାଉଛି ହୋସ୍ ।

New-Phone-Dialler
New Phone Dialler: ପସନ୍ଦ ଆସୁନି ନୂଆ Dialler? ଜାଣନ୍ତୁ, କିପରି କରିବେ ପୁରୁଣା ଲେଆଉଟ୍

ଆଣ୍ଡ୍ରଏଡ୍ ଫୋନ୍‌ରେ କଲିଂ ସ୍କ୍ରିନ୍‌ ହଠାତ୍ ପରିବର୍ତ୍ତନ ହୋଇ ଯାଇଛି। କିନ୍ତୁ ଯଦି ଏହା ଆପଣଙ୍କୁ ପସନ୍ଦ ଆସୁ ନାହିଁ ତାହାଲେ ଆପଣ ପୁରୁଣା ଲେଆଉଟକୁ ପରିବର୍ତ୍ତନ କରି ପାରିବେ।

AI
AI: ଏଆଇ ଉପରେ ବିଶ୍ୱାସ କରିବା ଆତ୍ମଘାତୀ କି ? ବାଜିରେ ଲାଗିଛି ବଡ଼ ବଡ଼ ଟେକ କମ୍ପାନୀର ଭବିଷ୍ୟତ

ସଦ୍ୟ ପ୍ରକାଶିତ ଏମଆଇଟି ରିପୋର୍ଟ ଅନୁସାରେ, ଏଆଇକୁ ଭରସାଯୋଗ୍ୟ ବୋଲି ବିବେଚନା କରାଯାଉ ନାହିଁ । ବିଶ୍ୱର ଶ୍ରେଷ୍ଠ ପ୍ରତିଷ୍ଠାନର ରିପୋର୍ଟ ସତ୍ୟ ବୋଲି ପ୍ରମାଣିତ ହେଲେ, ଅନେକ ବଡ଼ ବଡ଼ କମ୍ପାନୀ ଦେବାଳିଆ ହୋଇପାରନ୍ତି । କିମ୍ବା ସିଧାସଳଖ କହିବାକୁ ଗଲେ ବଡ଼ ବଡ଼ ଟେକ କମ୍ପାନୀ ଗୁଡ଼ିକ ବୁଡ଼ିଯାଇ ପାରନ୍ତି ।

SUNDER PICHAI
Sundar Pichai:ଗୁଗଲର ସିକ୍ରେଟ ପ୍ରୋଜେକ୍ଟ ? ସୁନ୍ଦର ପିଚାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଲେ ସଙ୍କେତ

‘ନାନୋ ବନାନା’ ଏକ ଜେନେରେଟିଭ ଇମେଜ ଟୁଲ, ଯାହା ଗୁଗଲର ଏକ ସିକ୍ରେଟ ପ୍ରୋଜେକ୍ଟ ବୋଲି ଚର୍ଚ୍ଚା ହେଉଛି। ଏହା ପ୍ରାୟତଃ ଏକ କିମ୍ବା ଦୁଇ ସେକେଣ୍ଡରେ ଟେକ୍ସଟ ଇନପୁଟର ସାହାଯ୍ୟରେ ଏଡିଟିଂ କରିବାକୁ ଅନୁମତି ଦେଇଥାଏ।

Himagiri-and-udaygiri
INS Udaygiri & Himagiri: ଭାରତର ନୌସେନାର ନୂଆ ବ୍ରହ୍ମାସ୍ତ୍ର, ରାଡ଼ାରକୁ ଚକମା ଦେଇ କରିବ ଆକ୍ରମଣ

INS ଉଦୟଗିରି ଓ INS ହିମଗିରି ଭାରତୀୟ ନୌସେନାର ପ୍ରୋଜେକ୍ଟ 17A ଅଧୀନରେ ନିର୍ମିତ ହୋଇଛି। ଉଭୟ ଜାହାଜ ପ୍ରାୟ 6,670 ଟନ୍ ଓଜନ ଏବଂ 149 ମିଟର ଲମ୍ବା, ଯାହା ପ୍ରାୟ 15 ମହଲା କୋଠା ସହିତ ସମାନ।

WhatsApp-Video-Calls
Smartphone: ନୂଆ ସ୍ମାର୍ଟଫୋନ; ନେଟ୍ ନ ଥିଲେ ବି ହେବ ଅଡିଓ-ଭିଡିଓ କଲ୍

ଆପଣ ଯଦି କୌଣସି ଉପାନ୍ତ ଅଞ୍ଚଳରେ ଥିବେ, ତାହାଲେ ଆପଣମାନଙ୍କ ପାଇଁ ଆସିବାକୁ ଯାଉଛି ଏକ ନୂଆ ସୁବିଧା। ଉପାନ୍ତ ଅଞ୍ଚଳରେ ନେଟ୍ ନ ଆସିଲେ ବି WhatsAppରେ କଲ୍ କରିପାରିବେ।

6G
ଭାରତରେ 6G କେବେଠୁ?

ଭାରତରେ ଲଞ୍ଚ ହେବ 6G। ଇଣ୍ଟରନେଟ୍ ସ୍ପିଡ୍ ଉଡ଼ାଇଦେବ ହୋସ୍। ମାଗଣା ମିଳିବ କି ଇଣ୍ଟରନେଟ୍ ସୁବିଧା ?

Indian Navy
ବଢ଼ିବ ନୌସେନା ଶକ୍ତି, ସେନାରେ ସାମିଲ ହେବ ୨ ନୂଆ ଯୁଦ୍ଧପୋତ

ଉଦୟଗିରି ଓ ହିମଗିରି ପ୍ରୋଜେକ୍ଟ 17Aର ଷ୍ଟିଲଥ ଫ୍ରିଗେଟ୍ ପ୍ରୋଜେକ୍ଟର ଅଂଶ । ଉଦୟଗିରି ହେଉଛି ନୌସେନା ଯୁଦ୍ଧ ଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦ତମ ଜାହାଜ । ପ୍ରଥମ ଥର ଭିନ୍ନ ଭିନ୍ନ ସିପୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି ।

6G-In-India
Bharat 6G Mission: 6G ଆଡକୁ ଆଗକୁ ବଢୁଛି ଭାରତ, ଖୁବଶୀଘ୍ର ଲଞ୍ଚ ହେବ

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ 6G ନେଟୱାର୍କ। 6G ନେଟୱାର୍କ ଆସିଲେ ସୁପରଫାଷ୍ଟ ସ୍ପିଡ୍ ଇଣ୍ଟରନେଟ୍ ମିଳବ।

Smartphone-Nude-Content
Smartphone: ପିଲା ବ୍ୟବହାର କରୁଛି କି ସ୍ମାର୍ଟଫୋନ? ଚିନ୍ତା କରନ୍ତୁନି, ଆଉ ଆସିବନି ଅଶ୍ଳୀଳ କଣ୍ଟେଣ୍ଟ... ଅଧିକ ପଢନ୍ତୁ

ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି ଫିନ୍‌ଲାଣ୍ଡର ଟେକ୍ କମ୍ପାନି ଏଚଏମଡି। ଏହି କମ୍ପାନୀ କରିଛି ଯେ, ଏହି ଫୋନରେ ଅଶ୍ଳୀଳ ଭିଡିଓ ଓ ଫଟୋ ଆସିବ ନାହିଁ। ଏହା ବିନା ଇଣ୍ଟରନେଟରେ ମଧ୍ୟ କାମ କରିବ।