• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World Aids Day

aids day
ଏଡ୍‌ସ୍ ବ୍ୟାପିବାର କାରଣ କ’ଣ ? ଏହାର ଲକ୍ଷଣ କ’ଣ ?

ଏଡ୍‌ସ୍ ବ୍ୟାପିବାର ଅନେକ କାରଣ ରହିଛି । କ’ଣ ରହିଛି କାରଣ ନଜର ପକାନ୍ତୁ . .

World AIDS Day
ଏଡ୍‌ସ୍ ନୁହେଁ ଛୁଆଁ ରୋଗ

ଏଡ୍‌ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍‌ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ।

World AIDS Day
ମୃତ୍ୟୁର ଅନ୍ୟନାମ ଏଡ୍‌ସ୍, ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ସମ୍ଭବ କି ?

ଏଡ୍‌ସ୍ ପୀଡ଼ିତ ବ୍ୟକ୍ତି ମୃତ୍ୟୁରୁ ରକ୍ଷା ପାଇପାରିବେ କି ?

India Observes World AIDS Day 2021, Odisha’s Sudarsan Pattnaik Creates Sand Art On Puri Sea Beach
ବାଲୁକା କଳାରେ HIV ସଚେତନତା

ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..

AIDS
ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଏଡ୍‌ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ ।