• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather Update

WEATHER-UPDATE
ଆହୁରି ଦୁଇ ଦିନ ବର୍ଷିବ

ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ଦୁଇ ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Weather Update
Weather Update: ୨୫ ଯାଏଁ ବର୍ଷା ! ଆଲର୍ଟ ଜାରି କଲା ପାଣିପାଗ ବିଭାଗ

୨୫ ତାରିଖ ଯାଏଁ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦ କିଲୋମିଟର ବେଗରେ ପବନ ବହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । 

RAIN_WARNING
ଆହୁରି ୪ ଦିନ ଛେଚିବ

ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

weather
Low Pressure in Bay of Bengal: ୧୨ ଘଣ୍ଟାରେ ଲଘୁଚାପ; ୪ ଜିଲ୍ଲାରେ ପ୍ରବଳ ଛେଚିବ

ଆସନ୍ତା ୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Rain
Weather Update: ଏଥର ରଜରେ ଭିଜିବ ଓଡ଼ିଶା; ପ୍ରବଳ ଛେଚିବ

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବିଳମ୍ବରେ ହେଉ ପଛେ ରାଜ୍ୟକୁ ଫେରିଛି ମୌସୁମୀ ଜନିତ ବର୍ଷା।ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି, ଗରମ ଗୁଳୁଗୁଳିରୁ ଜନ ସାଧାରଣଙ୍କୁ ମୁକ୍ତି ମିଳିଛି।

Weather
Deep Depression Movement: ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ; ଆଜି ସ୍ଥଳଭାଗ ଛୁଇଁବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ଏହା ପଶ୍ଚିମବଙ୍ଗର ବସିରହାଟରୁ ୫୦ କିମି ଦୂରରେ ଏବଂ ବାଂଲାଦେଶର ଢାକା ଠାରୁ ୧୫୦ କିମି ଦୂରରେ ରହିଛି।

monsoon
Monsoon Arrived: ହସିବ ପ୍ରକୃତି ରାଣୀ: ଓଡ଼ିଶା ଛୁଇଁଲା ମୌସୁମୀ

ଏଥର ସଅଳ ଓଡ଼ିଶା ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଥିବା ଜଣାପଡ଼ିଛି।୧୯୯୯ମସିହା ୨୮ ମେ’ରେ ସଅଳ ମୌସୁମୀ ଓଡ଼ିଶା ଛୁଇଁଥିଲା

Rain
Monsoon Impact: ୩୧ପର୍ଯ୍ୟନ୍ତ ପ୍ରବଳ ଛେଚିବ; ଆଜି ୫ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଆସନ୍ତା ଦୁଇରୁ ତିନି ଦିନ ଭିତରେ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିବ। ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ଜଲଦି ଅଗ୍ରସର ହେଉଛି‌।

More than normal rainfall this year
Monsoon Forecast: ମୌସୁମୀ ବର୍ଷା ନେଇ IMD ଡିଜିଙ୍କ ସୂଚନା, ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷିବ

ଚଳିତ ବର୍ଷ ଆଗୁଆ ଆସିଛି ମୌସୁମୀ । ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି IMD ଡିଜି । ଜୁନ୍‌ରେ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମେ ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।

Rain alert for Odisha
IMD Rain Forecast: ୭ ଦିନ ପ୍ରବଳ ବର୍ଷା ! ବାତ୍ୟା ନେଇ ଏମିତି କହିଲା ପାଣିପାଗ ବିଭାଗ

ଆସନ୍ତା ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । କିଛି ସ୍ଥାନରେ ପବନର ବେଗ ୪୦ରୁ ୫୦ କିମି ରହିବ । ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ।

Early Monsoon
Southwest Monsoon: ପାଗ ଅନୁକୂଳ; ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଖୁସି ଖବର। ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ( IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Rain
Heavy Rain: ଆସୁଛି ବଡ଼ ବର୍ଷା; ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଆସୁଛି ବଡ଼ ବର୍ଷା। ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଆକଳନ କରାଯାଇଛି।

low-presure
Cyclonic Trough to Form in Arabian Sea: ୧୨ ଘଣ୍ଟାରେ ଲଘୁଚାପ; ୩୬ ଘଣ୍ଟାରେ ଅବପାତ

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଲଘୁଚାପଟି  ଅଧିକ  ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ  ହେବ।

Weather
Kerala Monsoon Update: ତାତିରୁ ମିଳିବ ଆଶ୍ୱସ୍ତି; ଏଥର ଆଗୁଆ ଓଡ଼ିଶା ଛୁଇଁପାରେ ମୌସୁମୀ

କେରଳ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତ୍ରିସୁର, ମାଲାପୁରମ, କୋଜିକୋଡ୍, ୱାଇନାଡ୍, କନୁର ଓ କାସାରାଗୋଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

rain
Kalbaisakhi Warning in Odisha: ଆଜି ଏହି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ବହିବ ପବନ; ସତର୍କ କଲା ପାଣିପାଗ କେନ୍ଦ୍ର

୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Sudden Weather Shift Brings Light Rain to Bhubaneswar
ଭୁବନେଶ୍ବରରେ ହଠାତ୍ ବଦଳିଗଲା ପାଗର ମିଜାଜ୍

ରାଜଧାନୀ ଭୁବନେଶ୍ବରରେ ହଠାତ୍ ବଦଳିଗଲା ପାଗର ମିଜାଜ୍। ଘୋଟେଇ ଆସିଲା  କଳାହାଣ୍ଡିଆ ମେଘ, ଚାହୁଁ ଚାହୁଁ ବର୍ଷିଲା। ତାତିରେ ଲାଗିଲା ବ୍ରେକ୍ । ରାଜଧାନୀର ବିଭିନ୍ନ ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।

Kalbaisakhi Alert Odisha 2024
Kalbaisakhi Alert Odisha 2024: ଆଜି ତାଣ୍ଡବ ରଚିବ କାଳବୈଶାଖୀ; ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି...

ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି।

Monsoon
Monsoon Reach Andaman: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢ଼ିବ । ମେ' ୨୭ରେ କେରଳ ଛୁଇଁବା ନେଇ ଅନୁମାନ ।

weather
Intense Odisha Heatwave Warning: ୩ ଦିନ ତାତିରୁ ନାହିଁ ତ୍ରାହି; ଆଜି ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆଜି ପାଇଁ ୧୩ ଜିଲ୍ଲାକୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Rain Forecast
Rain Forecast Odisha: ୪ ଦିନ କାଳବୈଶାଖୀ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା !

ପ୍ରବଳ ବର୍ଷା ପବନ ନେଇ ଆଜି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ।

Odisha Rainfall Forecast
Odisha Rainfall Forecast: ଆସନ୍ତା ୭ ଯାଏ ବର୍ଷା ! ଆଜି ଏହି ୩ ଜିଲ୍ଲାରେ ପ୍ରବଳ ଛେଚିବ

ଆସନ୍ତା ୭ ତାରିଖ ଯାଏଁ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଆଜି ପାଇଁ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । କୁଆପଥର ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । 

Weather Alert
Weather Alert: ଆଶ୍ବସ୍ତି ଆଣିଲା କାଳବୈଶାଖୀ; ୪ ଦିନ ଯାଏଁ ଝଡ଼ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ...

ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Rain
Cyclone and Rain Warning in Odisha: ଆଜି ହେବ ଝଡ଼ବର୍ଷା; ୯ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ଆଜି ରାଜ୍ୟରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ହେବ। ଏଥିପାଇଁ ପାଣିପାଗକେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼। ବାକିଥିବା ସମସ୍ତ ୨୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

weather
Cyclonic Weather in Odisha: ଆଜି ଏହି ସବୁ ଜିଲ୍ଲାରେ ହେବ ଝଡ଼ ଝଡ଼ତୋଫାନ; ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ତୋଫାନ ହେବ। କିଛି କିଛି ସ୍ଥାନରେ ୩୦ରୁ ୫୦ କିମି ବେଗରେ ପବନ ବହିବାରସମ୍ଭାବନା ରହିଛି । ଏଥିପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି।

Heat Weave
Odisha Heatwave Alert: ୪ ଦିନ ତାତିରୁ ନାହିଁ ତ୍ରାହି; ଆଜି ଏହି ଜିଲ୍ଲାରେ ପାରା ଛୁଇଁପାରେ ୪୭ ଡିଗ୍ରୀ

ଉପକୂଳ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାତି ସାମାନ୍ୟ କମ୍ ରହିବ। ଖରା କମିଲେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।