Tag: Weather Update

Rainfall Alert- Orange Warning For 7 Odisha Districts
୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ୨୪ ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ଆହୁରି ତିନିଦିନ ବର୍ଷା ଲାଗି ରହିବ...ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା...

 rainfall in Odisha
୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା...

Weather update Heavy rainfall to lash Odisha for next 36 Hours
ଆସନ୍ତା ୩୬ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିବ !

ପାଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ...

5 day continues rain in odisha
ପାଣିପାଗ ବିଭାଗର ସତର୍କ ସୂଚନା: ୫ ଦିନ ଯାଏ ପ୍ରବଳ ବର୍ଷିବ !

ଆଜିଠୁ ୫ ଦିନ ଯାଏଁ ଗଂଜାମ, ନୟାଗଡରେ ଭାରି ବର୍ଷା ସମ୍ଭାବନା । କନ୍ଧମାଳ, ବୌଦ୍ଧର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଯୋଗୁଁ ବର୍ଷା ସମ୍ଭାବନା ।

IMD issues yellow warning to 24 districts for heavy rain
୪୮ ଘଣ୍ଟାରେ ଲଘୁଚାପ ! ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି...

Rainfall to continue in Odisha for next 5 days
୫ ଦିନ ଯାଏଁ ପ୍ରବଳ ବର୍ଷିବ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

monsoon-rain
ତାତିରୁ ତ୍ରାହି; ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ

ଜନସାଧାରଣଙ୍କୁ ମିଳିଲା ଆଶ୍ୱସ୍ତି । ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା ।

IMD Predicts Normal Monsoon This Year
ଓଡ଼ିଶା ଛୁଇଁଲା ମୌସୁମୀ

ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ।

Monsoon Likely To Enter Odisha By Tomorrow
ପାଣିପାଗ ବିଭାଗର ପୂର୍ବାନୁମାନ- କାଲି ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ପାଗ ଅନୁକୂଳ ରହିଥିବାରୁ ଆଜି ଓ ଆସନ୍ତାକାଲି ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି।

Conditions favorable for monsoon in Odisha in next 48 hours
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Monsoon unlikely to reach Odisha in next 5 days
ରଜରେ ବି ଛୁଇଁବନି ମୌସୁମୀ !

ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ...

weather update
ସିଝୁଛି ପଶ୍ଚିମ ଓଡ଼ିଶା; ଅସହ୍ୟ ତାତି ସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ଥିବାର ରେକର୍ଡ କରାଯାଇଛି ।

IMD issues yellow warning to 10 districts for heavy rain
୨୪ ଘଣ୍ଟାରେ ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

Weather Update
ଆଜିଠୁ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

Weather Update
ଆହୁରି କଲବଲ କରିବ ତାତି; ବଢ଼ିବ ଦିନ ତାପମାତ୍ରା

ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ତାତି...

Weather Update
ଅସହ୍ୟ ଗ୍ରୀଷ୍ମରେ କାଳବୈଶାଖୀର ସମ୍ଭାବନା; ମିଳିବ କି ତାତିରୁ ତ୍ରାହି ?

କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Scorching heatwave continues in Delhi as maximum temperature breaches 49-degree mark
ରୌଦ୍ରତାପରେ ଜଳୁଛି ରାଜଧାନୀ; ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ପାର

ରାଜଧାନୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଥିବାରୁ ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରୌଦ୍ରତାପ ଏତେ ଯେ ଲୋକଙ୍କ ଘରୁ ବାହାରିବା ବି ମୁସ୍‌କିଲ୍‌ ହୋଇପଡୁଛି ।

MONSOON
ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ !

୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।

Cyclone over Bay of Bengal on May 8
ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ୧୦ ସୁଦ୍ଧା ଉପକୂଳ ଛୁଇଁପାରେ । ବାତ୍ୟା ସଂପକକର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଟୁଇଟ୍ କରି ସୂଚନା ଦେଇଛି ।

22 districts in Odisha to experience rain today
ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। 

Odisha Weather update
ମାଡି ଆସୁଛି ଘୂର୍ଣ୍ଣିବଳୟ; ରୁହନ୍ତୁ ସତର୍କ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Weather Update
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି

କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି

Weather Alert
କାଲିଠୁ କମିବ ତାତି, ୫ରେ ଆସୁଛି ଆଉ ଏକ ଲଘୁଚାପ

ତାତିରୁ ମିଳିବ ଆଶ୍ୱସ୍ତି । ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ମେ’ ପହିଲାରୁ ପ୍ରଚଣ୍ଡ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ।

Heatwave In Odisha | IMD Puts 9 Districts On Alert, Govt Issues Special Advisory
ଜଳୁଛି ଓଡ଼ିଶା, ହିଟ୍ ୱେଭ୍‌ ନେଇ ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଜଳୁଛି ପୁରା ଓଡ଼ିଶା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି ।

weather update
ଅସହ୍ୟ ତାତିରେ ତ୍ରାହି ତ୍ରାହି ଡାକୁଛି ସାରା ରାଜ୍ୟ,୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ

ପୁଣି ଥରେ ହିଟ୍ ୱେଭ୍ ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ସମ୍ଭାବନା ରହିଛି । ଆଭ୍ୟନ୍ତରରେ ୩ରୁ ୫ ଓ ଉପକୂଳରେ ୨ରୁ ୩ ଡିଗ୍ରୀ ଅଧିକ ରହିବ ।