• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vladimir Putin

Narendra Modi
ଭାରତରେ ପୁଟିନ୍‌, ଋଷ ସହ ରାଜନାଥ କଲେ ବଡ଼ ବନ୍ଧୁକ ଡିଲ୍‌ !

ରୁଷିଆ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଟୁ ପ୍ଲସ ଟୁ ଆଲୋଚନା ମଧ୍ୟ ହୋଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ରୁଷିଆ ପ୍ରତିପକ୍ଷ ଜେନେରାଲ୍ ସେର୍ଗି ସୋଇଗୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Vladimir Putin To Arrive In Delhi Today For Annual India-Russia Summit
ମୋଦି-ପୁଟିନଙ୍କ ହେବ ଭେଟ୍ ଘାଟ୍

ଆଜି ଆସୁଛନ୍ତି ପୁଟିନ୍। ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମୋଦି-ପୁଟିନଙ୍କ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା ପ୍ରସଙ୍ଗରେ ଆଲୋଚନା । ଫୋକସରେ S-୪୦୦ ମିସାଇଲ୍ ଡିଫେନ୍ସ ସିଷ୍ଟମ ଓ AK-୨୦୩ ଆସଲଟ୍ ରାଇଫଲ

Russian President Vladimir Putin To Visit India On December 6 For Annual Bilateral Summit
ଭାରତ ଆସିବେ ପୁଟିନ

ଡିସେମ୍ବର ୬ ତାରିଖରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।