Tag: Virat Kohli

Virat Kohli
କୋଟି କୋଟି ଫ୍ୟାନ୍‌, ତଥାପି ଏକା ଏକା ବିରାଟ କୋହଲି ! କାହିଁକି..?

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।

Virat Kohli
ସେସିଆଲ୍‌ ମିଡିଆ ଟ୍ରେଣ୍ତରେ ବିରାଟ୍‌; ଗୋଟିଏ ପୋଷ୍ଟରେ ମିଳୁଛି ୮ କୋଟି

ବିରାଟଙ୍କ ସୋସିଆଲ୍‌ ମିଡିଆରେ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ।

Is Virat Kohli the most expensive celeb in Asia - Watch OTV special report
ବିରାଟଙ୍କ ବିଗ୍‌ କ୍ରେଜ୍‌, ମାତ୍ର ଗୋଟିଏ ପୋଷ୍ଟରୁ ରୋଜଗାର କରୁଛନ୍ତି ୮ କୋଟି?

ବିରାଟଙ୍କ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....

Virat kohli
ଦଳରୁ ବାଦ୍ ପଡ଼ିଲେ କିଙ୍ଗ୍ କୋହଲି ! ହେଲେ କାରଣ କହୁନି BCCI

କୋହଲିଙ୍କୁ ବାଦ୍ ଦିଆଯାଇଛି ନା ବିଶ୍ରାମ ? ଆହତ କାରଣରୁ ବାଦ୍ ପଡ଼ିଛନ୍ତି କି କୋହଲି ?

Is the carrier of Kohli going to end
କୋହଲିଙ୍କ କ୍ୟାରିଅର ଆଉ କେତେ ଦିନ

ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

Virat Kohli
ଧୋନି ଆଉଟ୍‌ ହେବାରୁ ଗାଳି ଦେଲେ କୋହଲି ? ରାଗିଲେ ଫ୍ୟାନ୍ସ.. ଭିଡିଓ ଭାଇରାଲ

ଧୋନିଙ୍କ ୱିକେଟ୍‌ ଯିବା ପରେ ପୁରା ଚେନ୍ନାଇ ଟିମ୍‌ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।

Virat Kohli
ଏଥର IPL କୋହଲିଙ୍କ ପାଇଁ ଦୁଃସ୍ୱପ୍ନ ! ଯେକେହି ନେଉଛନ୍ତି ୱିକେଟ୍‌, ଚିନ୍ତା ପ୍ରକଟ କଲେ ଇଆନ୍‌ ବିଶପ

କୋହଲିଙ୍କ ଏଭଳି ଫର୍ମକୁ ନେଇ ଅନେକ ବଡ଼ ବଡ଼ ଖେଳାଳି ତଥା ବିଶିଷ୍ଟ ଖେଳାଳି ଓ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ଇୟାନ୍‌ ବିଶପ ।

Virat Kohli
କୋହଲିଙ୍କୁ ସ୍ୱତନ୍ତ୍ର କ୍ୟାପ୍‌ ଦେଲେ ତାଙ୍କ ଚାଇଲ୍ଡହୁଡ୍‌ ହିରୋ

୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।

Virat Kohli
ଗୋଟିଏ ଦିନରେ ଦୁଇଟି ରେକର୍ଡ ! ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କଲେ ବିରାଟ

ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍‌ କ୍ରିକେଟ୍‌ରେ ୮୦୦୦ ରନ୍‌ କ୍ଲବ୍‌ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ  ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।

India V/s West Indies
ସୂର୍ଯ୍ୟ କୁମାରଙ୍କ ଧୁଆଁଧାର ବ୍ୟାଟିଂ, ଭଲ ସ୍ଥିତିରେ ଭାରତ

କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।

Sachin and Virat
ମାଷ୍ଟର୍‌ ବ୍ଲାଷ୍ଟର୍‌ଙ୍କୁ ବିରାଟ୍‌ଙ୍କ ନିଆରା ଉପହାର; କାନ୍ଦି ପକାଇଲେ ସଚିନ୍, ଜାଣନ୍ତୁ..

ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍‌ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।

The decision of Virat Kohli make storm in cricket world
ବିରାଟ କୋହଲି ଟେଷ୍ଟ କ୍ୟାପ୍ଟେନ୍‌ସିପ୍‌ ଛାଡ଼ିବା ପରେ ବଢ଼ିଲା ଚର୍ଚ୍ଚା

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ହଠାତ୍ ଟେଷ୍ଟ୍‌ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫା ନେଇ ହଇଚଇ ସୃଷ୍ଟି ହୋଇଛି। ବିସିସିଆଇ ସହ ବିବାଦକୁ ନେଇ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। 

virat kohli and sourav ganguly
ବିରାଟଙ୍କ କ୍ୟାପ୍ଟେନ୍‌ସିପର ପ୍ରଶଂସା କଲେ ଦାଦା

ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସଇପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।

Virat Kohli
'ପୁରୁଣା ଅନ୍ଦାଜରେ କମ୍‌ବ୍ୟାକ୍‌ କରିବେ କୋହଲି'

ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।

Virat Kohli
କୋହିଲିଙ୍କ ବଡ ଖୁଲାସା: ରୋହିତଙ୍କ ସହ କୌଣସି ବିବାଦ ନାହିଁ

ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି ।

Virat Kohli
ରାଗରେ ବାଉଣ୍ତ୍ରି ଲାଇନରେ ବ୍ୟାଟ୍ ପିଟିଲେ ବିରାଟ୍

ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।

Rohit Sharma
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା, ହେଲେ କାହିଁକି ?

ବିରାଟ ଯାଇଛନ୍ତି ଲମ୍ବା ଛୁଟିରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା । ସେପଟେ ଫର୍ମରେ ନାହାନ୍ତି ଅଜିଙ୍କ୍ୟ ରାହାଣେ । ତେବେ କିଏ ଦଳର ଅଧିନାୟକ ? ତାକୁ ନେଇ ଉଠିଛି ପ୍ରଶ୍ନ ।

India Test Cricket Team Captain Against Newzland
ଛୁଟିରେ ଯାଇଛନ୍ତି ବିରାଟ ! ରାହାଣେ ଫର୍ମରେ ନାହାନ୍ତି, ଏବେ ଦ୍ରାବିଡ଼ଙ୍କ ଉପରେ ସମସ୍ତଙ୍କ ନଜର..

ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?

Rohit Sharma
ବିରାଟ ଛାଡ଼ିଲେ, ରୋହିତ ହେଲେ ଭାରତର ନୂଆ ଅଧିନାୟକ

ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ ।

Virat kohli DCW
ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ, ରାଗିଲେ ମହିଳା କମିଶନ ! ଦିଲ୍ଲୀ ପୋଲିସକୁ ମାଗିଲେ କୈଫିୟତ

ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।

Virat Kohli
T20 World Cup: ବିରାଟଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ସପୋର୍ଟ, ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା

ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି ।

Virat Kohli
ବିରାଟଙ୍କ ଜବାବ- ‘ଯଦି କିଛି ବିବାଦ ଚାହୁଁଛ ସିଧାସଳଖ କୁହ...’

ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Virat Kohli
ବିରାଟଙ୍କ ଭିଡିଓରେ ଫ୍ୟାନ୍ସ ଖପ୍ପା, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେ ଖବର ପ୍ରସାରଣ ହେଉ କିମ୍ବା କୌଣସି ସାମଗ୍ରୀକୁ ନେଇ କିମ୍ବା କୌଣସି ବିଚାରଧାରା ।

Virat Kohli
T20 World Cup: ୧୧ ବର୍ଷ ବିତିଗଲାଣି, ଏଥର ବିରାଟଙ୍କ ଲକ୍ଷ୍ୟ ପୂରଣ ହେବ ତ ?

ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍‌ । ଟେଷ୍ଟ କ୍ରିକେଟ୍‌ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍‌ ପୁରା କରିସାରିଲେଣି ।

Viratv Kohli
T-20 World Cup: ଋଷଭଙ୍କୁ କୋହଲିଙ୍କ ଚ୍ୟାଲେଞ୍ଜ, ପୁରଣ ନ କରିପାରିଲେ ଟିମ୍‌ରୁ ଆଉଟ୍‌

ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଆଉ ୨୪ ଅକ୍ଟୋବରରେ ପାକିସ୍ତାନ ବିରୋଧରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରି ବିଶ୍ୱକପ୍‌ ଅଭିଯାନ ।