• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Violence

Domestic Violence In Odisha
Domestic Violence Case: ଘରୋଇ ହିଂସାର ଭୟଙ୍କର ପରିଣାମ: ପରିବାର ଯନ୍ତ୍ରଣାରେ

ଛିଡ଼ିପଡ଼ିଛି ଦୁଃଖର ପାହାଡ଼...ଯନ୍ତ୍ରଣା ଦେଉଛି ବଳକା ଜୀବନ...ଗୋଟିଏ ପଟେ ଘରର ପୁଅ ଭିଆଇଥିବା ଅପରାଧର ଅପବାଦ ବୋଝ...ଆରପଟେ ଦାଉ ସାଧୁଛି ଉତ୍କଟ ଦାରିଦ୍ର୍ୟ...

Police Attacked By Miscreants During Raid
Excise Officers Attacked During Raid: ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଅବକାରୀ ଅଧିକାରୀଙ୍କୁ କଲେ ଲହୁଲୁହାଣ

ରାଜଗାଙ୍ଗପୁରରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ । ରେଡ୍ ବେଳେ ଅବକାରୀ ଅଧିକାରୀ ଓ ପୋଲିସକୁ ଲହୁଲୁହାଣ କରିଛନ୍ତି ମଦ ମାଫିଆ । ଏନେଇ ଅବକାରୀ ବିଭଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ମୁର୍ସିଦାବାଦ ହିଂସା
Murshidabad Violence: ମୁର୍ସିଦାବାଦ ହିଂସା ପୀଡିତଙ୍କ ଗୁହାରି...ଆମେ ପଛେ ଉପାସରେ ରହିଯିବୁ, ଆମ ଛୁଆଙ୍କ ମୁହଁରେ ଆହାର ଦିଅନ୍ତୁ

ୱକଫ ସଂଶୋଧନ ବିଲକୁ ବିରୋଧ କରି ମୁର୍ସିଦାବାଦରେ ହିଂସାର ନିଆଁ ଜଳୁଛି । ଏହି ହିଂସାର ନିଆଁକୁ ଦେଖି ଘରଦ୍ୱାର ଛାଡ଼ି ଲୋକେ ପଳାୟନ କରୁଛନ୍ତି । ହେଲେ ଏହି ପୀଡିତମାନେ ପରିବାର ସହ କୁଆଡେ ଯାଇଥିବେ ? କେଉଁଠି ରହିଥିବେ ? କ’ଣ ଖାଉଥିବେ ?

West Bengal Violence
West Bengal Violence: ଜଳୁଛି ୱାକଫ୍‌ ନିଆଁ, ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍‌ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା ।

ପଶ୍ଚିମବଙ୍ଗରେ ପ୍ରବଳ ହିଂସା
Protest Against Wakf Bill in Bengal: ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ

ୱକଫ ବିଲକୁ ବିରୋଧ ଧରି ମୁର୍ସିଦାବାଦରେ ଆନ୍ଦୋଳନ ବେଳେ ପ୍ରବଳ ହିଂସାକାଣ୍ଡ ହୋଇଛି । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ ।

ବଢୁଛି ନେତୃତ୍ୱ, କମୁନି ହିଂସା
Odisha Politics: ନିର୍ବାଚନରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କାହିଁକି କମୁନି ମହିଳା ବିରୋଧୀ ହିଂସା 

ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ । 

Special Story: Allegations of Violence and Mysterious Incidents: A Shocking Tale from Jungle
ଆମ ସାଙ୍ଗକୁ ଏଇଠି ମାରିଥିଲୁ...

ଆମ ସାଙ୍ଗକୁ ଏଇଠି ମାରିଥିଲୁ।  ଘରୁ ଡାକିଆଣି ସବୁଦିନ ପାଇଁ ଶେଷ କରିଦେଲୁ। ଆଉ ମୁହଁରେ ଏସିଡ ଫୋପାଡ଼ି ଜଙ୍ଗଲରେ ଫୋପାଡି ଦେଲୁ। ମୁହଁରେ କପଡ଼ା ଭିଡ଼ି ପୋଲିସକୁ ହତ୍ୟାକାଣ୍ଡର କାହାଣୀ ଶୁଣାଉଛନ୍ତି ଅଭିଯୁକ୍ତ ।

Rising Crime
Increasing Violence In Bhubaneswar: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

କମିଶନରେଟ୍ ପୋଲିସିଂରେ କାହିଁକି ଏତେ ବିକଳ ଚିତ୍ର ? କୌଣସି ମାମଲାରେ ବି କାହିଁକି ମାଷ୍ଟରମାଇଣ୍ଡଙ୍କ ପତ୍ତା ପାଉନି ପୋଲିସ ? ଭିଭିଆଇପିଙ୍କୁ ବି କାହିଁକି ଦେଇପାରୁନି ସୁରକ୍ଷା ? କେଉଁଠି ରହୁଛି ଭୁଲ୍, କେଉଁଠି ରହୁଛି ସମସ୍ୟା ? 

ସମ୍ଭଲ ହିଂସା...ଗୁଜବ ଲଗାଇଲା ନିଆଁ
Sambhal Violence: ୧୬ଟି ସାଂପ୍ରଦାୟିକ ଦଙ୍ଗାରେ ଲହୁଲୁହାଣ ସମ୍ଭଲ: କେବେ ଶୁଖିବ ଲୁହ ?

୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।

Triple Talaq
Triple Talaq: ମହଙ୍ଗା ପଡ଼ିଲା ପୋଲିସକୁ ପ୍ରଶଂସା; ମହିଳାଙ୍କୁ ତିନି ତଲାକ୍ ଦେଇଦେଲେ ସ୍ୱାମୀ

ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ‌ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

Sambhal Violence
Supreme Court on Sambhal Case: ଜାମା ମସଜିଦ ସର୍ଭେ ସ୍ଥଗିତ; ମୁସଲିମ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Schools closed internet snapped in Sambhal
Sambhal Violence: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ 

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।

Violence Erupts In Biraja Market
Violence Erupts In Biraja Market: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...

ଯାଜପୁର ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। 

Bhadrak Curfew
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ! ଲାଗିଲା ଧାରା ୧୬୩

ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ ।

Bangladesh Violence
ପୁଣି ଜଳିଲା ବାଂଲାଦେଶ; ବହୁ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ମୃତ...

ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି। 

Bangladesh voilence
ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

Odisha Election
ଭୋଟ୍ ବେଳେ ହିଂସା ଓ ବିଶୃଙ୍ଖଳା

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ। ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି। କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି।

General Elections 2024
ହାରିବା ଭୟରେ ଟଙ୍କା ବାଣ୍ଟୁଛି କି ବିଜେଡି ! ସ୍ଵଚ୍ଛ ଶାସନରେ ନୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଲା କିଏ ?

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।

Manipur Violence
ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।

  Haryana communal clashes
ମନୁ ମାନେସର୍ କିଏ ? ନୁହ ହିଂସାର ଭିଲେନ୍‌ କୁହାଯାଉଥିବା ଚେହେରା

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?

Haryana's Nuh violence
ହରିୟାଣାରେ ହିଂସାର ନିଆଁ : ନୁହରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

Manipur Violence
Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

West Bengal Political Violence
ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

Riots in France
ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।