• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Village

ମଶାଶିରେ ଦୁଃସ୍ଥ ମଣିଷ
Families Seek Shelter in Crematorium: କାଦୁଅ ପଚପଚ ଗାଁ ଶ୍ମଶାନରେ ବିତୁଛି ୧୬ ପରିବାରର ଜୀବନ। ନା ସେମାନଙ୍କ ପାଇଁ ଅଛି ରାସ୍ତା, ନା ପିଇବା ପାଣି, ନା ବିଜୁଳି।

ଗାଁ ଶ୍ମଶାନରେ ଛିଣ୍ଡା ପଲିଥିନ ଘେରା ଚାଳିଆ ସାଙ୍ଗକୁ ବାଉଁଶ ଓ ବରଡା ପତ୍ରରେ ନିର୍ମିତ ଛପର ଘରେ ରହୁଛନ୍ତି ୧୦୦ରୁ ଅଧିକ ଲୋକେ। ପ୍ରଶାସନ ବିସ୍ଥାପିତ କରିଥିଲେ ବି ସେଭଳି ସୁବିଧା ସୁଯୋଗ ଯୋଗାଇ ଦେଇନଥିବା ଅଭିଯୋଗ ।

Doctor Banjari Village in Gajapati District Sold Off
Village Sold for INR 1.5 Crore: ବିକ୍ରି ହୋଇଗଲା ଗଜପତି ଜିଲ୍ଲାର ଡାକ୍ତର ବାଞ୍ଜାରୀ ଗାଁ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏମିତି ଏକ ପଡ଼ା ଗାଁ ରହିଛି, ଯାହା ବିକ୍ରି ହୋଇଛି, ଏବଂ ତାକୁ କିଣିଛନ୍ତି ଜଣେ ବ୍ୟକ୍ତି

କଂସାବାସନ କାରିଗର
Bronze Utensils: ଆଧୁନିକତାର ଛାପରେ ହଜିଗଲାଣି କଂସା ବାସନ...ହାତବାନ୍ଧି ବସିଛି କାରିଗର

କଂସା ବାସନରେ ଖାଇ ଲୋକେ ସୁସ୍ଥ ଜୀବନ ଯାପନ ବି କରୁଥିଲେ । କଂସା ବାସନ ତିଆରି ପାଇଁ ପ୍ରସିଦ୍ଧି ଅର୍ଜନ ମଧ୍ୟ କରିଥିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା । ଦିନଥିଲା ସହରର କଂସାରୀପଡାରେ ଶୁଭୁଥିଲା କଂସା ବାସନ ତିଆରିର ଠକ୍ ଠକ୍ ଶଦ୍ଦ । ପୁର୍ବରୁ ବିନିକାରେ ୬୦ରୁ ଅଧିକ ଏବଂ ଗୁଲାପଡାରେ ୪୦ରୁ ଅଧିକ କଂସାରୀ ଶାଳଥିବା ବେଳେ ବର୍ତ୍ତମାନ ବିନିକାରେ ଗୋଟିଏ ବି ନାହିଁ ।

ଶହ ଶହ ମଲାମାଛ
Dead Fish Floating: ଗାଁ ପୋଖରୀରେ ଭାସୁଛି ଶହ ଶହ ମଲା ମାଛ...ଗନ୍ଧରେ ନାକ ଫାଟିପଡୁଛି

ଗାଁର ଲୋକମାନେ ଶୁକ୍ରବାର ସକାଳେ ଦେଖିଲେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ପୋଖରୀରେ ଭାସୁଛି। ଏଥି ସହ କିଛି କଳା ଜିନିଷ ମଧ୍ୟ ଭାସିବାର ଦେଖାଯାଇଥିଲା। ଫଳରେ ଵିଷ ପଡିଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ଗ୍ରାମବାସୀ ପୋଲିସ ଓ ସରପଂଚଙ୍କୁ ଜଣାଇଥିଲେ।

Worlds strongest village how all are bouncers
Indias Strongest Village: ଭାରତର ସବୁଠାରୁ ଶକ୍ତିଶାଳୀ ଗାଁ'; ଏଠି ଘରେ ଘରେ ପହଲବାନ୍

ଦିଲ୍ଲୀର ଘରୋଇ ସୁରକ୍ଷା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଏହି ଗାଁକୁ 'ଭାରତର ସବୁଠାରୁ ଶକ୍ତିଶାଳୀ ଗାଁ'ର ଉପାଧି ଦିଆଯାଇଛି। ଯଦି ଆପଣ ଗୁଗୁଲରେ 'ଭାରତ କିମ୍ବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗ୍ରାମ' ସର୍ଚ୍ଚ କରନ୍ତି, ତେବେ ଫଳାଫଳରେ ଅସୋଲା-ଫତେହପୁର ବେରୀର ହିଁ ଲିଙ୍କ୍‌ ଦେଖାଯିବ।

ସହିଦଙ୍କୁ ମନେ ରଖିଲେ,ଗାଁକୁ ଭୁଲିଗଲେ!
Special Story: ସହିଦଙ୍କୁ ମନେରଖିଲେ,ଗାଁକୁ ଭୁଲିଗଲେ !

ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି ।

ସବୁ ପଡ଼ା ହେବ ରାଜସ୍ବ ଗାଁ ।
All Villages To Get Revenue Status: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

ଖୁବ୍‌ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍‌କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି ।

ବଦଳିଗଲା ଗାଁର ଚିତ୍ର
Success Story: ଗାଁକୁ ନୂଆ ପରିଚୟ ଦେଲେ ଝିଅ : ଦିନେ ଯେଉଁଠି ବନ୍ଧୁକ ଗର୍ଜୁଥିଲା, ଆଜି ସେଠି ମାଳ ମାଳ ପ୍ରତିଭା

ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।

Cleanest village
Bobeijoda Village: ଏମିତି ଗାଁ କୋଉଠି ନାହିଁ; ଚକାଚକ୍ ରାସ୍ତାଘାଟ, ଜଗିଛି ସିସିଟିଭି, ବୁଲିଯାଉଛନ୍ତି ପର୍ଯ୍ୟଟକ

ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।

RoadIssue
Neglected Village: ନାହିଁ ନାହିଁର ଗାଁ ସାଧୁଆପଲ୍ଲୀ...ସର୍ବନିମ୍ନ ସୁବିଧା ଏଠି ଅପହଞ୍ଚ

ସାଧୁଆପଲ୍ଲୀ ଗାଁର ଲୋକେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି। ଏମାନେ ଆଦିବାସୀ ମାଳୁଆ କନ୍ଧ ଭାବରେ ପରିଚିତ। ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଆମେ ଆଦିବାସୀ ବୋଲି ଅପଚରା ହୋଇ ରହିଛୁ, ଆମକୁ କେହି ପଚାରୁନାହାନ୍ତି।

ଏଇ ଗାଁରେ ସମସ୍ତେ ୟୁଟ୍ୟୁବର
Success Story: ପିଲାଠୁ ବୁଢ଼ା ସମସ୍ତେ ଏଠି କଣ୍ଟେଣ୍ଟ କ୍ରିଏଟର, ରୋଜଗାର ବି ଲକ୍ଷ ଲକ୍ଷ

ରିପୋର୍ଟ ଅନୁସାରେ ୟୁଟ୍ୟୁବରୁ ମିଳୁଥିବା ଟଙ୍କାରୁ ଗାଁର ସ୍ଥିତି ତଥା ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଛି । ଲୋକେ ଏଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି । ଆର୍ଥିକ ଲାଭ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ସମାନତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ସାଧନ ପାଲଟିଛି । ଏଠାରେ ଅନେକ ବାସିନ୍ଦାଙ୍କର ସଫଳ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି । ସେମାନଙ୍କ ପାଇଁ ୟୁଟ୍ୟୁବ ଆୟର ନୂଆ ଉତ୍ସ ପାଲଟିଛି କହିଲେ ଚଳେ ।

ପାହାଡ଼ ଚଢିଲେ ମିଳୁଛି ଚାଉଳ
Food For Thought: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟାରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହୋଇଯାଉଛି।

1986 accident halts New Year celebrations
New Year celebration Halts: ଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।

Jalaput Cutoff Village
Ground Zero Reality: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି, ଅନ୍ଧାରୀ ଜୀବନ ଜୀଉଁଛନ୍ତି ବିସ୍ଥାପିତ

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

Crorepati Villag
Village of Millionaires: ଦିନେ ଭୋକରେ ଆଉଟୁପାଉଟୁ ହେଉଥିଲେ, ଆଜି ଗାଁର ସବୁ ଲୋକ କୋଟିପତି...

ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।

Japan village
ଏମିତି ଗାଁ...୨୦ ବର୍ଷ ପରେ ଜନ୍ମ ହେଲା ପିଲା; ସଙ୍କଟରେ ଜନସଂଖ୍ୟା...

 ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । 

slippers ban
ବିଚିତ୍ର ଗାଁ; ଏଠି ଜୋତା-ଚପଲ ପିନ୍ଧିବା ମନା, ଖାଲି ପାଦରେ ଚାଲନ୍ତି ଲୋକ

ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ । ଆପଣ ହୁଏତ ଏହାକୁ ବିଶ୍ୱାନ କରି ନ ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଆଜିବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେହି ବି ଚପଲ ପିନ୍ଧନ୍ତି ନାହିଁ।

Unique Village
ଏହି ଗାଁର ଲୋକେ ଦୁଇଟି ଦେଶରେ ରୁହନ୍ତି...ବେଡ୍‌ରୁମ ଅଛି ଭାରତରେ, ରୋଷେଇ ଘର...

ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଘରର ଗୋଟେ ପଟ ଗୋଟେ ଦେଶ ଓ ଅନ୍ୟ ଗୋଟେ ପଟ ଆଉ ଗୋଟେ ଦେଶର ହେଲେ କେମିତି ହେବ ।

Electricity
ଏକବିଂଶ ଶତାବ୍ଦୀର ଅଭାବନୀୟ ଚିତ୍ର, ନବୀନଙ୍କ ଜିଲ୍ଲାରେ ନାହିଁ ବିଦ୍ୟୁତ୍ ସେବା

ଯୁଗ ଆସି କେଉଁଠି ପହଞ୍ଚିଲାଣି । ସ୍ମାର୍ଟ ଫୋନ୍ ୪ଜିରୁ ୫ଜି ହୋଇଗଲାଣି । ତଥାପି ଆଜିଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପହଞ୍ଚି ପାରିନି ବିଜୁଳି ।

This village in Odisha has abundant number of Shivlings
ଏମିତି ଏକ ଗାଁ..ଯୋଉଠି ଖୋଳିବେ ବାହାରିବ ଶିବଲିଙ୍ଗ

ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର

Ambulance
ବିକଳ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।

Sulia Jatra
ଶୁଲିଆ ଅଞ୍ଚଳରେ ବିକାଶ ଶୂନ୍

ଯାତ୍ରା ପାଇଁ ପ୍ରସିଦ୍ଧି ପାଇଛି ଶୁଲିଆ ଅଞ୍ଚଳ । ହେଲେ ସଦର ମହକୁମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଶୁଲିଆ ଅଂଚଳରେ ବିକାଶ ଶୂନ୍ । ଖଇରଗୁରା ଗାଁ ସ୍କୁଲରେ କ୍ଲାସଘର ନଥିବାରୁ ପ୍ରଥମରୁ ପଞ୍ଚମ କ୍ଲାସ୍ ପିଲା ଗୋଟିଏ  କ୍ଲାସରୁମ୍ ରେ ପାଠପଢୁଛନ୍ତି...

Bats
ଏଇ ଗାଁରେ ହଜାର ହଜାର ବାଦୁଡ଼ି.. ଲୋକେ କହୁଛନ୍ତି ଶୁଭ

ଦିନ ସାରାର ପରିଶ୍ରମ ପରେ ଥକିପଡ଼ି ଯେତେ ଗାଢ ନିଦରେ ଶୋଇଥିଲେ ମଧ୍ୟ ପ୍ରକୃତିର ଆଲାର୍ମରେ ସେମାନେ ଭୋରରୁ ଉଠିପଡ଼ନ୍ତି.. ତେବେ ଏଇ ପ୍ରକୃତିର ଆଲାର୍ମ କଣ ଜାଣନ୍ତି.. ହଜାର ହଜାର ବାଦୁଡ଼ିଙ୍କ ଏକକାଳୀନ ରାବ.. ହଁ.. ଏଇ ଗାଁରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି.. ଆଉ ଏମାନଙ୍କୁ ଅଙ୍ଗରକ୍ଷୀ ଭଳି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ..

Village
ଗାଁର ଅଜବ ନାଁ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ.. ଏପରି ନାଁ ପଛର ରହସ୍ୟ କ’ଣ

କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।

Habalikhti, is now in danger
ବିପଦରେ ହବାଳିଖଟି, ଲୀନ ହେବାକୁ ବସିଛି ସମୁଦ୍ରରେ

କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।