• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vaccination Drive

Corona Vaccination
ଟିକାକରଣକୁ ବର୍ଷେ, ହେଲେ ଏବେ ବି ଲୋକଙ୍କ ମନାରୁ ଯାଇନି ଭୟ

ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

Collector Threaten To Official
ଜିଲ୍ଲାପାଳଙ୍କ ଧମକ- ‘ଟିକାକରଣରେ ବିଳମ୍ବ ହେଲେ ଫାଶୀରେ ଝୁଲାଇ ଦେବି’

କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି।

no vaccine no petrol
ଭ୍ୟାକ୍ସିନ୍ ନନେଲେ ମିଳିବନି ପେଟ୍ରୋଲ, ଡିଜେଲ୍ ଆଉ ରାସନ୍ : ବାହାରେ ବୁଲାବୁଲି ଉପରେ କଡ଼ା କଟକଣା

ଔରଙ୍ଗାବାଦରେ ଟିକାକରଣକୁ ଗୁରୁତ୍ୱ ଦେଉନାହାନ୍ତି ଲୋକେ । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ବେପରୁଆ ହୋଇ ବାହାରେ ବୁଲୁଛନ୍ତି ।

1 Billion Vaccinations Milestone
କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲ୍‌ଖୁଣ୍ଟ,୧୦୦ କୋଟି ଡୋଜ୍ ଟପିଲା ଟିକାକରଣ

କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।

vaccination-on-wheels
ଆରମ୍ଭ ହେଲା ଭାକ୍ସିନେସନ ଅନ୍ ହ୍ୱିଲ୍‌’: ଦିନ ମଜୁରିଆଙ୍କ ଘରେ ପହଞ୍ଚିବ ଟିକା

ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।

vaccination
ଟିକାକରଣ ଉପରେ ଗୁରୁତ୍ୱ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।