• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uttar Pradesh

Stray Dogs
Stray Dogs: ଆଉ ତ୍ରାହି ନାହିଁ.... କୁକୁରଙ୍କୁ ଆଜୀବନ ଦଣ୍ଡ

କୁକୁରଙ୍କୁ ମିଳିବ ଦଣ୍ଡ। ଦୁଇ ଥର କାମୁଡୁଥିବା କୁକୁରଙ୍କୁ ଦଣ୍ଡ ସ୍ବରୂପ କୁକୁରଙ୍କୁ ଆଜୀବନ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ସେଣ୍ଟରରେ ଛାଡି ଦିଆଯିବ।

up
Woman Curse: ଏହି ଗାଁରେ ୧୦୦ବର୍ଷ ହେବ ଦିଆଯାଇନି ଶ୍ରାଦ୍ଧ କି ପିଣ୍ଡ...କାରଣ ପଛରେ ଜଣେ ମହିଳା

ରାମଦାସ କହିଛନ୍ତି, 'ସେହି ଘଟଣା ପରେ ଆମର ପୂର୍ବଜମାନେ ଶ୍ରାଦ୍ଧ କରିବା ବନ୍ଦ କରି ଦେଇଥିଲେ। ଆମେ ସେମାନଙ୍କ ମାନ୍ୟତାର ପାଳନ କରୁଛୁ ଏବଂ ଆଜି ମଧ୍ୟ ଏହି ପରମ୍ପରା ଜାରି ରହିଛି। ଏପରିକି ଭିକ ମାଗିବା ପାଇଁ ମଧ୍ୟ ଏହି ଦିନଗୁଡ଼ିକରେ ଗାଁକୁ କେହି ଆସନ୍ତି ନାହିଁ।

MP's Sister assaulted
MP's Sister Assaulted: ଗାଧୋଇବା ବେଳେ ଭିଡିଓ କରୁଥିଲେ ଶ୍ବଶୁର-ଦିଅର, ବିରୋଧ କରିବାରୁ ମାଡ ମାରିଲେ: ସାଂସଦଙ୍କ ଭଉଣୀଙ୍କ ସଙ୍ଗୀନ ଅଭିଯୋଗ

ସାଂସଦଙ୍କ ଭଉଣୀଙ୍କୁ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସିଛି। ତାଙ୍କ ଶ୍ବଶୁର ଓ ଦିଅର ବିଚ୍ ରାସ୍ତାରେ ମାଡ ମାରିଥିବାର ଭିଡିଓ ଭାଇରାଲ ହେଉଛି।

nude gang
Nude Gang Panic: ସାବଧାନ ମାତିଛନ୍ତି ନ୍ୟୁଡ୍ ଗ୍ୟାଙ୍ଗ, ଆତଙ୍କରେ ମହିଳା

ଜଣେ ମହିଳା ଚିତ୍କାର କରି କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ଆସିଥିଲେ । ଗାଁ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଲ ଗୁଡ଼ିକୁ ଚାରିଆଡ଼େ ଘେରି ଦେଇଥିଲେ। କିନ୍ତୁ କେହି ମିଳିଲେ ନାହିଁ।

murder
UP Man Shoots:ମାର୍କେଟ ଭିଡ ଭିତରେ ପତ୍ନୀଙ୍କୁ ଗୁଳି ମାରି ହତ୍ୟା, ୧୫ବର୍ଷ ତଳେ ହୋଇଥିଲା ବିବାହ

ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇ ମାର୍କେଟରେ ପହଞ୍ଚିଥିଲା। ସେଠାରୁ ପୁଲିସ୍‌ ବିଶ୍ୱକର୍ମାଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଶାହପୁର ଅଞ୍ଚଳର ଜେଲ ରୋଡରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଗୋରଖପୁର ମାର୍କେଟରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଅ

suicide
Suicide: ପ୍ୟାଣ୍ଟରେ ଲେଖିଲେ ସୁଇସାଇଡ୍ ନୋଟ୍ , ଆତ୍ମହତ୍ୟାର କାରଣ ଜାଣିଲେ କଲିଜା ଚିରି ହୋଇଯିବ

ମୃତ ଯୁବକଙ୍କ ନାମ ଥିଲା ଦିଲୀପ। ସୋମବାର ଦିନ ତାଙ୍କ ପତ୍ନୀ ନଗଲା ଥାନାରେ ଅଭିଯୋଗ କରିଥିଲେ ଯେ, ଦିଲୀପ ମଦ୍ୟପାନ କରି ତାଙ୍କୁ ମାଡ଼ ମାରିଥିଲେ। ପୋଲିସ ଦିଲୀପଙ୍କୁ ଥାନାକୁ ଡାକିଥିଲା, ଯେଉଁଠାରେ ତାଙ୍କ ପତ୍ନୀଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ। ଦିଲୀପର ଅଭିଯୋଗ ଥିଲା ଯେ ଏହି ସ୍ଥାନରୁ ତାଙ୍କ ଜୀବନ ଏକ ଦୁଃଖଦ ମୋଡ଼ ନେଇଥିଲା।

Reels
Woman Spot Missing Husband: ଭାଇରାଲ ହେଲା ରିଲ୍ସ, ଧରାପଡିଲା ୭ ବର୍ଷରୁ ନିଖୋଜ ଥିବା ସ୍ବାମୀ

ୟୁପିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଯିଏ ୭ ବର୍ଷ ଧରି ନିଖୋଜ ଥିଲେ, ଅନ୍ୟ ଜଣେ ମହିଳାଙ୍କ ସହିତ ଏକ ଇନଷ୍ଟାଗ୍ରାମ ରିଲ୍ସରେ ପାଇଲେ।

Driving Rules
Safety Drive: ହେଲମେଟ ନଥିଲେ ପେଟ୍ରୋଲ ମନା: ବାଇକ ଆରୋହୀଙ୍କ ପାଇଁ ନୂଆ ନିୟମ

ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ହେଲମେଟ ପିନ୍ଧିବାକୁ ସତର୍କ କରାଇବା ପାଇଁ ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦରେ ସଡକ ସଚେତନତା ଅଭିଯାନ ଚାଲୁଛି।

money rain
Money Rain:ଗଛ ଉପରୁ ଟଙ୍କା ବର୍ଷା ! ଯିଏ ଯେତେ ପାରିଲା ଗୋଟାଇ ନେଲା

ଗଛ ଉପରୁ ପଡିଲା ବିଡା ବିଡା 500 ଟଙ୍କିଆ ନୋଟ୍ । ଯିଏ ଯେତେ ପାରିଲା ଗୋଟାଇ ନେଲା । ଟଙ୍କା ଗୋଟାଇବାକୁ କିଏ ଆଜବେଷ୍ଟ ଉପରେ ଚଢିଗଲାଣି ତ ଆଉ କିଏ ଠେଲାପେଲା ହେଲାଣି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟଙ୍କା ବର୍ଷାର ଭିଡିଓ । ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କୁଆଡୁ ଆସୁଛି ଏ ଟଙ୍କା, ସତରେ କଣ କୋଉଠି ଟଙ୍କା ବର୍ଷା ହେଉଛି ?

Gangster
Gangster Convicted: ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲା ଗ୍ୟାଙ୍ଗଷ୍ଟର, ଭୋଗିବ ଆଜୀବନ କାରାଦଣ୍ଡ

ଏକ ଅଦାଲତ ଗ୍ୟାଙ୍ଗଷ୍ଟର ଅନୁପମ ଦୁବେ ଏବଂ ତା ସାଙ୍ଗ ବାଲକିଶନକୁ ୧୯୯୫ ମସିହାରେ ହୋଇଥିବା ଶମୀମ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁପମ ଦୁବେ ପୂର୍ବରୁ ଅନ୍ୟ ଏକ ହତ୍ୟା ମାମଲାରେ ଜେଲରେ ଅଛି। ତା ବିରୁଦ୍ଧରେ ହତ୍ୟା, ଡକାୟତି ଏବଂ ଜୋରଜବରଦସ୍ତ ଚାନ୍ଦା ଆଦାୟ ଭଳି ଅନେକ ମାମଲା ରୁଜୁ ହୋଇଛି।

Hindu Youth
Police Bust Conversion Racket: ବଡ ରାକେଟର ପର୍ଦ୍ଦାଫାଶ, ୧୩ଟି ରାଜ୍ୟରେ କରୁଥିଲେ ସାଂଘାତିକ କାମ

ଏକ ମଦ୍ରାସାର ମୌଲବୀ ଅବଦୁଲ ମଜିଦ ଓ ତାଙ୍କ ନେତୃତ୍ବରେ ଅନେକ ମୁସଲିମ୍ ବ୍ୟକ୍ତି ମୁସଲିମ୍ ଯୁବତୀମାନଙ୍କୁ ବ୍ୟବହାର କରି ଗରୀବ, ଅବହେଳିତ ଓ ଦିବ୍ୟାଙ୍ଗ ହିନ୍ଦୁ ଯୁବକମାନଙ୍କ ଧର୍ମ ପରିବର୍ତ୍ତନ କରୁଥିଲେ।

Nikki-dowry-death-case-husband-beat-then-burnt-her
ଜାଳିଦେଲା ଯୌତୁକ ଭୂତ, ମାଗୁଥିଲା ୩୬ ଲକ୍ଷ

ଅନ୍ଧ କରିଦେଲା ଯୌତୁକ ଲୋଭ। ଆଖିକୁ କିଛି ଦେଖାଗଲାନି। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ବି ଚାହିଁଲାନି ସ୍ୱାମୀ। ମା’ କଥାରେ ପଡି ପୁଅ ପାଲଟିଗଲା ପିଶାଚ। ଆଉ ନରରାକ୍ଷାସ ପାଲଟିଗଲେ ଶାଶୁ ଘର ଲୋକ। ଯାହାକୁ ଘରର ଲକ୍ଷ୍ମୀ କରି ଆଣିଥିଲେ ତା’ଉପରେ ହିଁ କରିଲେ ଅକଥନୀୟ ଅତ୍ୟାଚାର। ମାଡ଼ ମାରିଲେ, ରକ୍ତ ବୁହାଇଲେ। ପୁଅ ଆଗରେ ମା’ ଉପରେ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜଳିଦେଲା ସ୍ୱାମୀ।

nikki murder
Woman Killed Over Dowry: ସ୍କର୍ପିଓରେ ମନ ବୁଝିଲାନି, ମାଗୁଥିଲେ ୩୬ ଲକ୍ଷ; ମାଡ ମାରିଲେ, ନିଆଁ ଲଗେଇ ଦେଲେ

୨୦୧୬ ମସିହାରେ ସିରସାର ବିପିନଙ୍କୁ ବିବାହ କରିଥିଲେ ନିକ୍କୀ। ନିକ୍କୀଙ୍କ ପରିବାର ବିବାହ ବେଳେ ସ୍କର୍ପିଓ ଏବଂ ଅନେକ ମୂଲ୍ୟବାନ ଜିନିଷ ଦେଇଥିଲେ ମଧ୍ୟ ସେମାନେ ୩୬ ଲକ୍ଷ ଟଙ୍କା ମାଗୁଥିଲେ।

Stray Dog
Dog Attack Student: ଛାତ୍ରୀଙ୍କ ଗାଲ ଦି ଫାଳ କରିଦେଲେ ବୁଲା କୁକୁର, ଗୋଡେଇ ଗୋଡେଇ କାମୁଡିଲେ

ଜଣେ ୨୧ ବର୍ଷୀୟା BBA ଛାତ୍ରୀଙ୍କୁ ବୁଲା କୁକୁରମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ୧୭ ଟି ଷ୍ଟିଚ୍ ପଡ଼ିଥିଲା।

DEADBODY
UP:ହସ୍ପିଟାଲରେ ପ୍ରାଣ ହରାଇଲା ନବଜାତ, ବ୍ୟାଗରେ ମୃତଦେହ ଧରି ଡିଏମ ଅଫିସରେ ପହଞ୍ଚିଲେ ବାପା

ଚର୍ଚ୍ଚାରେ ଥିବା ବିପିନ ଗୁପ୍ତାଙ୍କ କହିବା କଥା ଯେ ସ୍ୱାଭାବିକ ପ୍ରସବ ପାଇଁ ହସ୍ପିଟାଲ ପକ୍ଷରୁ ୧୦ ହଜାର ଓ ସି-ସେକସନ ପ୍ରସବ ପାଇଁ ୧୨ ହଜାର ଟଙ୍କା ଲାଗିବ ବୋଲି କୁହାଯାଇଥିଲା। କିନ୍ତୁ ତାଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବେ ବେଳେ ହସ୍ପିଟାଲ ପକ୍ଷରୁ ଫି’କୁ ବୃଦ୍ଧି କରାଯାଇଥିଲା।

murder
Man Killed: ଝିଅର ଜନ୍ମଦିନ ପାର୍ଟିରେ ବାପାକୁ ହତ୍ୟା, କାରଣ ଜାଣିଲେ ମଥାରେ ହାତ ଦେବେ

ଅଭିଯୋଗ ହୋଇଛି ଯେ ଅୟୁବ ଓ ତାଙ୍କ ସାଙ୍ଗମାନେ ଅବଦୁଲଙ୍କୁ ପିଟିବା ଆରମ୍ଭ କରିଥିଲେ। ସେମାନେ ଲାଠିରେ ଆକ୍ରମଣ କରିଥିଲେ। ଚେୟାରରେ ବି ଆଘାତ କରିଥିଲେ । ରକ୍ତାକ୍ତ ହୋଇ ଅବଦୁଲ ଭୂମିରେ ପଡ଼ି ଯାଇଥିଲେ। ହସ୍ପିଟାଲ ନେବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

murder
Murder: ପ୍ରେମ କଲା ଝିଅ, ହାଣିଦେଲା ବାପା...ସାମିଲ ଥିଲା ସାବତ ମାଆ

ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା । ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍‌ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ । ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ

UP-HONOUR-KILLING
ଝିଅର ମୁଣ୍ଡ ଗଣ୍ଡି ଅଲଗା କଲା ବାପା

ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍‌ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ । ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ ଆସିଛି ଅନର କିଲିଂର ଏ ଛାତିଥରା ଘଟଣା...

Heavy Rain
Heavy Rain: ବର୍ଷାରେ କଲବଲ ଦିଲ୍ଲୀରୁ ହିମାଚଳ, ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି

ପ୍ରବଳ ବର୍ଷାରେ ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହିମାଚଳ ପ୍ରଦେଶରେ ପୋଲ ଭୁଶୁଡି ପଡିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।

gang rape
Specially-abled Woman Gangraped: ନର ରାକ୍ଷାସଙ୍କ କବଳରୁ ବର୍ତ୍ତିବା ପାଇଁ ସଂଘର୍ଷ ପରେ ବି ରକ୍ଷା ପାଇଲେନି ଯୁବତୀ, ସାମନାକୁ ଆସିଲା ହୃଦୟବିଦାରକ ଦୃଶ୍ୟ

ଉତ୍ତରପ୍ରଦେଶର ବଲରାମପୁରରେ ଜଣେ ମୂକ-ବଧିର ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡିତାଙ୍କୁ ଅଚେତ୍ ଅବସ୍ଥାରେ ଏକ ବୁଦା ମୂଳରୁ ଉଦ୍ଧାର କରାଯାଇଛି। ସିସିଟିଭି ଫୁଟେଜରେ ନିଜକୁ ବଞ୍ଚାଇବା ପାଇଁ ଜୀବନ ବିକଳରେ ଦୌଡୁଥିବାର ଦୃଶ୍ୟ ରେକର୍ଡ ହୋଇଛି।

Thief Slept
Thief Slept: ନିଶା ଖାଇ ଚୋର ଘରେ ପଶିଲା, ନରମ ଗଦି ଦେଖି ଶୋଇପଡିଲା...ତାପରେ ଯାହା ଘଟିଲା

ଅରୁଣ ବିନୋଦଙ୍କ ପଡ଼ୋଶୀ । ସେ ଚୁପଚାପ ଆଲମାରୀର ତାଲା ଭାଙ୍ଗି ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ନେଇ ନିଜ ପକେଟରେ ରଖିଥିଲେ । ପୁଲିସ କହିଛି ଯେ ଅରୁଣ ନିଶାରେ ଥିଲା, ଯେଉଁଥିପାଇଁ ସେ ନରମ ଗଦି ଦେଖି ଶୋଇ ପଡ଼ିଲା।

Viral Video
Viral Video: ଖାଇବା ବିଲ ଅଧିକ ଆସିଥିଲା, ଦେବାକୁ ପଡ଼ିବ ବୋଲି ହଙ୍ଗାମା କଲେ...କହିଲେ ଧର୍ମ ଭ୍ରଷ୍ଟ କରୁଛନ୍ତି

ରେଷ୍ଟୁରାଣ୍ଟ ମାଲିକ ପୁଲିସକୁ ଡାକିଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ରେଷ୍ଟୁରାଣ୍ଟରେ ଲାଗିଥିବା CCTV କ୍ୟାମେରା ଯାଞ୍ଚ କରିଥିଲେ, ଯେଉଁଥିରେ ଯୁବକମାନଙ୍କର କାରନାମା ସାମ୍ନାକୁ ଆସିଥିଲା ଏବଂ ସେମାନଙ୍କୁ ଧକ୍କା ମାରି ରେଷ୍ଟୁରାଣ୍ଟରୁ ବାହାର କରାଯାଇଥିଲା।

Husband killed wife in UP
ସ୍ତ୍ରୀକୁ ମନ୍ଦିର ବୁଲାଇଲା, ଅଧା ରାସ୍ତାରେ ହାଣିଲା

ସାତ ଜନମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲା। ହୋମ ନିଆଁକୁ ସାକ୍ଷୀ ରଖି ମଥାରେ ସିନ୍ଦୂର ପିନ୍ଧାଇଥିଲା। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମ ବି ସାତ ଦେଲାନି। ସ୍ୱାମୀ ପାଲଟିଗଲା ପିଶାଚ। ପ୍ରେମିକା କଥାରେ ପଡି ରଚିଲା ଷଡଯନ୍ତ୍ର। ପତ୍ନୀଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରସ୍ତୁତ କଲା ମାଷ୍ଟର ପ୍ଲାନ୍। ଆଉ ବୁଲେଇ ନେବ କହି ଅଧା ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା।

11 Dead
11 Dead: ଦର୍ଶନ ପାଇଁ ବାହାରିଥିଲେ, ମଝି ରାସ୍ତାରେ ଚାଲିଗଲା ଜୀବନ

ବୋଲେରୋରେ ଶ୍ରଦ୍ଧାଳୁମାନେ ଥିଲେ, ଯେଉଁମାନେ ଦର୍ଶନ ପାଇଁ ଏକ ମନ୍ଦିରକୁ ଯାଉଥିଲେ। ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣା ଇଟିୟାଥୋକ ଥାନା ଅଞ୍ଚଳର ରହରା ଗାଁ ନିକଟରେ ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।

Husband Killed Wife
Husband Killed Wife: ଧରାଇଦେଲା କଲ୍ ରେକର୍ଡ, ବିବାହ ପରେ ମନ୍ନତ ସହ ଥିଲା ସଂପର୍କ

କଂଥାରୀ ଗାଁ ନିକଟରେ ଏକ ନିର୍ଜନ ସ୍ଥାନରେ ରାତି ପ୍ରାୟ ୧୨ଟା ୧୫ରେ ଓମ ସରନ ମୋଟରସାଇକେଲ ଅଟକାଇ ଅମରବତୀଙ୍କ ଉପରେ ଲୁହା ଅସ୍ତ୍ର ଦ୍ୱାରା ନିର୍ମମ ଆକ୍ରମଣ କରିଥିଲେ। ଯାହା ଫଳରେ ଅମରବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।