• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Unseasonal Rain

Farmer Problem
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା

RAIN
ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।

Unseasonal Rain Turns Large Tracts Of Vegetable Crops Into Waste In Kendrapara
ବାତ୍ୟା ପଚାଇଦେଲା କଲରା, କୋବି ଓ ଭେଣ୍ଡି

ବାତ୍ୟା ପଚାଇଦେଲା କଲରା, କୋବି ଓ ଭେଣ୍ଡି : ଲୋନ କରି ଚାଷ କରିଥିଲି, ଏବେ ଟଙ୍କା ସୁଝିବି କେମିତି?

Unseasonal Rain Washes Away Paddy Crops
ବାଇଶି ବର୍ଷର ପୁଅ ଯିବାଯାହା ଏ ଧାନଯିବା ତାହା

ଜଓ୍ୱାଦ ବର୍ଷାରେ ଘାଇଲା ଚାଷ । ହଜାର ହଜାର ହେକ୍ଟର ଜମିରେ ଭାସୁଛି ପାଚିଲା ଧାନ । ପାଣି ଭର୍ତ୍ତି କିଆରିରେ ପଚି ସଢ଼ି ଲୋଟୁଛି ପରିବା ଫସଲ । ସବୁଠି ଶୀଘ୍ର କ୍ଷତିପୂରଣ ଅପେକ୍ଷାରେ ଅନ୍ନଦାତା

Cyclone Jawad Impact - Unseasonal Rain Sinks Hopes Of Farmers In Many Parts Of Odisha
ବର୍ଷାର ବିତ୍ପାତ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ

ବାତ୍ୟା ସିନା ଟଳିଗଲା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଦେଇ ଗଲା । ବର୍ଷକର ପରିଶ୍ରମ ବର୍ଷାରେ ଦୋଇଗଲା । ଅତରିକ୍ତ ବର୍ଷାରୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଶୁଣନ୍ତୁ ପରିବାଚାଷୀଙ୍କ ପ୍ରତିକ୍ରିୟା କଣ ରହିଛି

Unseasonal Rain Damages Crops In Odisha
ଖରାରେ ସୁଖୁଛି ଅମଳ ଧାନ

ଜୱାଦ ବାତ୍ୟାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲା ।କପ୍ତିପଦା ଉପଖଣ୍ଡରେ ଅନେକ ଚାଷୀ ପ୍ରଭାବିତ ହୋଇଥିଲେ। ତରବରିଆରେ କାଟିଥିବା ଧାନକୁ ଖରାରେ ସୁଖାଉଛି ଚାଷୀ ।

Unseasonal Rain Menace
ଲଘୁଚାପ ଭସେଇ ଦେଲା..

ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ କ୍ଷେତ.. ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା, ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି

crop damaged due to Unseasonal Rain
ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ

ଦାନା ଛଡ଼ାଇଲା ଲଘୁଚାପ ବର୍ଷାI ଜମିରେ ବତୁରୁଛି ପାଚିଲା ଧାନ, ଗଛରେ ଥାଇ ଗଜା ହେଲାଣି ଧାନ।ସରକାରଙ୍କୁ ଚାଷୀଙ୍କ ନିବେଦନ, ଶୀଘ୍ର କ୍ଷତିପୂରଣ ଦେବାକୁ ସରକାରଙ୍କୁ ଚାଷୀଙ୍କ ନିବେଦନ। ଏଣେ ଉତ୍ତର ଓ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ