• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train

viral video
Viral Video: କୋଟିଏ ଲୋକ ଦେଖିସାରିଲେଣି ଭିଡିଓ, ଛୋଟ ଛୁଆ ନୁହେଁ ସୋସିଆଲ ମିଡିଆ ଷ୍ଟାର....ଆପଣ ବି ହସିବେ

ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରିଛନ୍ତି ଯେ ଦେଖୁ ଦେଖୁ ଏହି ଛୋଟ ପିଲାଟି ସୋସିଆଲ ମିଡିଆର ଷ୍ଟାର ହୋଇଗଲା। ଏହି ଭିଡିଓ ୨୮ ସେକେଣ୍ଡର ଏବଂ ଏହାକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ୧ ମିଲିୟନରୁ ଅଧିକ ଲୋକେ ଏହାକୁ ଲାଇକ୍ କରିଛନ୍ତି।

Runway
Runway: ବିଶ୍ୱର ଏକମାତ୍ର ବିମାନବନ୍ଦର, ରନୱେ ମଝିରେ ଚାଲେ ଟ୍ରେନ୍‌

ଗିସ୍‌ବର୍ନ ହେଉଛି ନ୍ୟୁଜିଲ୍ୟାଣ୍ଡର ଉତ୍ତରୀୟ ଦ୍ୱୀପର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଛୋଟ ସହର। ଏଠାରେ ଥିବା ବିମାନବନ୍ଦର ୧୬୦ ହେକ୍ଟର ଜାଗାରେ ବିସ୍ତୃତ । ଏହି ବିମାନବନ୍ଦରର ମୁଖ୍ୟ ରନୱେ ପାଲ୍‌ମର୍ଷ୍ଟନ ଉପର ଦେଇ ଯାଇଛି ନର୍ଥ-ଗିସ୍‌ବର୍ନ ରେଳଲାଇନ । ଏହି ରେଳଲାଇନ ରନୱେକୁ ପ୍ରାୟ ମଝରୁ ଦୁଇ ଭାଗରେ ବିଭକ୍ତ କରିଛି ।

Railway Rule
Railway Rule:ଯଦି ଭୁଲରେ ବି ଘରକୁ ନେଇଯାଉଛନ୍ତି , ହୋଇପାରେ ଜରିମାନା ସହ ଜେଲଦଣ୍ଡ

ଭାରତୀୟ ରେଳବାଇରେ କମ୍ବଳ, ଚାଦର, ତକିଆ ଆଦି ରେଳବାଇର ସମ୍ପତ୍ତି ବୋଲି ଗଣାଯାଇଥାଏ। ଏହାକୁ ଚୋରି କଲେ ରେଳବାଇ ସମ୍ପତ୍ତି ଆଇନ, ୧୯୬୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।

hydrogen
Hydrogen-powered Train: ନୂଆ ଟେକ୍ନୋଲୋଜି ଆପଣାଇଲା ରେଳବାଇ, ହାଇଡ୍ରୋଜେନରେ ଗଡ଼ିବ ଟ୍ରେନ

ହାଇଡ୍ରୋଜେନ୍ ଟ୍ରେନ ହାଇଡ୍ରୋଜେନ ଫ୍ୟୁଏଲ ସେଲ ଟେକ୍ନୋଲୋଜି ଉପରେ କାମ କରେ । ଯାହା ଶୂନ୍ୟ କାର୍ବନ ନିର୍ଗମନ ସହିତ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରେ। ଏହା ଡିଜେଲ ଓ ବିଦ୍ୟୁତ ଚାଳିତ ଟ୍ରେନଗୁଡିକର ଏକ ସ୍ଥାୟୀ ବିକଳ୍ପ ଭାବେ ବିବେଚିତ ହେଉଛି।

bombay hc
Mumbai Series Blast: ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ପ୍ରସିକ୍ୟୁସନକୁ ହାଇକୋର୍ଟଙ୍କ ଭର୍ତ୍ସନା, ସବୁ ଅଭିଯୁକ୍ତ ଖଲାସ

ଜଣେ ସାକ୍ଷୀ ଅନେକ କ୍ରାଇମ ବ୍ରାଞ୍ଚ ମାମଲାରେ ବିଶେଷକରି ଘାଟକୋପାର ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେଇଥିଲେ । ତେଣୁ ତାଙ୍କ ସାକ୍ଷ୍ୟ ଅବିଶ୍ୱସନୀୟ ମନେ ହେଉଛି । ଅନେକ ସାକ୍ଷୀ ବର୍ଷ ବର୍ଷ ପରେ ହଠାତ୍ ଅଭିଯୁକ୍ତଙ୍କୁ କିପରି ମନେ ପକାଇ ଚିହ୍ନିପାରିଲେ, ତାହା ବୁଝାଇ ପାରିନଥିଲେ। ହାଇକୋର୍ଟ ଏହାକୁ ପ୍ରକ୍ରିୟାଗତ ତ୍ରୁଟି ବା ପ୍ରୋସିଜିଓରାଲ୍ ଲାପ୍ସ ବୋଲି କହିଛନ୍ତି ।

Train-van accident
School van hit by train: ଟ୍ରେନ୍‌ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ

ଟ୍ରେନ୍‌ ସହ ଧକ୍କା ପରେ ୫୦ ମିଟର୍ ଘୋଷାଡି ହୋଇଗଲା ସ୍କୁଲ ଭ୍ୟାନ । ୨ ମୃତ, ୧୦ରୁ ଅଧିକ ଗୁରୁତର । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା ।

Aadhaar Now Mandatory
Aadhaar Now Mandatory: ରେଲୱେରେ ଆଜିଠୁ ବଦଳିଲା ବହୁ ନିୟମ, ବାଧ୍ୟତାମୂଳକ ଆଧାର ଅଥେଣ୍ଟିକେସନ

ବିଭିନ୍ନ ବର୍ଗ ଟ୍ରେନ୍ ରେ ଯାତ୍ରୀ ଭଡ଼ା କିଲୋମିଟର ପିଛା ଅଧ ପଇସାରୁ ୨ ପଇସା ଯାଏଁ ବୃଦ୍ଧି ହୋଇଛି। ତେବେ ଲୋକାଲ ଟ୍ରେନ୍ ରେ ୫୦୦ କିଲୋମିଟର ଯାଏଁ ଭଡ଼ା ଅପରିବର୍ତ୍ତିତ ରହିଛି।

Lives At Risk
Lives At Risk:ରେଳ ଓଭର୍ ବ୍ରିଜ ତଳ ରାସ୍ତା ପାଲଟିଛି ଡେଥ୍ ଜୋନ୍, ଦୈନିକ ବିପଦପୂର୍ଣ୍ଣ ଭାବେ କରୁଛନ୍ତି ଯାତାୟତ

ଦୁର୍ଘଟଣା କଥା ଏଠି କାହାରି ହିସାବ ନାହିଁ। କିଛି କିଛି ଦିନ ଅନ୍ତରାଳରେ ଏଠି ଦୁର୍ଘଟଣାରେ ଚାଲିଯାଉଛି ନୀରିହ ଜୀବନ। ୧୯୮୫ ମସିହାରେ ବାଲେଶ୍ବରରେ ନିର୍ମାଣ ହୋଇଥିଲା ଓଡ଼ିଶାର ସର୍ବପୁରାତନ ଏହି ଉଡନ୍ତା ପୋଲ।

Man Dies
Man Dies : ମୃତ୍ୟୁ ବି ଏମିତି ଆସେ, ସବୁଦିନ ଭଳି ମଇଁଷି ଚରାଉଥିଲେ...ହଠାତ ଟ୍ରେନ୍ ଆସିବାରୁ ଜୋରରେ ଦୌଡ଼ିଥିଲେ

ଟ୍ରେନର ହର୍ଣ୍ଣ ଶୁଣିକି ଗୋପାଳ ମଇଁଷିଙ୍କୁ ଟ୍ରାକରୁ ହଟାଇବାକୁ ଯାଇଥିଲା । କିନ୍ତୁ ସେତେବେଳକୁ ଡେରି ହୋଇଯାଇଥିଲା । ମଇଁଷିଙ୍କୁ ବଞ୍ଚାଇବାକୁ ଯାଇ ଗୋପାଳ ଯାଦବ ଟ୍ରେନ୍ ସାମନାକୁ ଆସିଯାଇଥିଲେ ।

Indian Railways
Indian Railways: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ବଡ଼ ପଦକ୍ଷେପ ନେଲା ରେଳ ବିଭାଗ...

କମ୍‌ ଦୂରତାର ଯାତ୍ରୀମାନଙ୍କୁ ଆଉ ହେବାକୁ ପଡ଼ିବନି ହଇରାଣ । ରେଳ ବିଭାଗ ୫୦ଟି ନୂଆ ନମୋ ଭାରତ ଏସି ଟ୍ରେନ୍‌ ତିଆରି କରିବ । ୧୦୦ଟି ମେମୁ ଟ୍ରେନ୍‌ ମଧ୍ୟ ଚାଲିବ । କମ୍‌ ଦୂରତା ପାଇଁ ଯାତ୍ରୀମାନଙ୍କୁ ଦୃଷ୍ଟି ରଖି ରେଳ ବିଭାଗ ଏଭଳି ପଦକ୍ଷେପ ନେଇଛି।

Faridabad suicide
Faridabad suicide: ସ୍ତ୍ରୀକୁ ସଂଦେହ କରି ୪ ଛୁଆଙ୍କୁ ହତ୍ୟା, ସ୍ବାମୀର ଆତ୍ମହତ୍ୟା

୪ ଛୁଆଙ୍କ ସହ ଟ୍ରେନ୍ ଆଗକୁ ଡେଇଁଲା ବାପା । ଘଟଣା ଘଟିଛି ଫରିଦାବାଦରେ । ସ୍ତ୍ରୀର ଆଉ କାହା ସହ ସଂପର୍କ ଥିବା ସଂଦେହ କରି ଏଭଳି ଅଭାବନୀୟ କାଣ୍ଡ ଘଟାଇଛି ବାପା । ପୋଲିସ ଘଟଣାର ତଦନ୍ତ କରୁଛି

Railways
Railways Suspends Night Operations: ବଡ଼ ନିଷ୍ପତ୍ତି, ରାତିରେ ଏସବୁ ସ୍ଥାନରେ ଗଡ଼ିବନି ଟ୍ରେନ

ପାକିସ୍ତାନ ପକ୍ଷରୁ ଜନବସତି ଉପରକୁ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ବଡ଼ ନିଷ୍ପତ୍ତି ନେଇଛି । ରାତିରେ ଜମ୍ମୁ ଓ ପଞ୍ଜାବର ବର୍ଡର ଅଞ୍ଚଳରେ ଚଳାଚଳ କରିବନି ଟ୍ରେନ ।

Jual Oram Missing
Jual Oram Missing: ଟ୍ରେନରୁ କେମିତି ଉଭାନ୍‌ ହୋଇଗଲେ ଜୁଏଲ ଓରାମ ?

ଦିଲ୍ଲୀରୁ ଗୋଡ଼ୱାନା ଏକ୍ସପ୍ରେସରେ ଚଢ଼ି ଜବଲପୁର ଯାଉଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଟ୍ରେନରେ ବସିଥିଲେ ହେଲେ ହଠାତ୍ କୁଆଡେ ଉଭାନ୍‌ ହୋଇଗଲେ । ୩ ଘଣ୍ଟା ଖୋଜାଖୋଜି ପରେ ୧୬୨ କିଲୋମିଟର ଦୂରରେ ଖଣ୍ଡିଆ ଖାବରା ଅବସ୍ଥାରେ ମିଳିଲେ ।

ଚଳନ୍ତା ଟ୍ରେନ୍‌ରୁ ବାହାରିବ ଟଙ୍କା
ATM Facility Inside Trains: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଚଳନ୍ତା ଟ୍ରେନ୍‌ରୁ ବାହାରିବ ଟଙ୍କା

ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଯାଉଥିବା ଏଇ ଟ୍ରେନରେ ଏସି ବଗିରେ ଲାଗିଛି ଏଟିଏମ। ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇଛି।

train
ATM Services on Indian Trains: ଭାରତୀୟ ରେଳବାଇର ନୂଆ ବ୍ୟବସ୍ଥା, ଟ୍ରେନ ଭିତରେ ମିଳିବ ଏଟିଏମ ସେବା

ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ସୁବିଧା ଲଞ୍ଚ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ଟ୍ରେନ ମଧ୍ୟରେ ଏଟିଏମ ସେବା ଲଞ୍ଚ କରାଯାଇଛି। ମୁମ୍ବାଇରୁ ନାସିକ ମଧ୍ୟରେ ଯାତ୍ରା କରୁଥିବା ପଞ୍ଚବଟୀ ଏକ୍ସପ୍ରେସରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପ୍ରଥମ ଥର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କୁହାଯାଇଛି।

Train
Falaknuma Express Train Incident: ଫାଲକନାମା ଏକ୍ସପ୍ରେସ ଟ୍ରେନ ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଘଟିଲା ଏମିତି, ଭୟଭୀତ ହୋଇଗଲେ ଯାତ୍ରୀ

ଦୁଇଟି ବଗି ସେଠାରେ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଆଗକୁ ଚାଲିଯାଇଥିଲା । ସେହି ବଗି ଓ ପାଖ ବଗିରେ ଥିବା ଯାତ୍ରୀମାନେ କେହି କିଛି ବୁଝିପାରିନଥିଲେ । ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହେବା ପରେ କିଛି ବାଟ ରେଳଧାରଣାରେ ଆଗକୁ ଯାଇ ଅଟକିଯାଇଥିଲା । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

Kamakhya Express Derailment
Kamakhya Express Derailment: କାହିଁକି ଡିରେଲ୍ ହେଲା କାମାକ୍ଷା ଏକ୍ସପ୍ରେସ୍ ? ଆରମ୍ଭ ହେଲା କାରଣ ଖୋଜା...

ବେଙ୍ଗଲୁରୁରୁ ଗୌହାଟି ଯାଉଥିବା ଏହି ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହେବାରୁ ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି 3 ଜଣ ଆହତ ହୋଇ କଟକ SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି। 

Kamakhya Express Train Derailment
Kamakhya Express Train Derailment: ଜୀବନ ନେଲା କାମାକ୍ଷା ଏକ୍ସପ୍ରେସ୍; କେବେ ଚେତିବ ରେଲୱେ ? 

ସବୁ କିଛି ଠିକ୍‌ଠାକ୍‌ ଥିଲା । ସବୁ କିଛି ସଠିକ୍‌ ଅନୁସାରେ ଚାଲୁଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି । 

Special Train
Kamakhya Express Derail: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀ

ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳ ନିକଟ ଚୌଦ୍ୱାର ମଙ୍ଗୁଳିକୁ ଯାଇଛି । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଏହି ଟ୍ରେନ୍ । ସମସ୍ତ ଯାତ୍ରୀଙ୍କୁ ନେଇ ଟ୍ରେନଟି କାମାକ୍ଷା ଅଭିମୁଖେ ଯାତ୍ରା କରିବ ।

Helpline Number
Kamakhya Express Derails: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ ।  - କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮

ଟ୍ରେନ୍ ହାଇଜାକ୍
Train Hijack: ୨୦୦ ବର୍ଷର ଇତିହାସରେ କେତେ ଥର ହୋଇଛି ଟ୍ରେନ ଅପହରଣ ? ଜାଫର ଏକ୍ସପ୍ରେସ ହାଇଜାକ କାହିଁକି ଐତିହାସିକ ?

ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।

train
Train Hijacked in Pakistan: ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ୪୦୦ ଯାତ୍ରୀ ପଣବନ୍ଦୀ

ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ସମ୍ପୂର୍ଣ୍ଣ ଟ୍ରେନକୁ ନିୟନ୍ତ୍ରଣରେ ରଖିଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି। ସେହିପରି ଟ୍ରେନକୁ ନିୟନ୍ତ୍ରଣକୁ ନେବା ବେଳେ ପାକିସ୍ତାନର ୬ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ। ବିଏଲଏ ପକ୍ଷରୁ କୁହାଯାଇଛି କି ଏହି ଘଟଣାରେ ବିଏଲଏ ମଜିଦ ବିଗ୍ରେଡ ଫତେହ ଓ ଏସଟିଓସ ଅନ୍ତର୍ଭୁକ୍ତ ଥିଲେ।

train
Train Vandalised: ଟ୍ରେନରେ ଜାଗା ମିଳୁନି, ବିହାରରେ ଆଉ ଏକ ମହାକୁମ୍ଭ ଟ୍ରେନକୁ ଭାଙ୍ଗିଲେ

ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏଭଳି ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।

suspended
ବସ୍ତିକୁ ମାଲବାହୀ ଟ୍ରେନ ମାଡ଼ିଯିବା ଘଟଣା: ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ

ରେଲବାଇ ଜିଏମ୍ ଅନୀଲ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ତଦନ୍ତ। ତେବେ ରାସ୍ତା ଉପରୁ ବଗି ହଟିଥିଲେ ସୁଦ୍ଧା, କାରଣ ଏବେବି ଅସ୍ପଷ୍ଟ ରହିଛି।

train
Train Vandalised: କୁମ୍ଭ ମେଳା ପାଇଁ ଅସମ୍ଭାଳ ଭିଡ, ଟ୍ରେନ ଉପରକୁ ଟେକା ମାଡ଼ କଲେ ଯାତ୍ରୀ

୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି।