• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tej Pratap Yadav

Tej Pratap's Post
Tej Pratap's Heartfelt Note : ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

RJDରୁ ବହିଷ୍କାର ହେବା ପରେ ତେଜପ୍ରତାପ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି । ପିତାମାତାଙ୍କ ଉଦ୍ଦେଶ୍ୟରେ ଇମୋସନାଲ ନୋଟ୍ ଲେଖିଛନ୍ତି । ଭାଇ ତେଜସ୍ୱୀଙ୍କୁ ଅର୍ଜୁନ ବୋଲି କହିଛନ୍ତି । ଏସବୁ ସ୍ଥିତି ପାଇଁ 'ଜୟଚନ୍ଦ'କୁ ଦାୟୀ କରିଛନ୍ତି । ତେବେ କିଏ ଏହି 'ଜୟଚନ୍ଦ'?

Lalu Prasad Expels Son Tej Pratap from RJD over Indiscipline
ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ପ୍ରସାଦ

ବଡ଼ ପୁଅ ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ପ୍ରସାଦ ଯାଦବ। ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କଲେ ଓ ପରିବାରରୁ ବିଦା ନେଇ ବି ‘ଏକ୍ସ’ରେ ସୂଚନା ଦେଲେ RJD ସୁପ୍ରିମୋ।

Lalu Yadav's Action On Tej Pratap
Tej Pratap Expelled: ବଡ଼ ପୁଅ ଉପରେ ଲାଲୁଙ୍କ ବଡ଼ ଆକ୍ସନ, RJD ସହ ପରିବାରରୁ ବିଦା ହେଲେ ତେଜପ୍ରତାପ

ବଡ଼ ପୁଅ ଉପରେ ବଡ଼ ଆକ୍ସନ ନେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ୬ ବର୍ଷ ପାଇଁ ଦଳରୁ କଲେ ବହିଷ୍କୃତ । ପରିବାର ସହ ମଧ୍ୟ ରହିବ ନାହିଁ ତେଜପ୍ରତାପଙ୍କ ସଂପର୍କ । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ପୁଅର ଦାୟିତ୍ୱହୀନତା କଥା ଦର୍ଶାଇଲେ ।

Tej Pratap Yadav Controversy
ତେଜ ପ୍ରତାପଙ୍କ ତେଜ୍, ଖାକି ବର୍ଦ୍ଦିରେ ଥିବା ଅଙ୍ଗରକ୍ଷୀଙ୍କୁ ନଚାଇଲେ

ରାଉଡି ରାଠୋର୍ ଫିଲ୍ମରେ ମୁନ୍ନା । ଆଉ ଏଠି ତେଜ ପ୍ରତାପ। ହୋଲି ସେଲିବ୍ରେସନ ବେଳେ ମୁନ୍ନା ଭଳି ପାଗଳାମୀ ଦେଖାଇଛନ୍ତି ତେଜ ପ୍ରତାପ ଯାଦବ । ସମାନ ଷ୍ଟାଇଲରେ ଖାକି ବର୍ଦ୍ଦିରେ ଥିବା ନିଜର ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକଙ୍କୁ ନାଚିବାକୁ କହିଥିଲେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ । ଯାହାକୁ ନେଇ ବିହାର ରାଜନୀତି ଉଠୁଛି ପଡୁଛି ! ଭଲ କରି ଆଉ ଥରେ ଦେଖନ୍ତୁ, ହୋଲି ଦିନର ସେହି ଭିଡ଼ିଓକୁ…

tej pratap
ତେଜ୍ ପ୍ରତାପ ଓ ଐଶ୍ୱର୍ଯ୍ୟା ରାୟଙ୍କ ବାହାଘର ପୂର୍ବରୁ ଖୁବ୍ ଜମିଲା ମେହେନ୍ଦି ରସମ୍‌

ପାଟନା: ବଲିଉଡ଼ରେ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା।   ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ ବାହାହେବେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ। ବୁଧବାର ରାତିରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କର ମେହେନ୍ଦି ରସମ୍‌ ସରିଯାଇଛି। ମେହେନ୍ଦି ରସମ୍‌ରେ […]

Tej Pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]

tej pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ

ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା […]