• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suicide Attempt

Suicide
ଆତ୍ମାହୁତି ନୁହେଁ ସମାଧାନର ବାଟ

ମଣିଷ ଜୀବନ ଦୁର୍ଲଭ ଜୀବନ। ଜୀବନରେ ଦୁଃଖ ଅଛି, ସୁଖ ଅଛି, ସଂଘର୍ଷ ଅଛି, ସମସ୍ୟା ବି ଅଛି। ଦେଖାଯାଏ ବିଭିନ୍ନ ସମୟରେ ଅନେକ ଲୋକ ଘଟଣା ସହିତ ନିଜକୁ ଖାପ ଖୁଆଇ ପାରନ୍ତିନି। ଅନେକ ସମୟରେ ସଂଘର୍ଷ କରିବା ପରିବର୍ତ୍ତେ ଆତ୍ମହତ୍ୟାକୁ ବାଛିନେଉଛନ୍ତି ।

chatgpt
Chatgpt:ଆପଣଙ୍କ ପିଲା ChatGPT ବ୍ୟବହାର କରୁଛି କି ? ରୁହନ୍ତୁ ସତର୍କ ...ପଢ଼ନ୍ତୁ ଏହି ଖବର

ପିଲାମାନଙ୍କ ପାଇଁ ବିପଦ ସାଜିଛି AI ପ୍ଲାଟଫର୍ମ। ଦେଉଛି ଆତ୍ମହତ୍ୟାର ଟିପ୍ସ। AI ର ଲୋକପ୍ରିୟ ପ୍ଲାଟଫର୍ମ ChatGPT ଏବେ ଏମିତି ଏକ ବିବାଦ ଘେରକୁ ଆସିଛି।

72 Student Suicides
72 Student Suicides:କିଶୋରରୁ ବୟସ୍କ, ସାମାନ୍ୟ ଘଟଣାରେ କାହିଁକି ଆତ୍ମହତ୍ୟା ? ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟ

କିଶୋରରୁ ବୟସ୍କ । ସାମାନ୍ୟ ଘଟଣାରେ କାହିଁକି କରୁଛନ୍ତି ଆତ୍ମହତ୍ୟା ? ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟକୁ ନେଇ ଉଦବେଗ । ମାନସିକ ଚାପ, ମାନସିକ ସମସ୍ୟା ଏବଂ ଅପରିପକ୍ବତା ଏହା ପଛର କାରଣ ବୋଲି ବିଶେଷଜ୍ଞ କହିଥିବା ବେଳେ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ନିଜ ମନକଥା ଖୋଲାଖୋଲି ବାଣ୍ଟି ପାରିଲେ ଦୁଃଖ ଓ ଚାପ ଲାଘବ ହୋଇପାରିବ ବୋଲି ପରାମର୍ଶ ଦେଇଛନ୍ତି । ଏଣେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣେ ବୟବୃଦ୍ଧଙ୍କ ମୁହଁରେ ଆତ୍ମହତ୍ୟା ଶବ୍ଦ ଶୁଣି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Girl Burnt
Minor Girl Burnt: ପେଟ୍ରୋଲ୍ ଢାଳି ନାବାଳିକାର ଆତ୍ମାହୁତି ଉଦ୍ୟମ

ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଜଣେ ନାବାଳିକା ପୋଡି ହୋଇଯିବା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି।

mumbai
Mumbai:ହସପିଟାଲର ଚତୁର୍ଥ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ମାଆଙ୍କ ଯୋଗୁଁ ଥିଲେ ଚାପରେ

ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗକୁ ଘଟଣାସ୍ଥଳକୁ ଡକାଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ରୋହିତ ଡେଇଁ ପଡ଼ିଥିଲେ। ଘଟଣା ବିଷୟରେ ଜାଣିଥିବା ମିଳିନ୍ଦ ଦିଓ୍ଵାଡ଼କର ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମକର୍ମୀମାନେ ସମୟ ଭିତରେ ଯଥେଷ୍ଟ ଚେଷ୍ଟା କରିନଥିଲେ ଏବଂ ଦର୍ଶକ ହୋଇ ଦେଖିଥିଲେ ।

Elephant Attack
ସ୍ବାମୀକୁ ଦଳିଲା ହାତୀ, ବିଷ ପିଇଦେଲା ପତ୍ନୀ

ସ୍ବାମୀର ଫେରିବା ବାଟକୁ ଅନାଇ ରହିଥିଲା ସ୍ତ୍ରୀ। ହେଲେ ସ୍ବାମୀ ଫେରିଲାନି। ଆସିଲା ସ୍ବାମୀର ମୃତ୍ୟୁ ଖବର। ହାତୀ ଦଳିଦେଇ ନେଲା ସ୍ବାମୀଙ୍କ ଜୀବନ । ଏଖବର ଶୁଣି ସ୍ତ୍ରୀ ନେଲା ଚରମ ନିଷ୍ପତ୍ତି ।

Yuzvendra Chahal
Yuzvendra Chahal: ମୁଁ କାହାକୁ ପ୍ରତାରଣା କରିନାହିଁ, ଆଖି ଆଗରେ ଅନ୍ଧକାର ଛାଇ ଯାଉଥିଲା

ଯେତେବେଳେ ଡିଭୋର୍ସ ବିଷୟରେ ଆଲୋଚନା ହେଲା , ଅନେକ ଲୋକ ତାଙ୍କୁ ପ୍ରତାରକ ବୋଲି କହିଥିଲେ, କିନ୍ତୁ ଏହି କଥା ବିଲକୁଲ ଭୁଲ। ସେ କହିଛନ୍ତି, "ମୁଁ କାହାକୁ ପ୍ରତାରଣା କରିନାହିଁ।

Suicide attempt
Suicide Attempt: ଫଟୋ ଭାଇରାଲ ପରେ ଜୀବନ ହାରିବାକୁ ଉଦ୍ୟମ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଂଚଳରେ ବିଷ ପିଇ ଜଣେ ନର୍ସିଂ ଯୁବତୀ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାଇଘର ଥାନାରେ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସର ତଦନ୍ତ ଜାରି ରହିଛି।

Student Suicide Attempt
Student Suicide Attempt Case: ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲା, FM କଲେଜରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍

FM କଲେଜ ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲାର ଛାନଭିନ । କଲେଜର ତଦନ୍ତ କରିଛି ଉଚ୍ଚସ୍ତରୀୟ କମିଟି । ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ ବି ଆରମ୍ଭ କରିଛନ୍ତି ତଦନ୍ତ । ଘଟଣା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DSP।

FM College
FM କଲେଜ ଅଘଟଣ: ଜୋର ଧରିଲା ରାଜନୀତି, ରାଜଧାନୀରେ କଂଗ୍ରେସ ଓ ବିଜେଡିର ହଲ୍ଲାବୋଲ

FM ଅଘଟଣକୁ ନେଇ ତେଜିଲା ରାଜନୀତି । ବିରୋଧୀ କଲେ ମୁଖ୍ୟ ମୁଦ୍ଦା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଚାଲିଲା ହାଇଡ୍ରାମା । ବିଜେଡି ଛାତ୍ର ଓ ଯୁବ ଶାଖା, FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ହୋହଲ୍ଲା ନାରାବାଜି, ପୋଲିସ ସହ ଧସ୍ତାଧସ୍ତି ।

Suicide
ଶାଶୁ-ଶ୍ୱଶୁର ଗଲା ପରେ ପୁଅ ଭଳି ପାଳି ଥିଲି

ଶାଶୁ-ଶ୍ୱଶୁର ଗଲା ପରେ ପୁଅ ଭଳି ପାଳି ଥିଲି। ଛୋଟରୁ ବଡ଼ କରିଥିଲି। ଟଙ୍କା ପଇସା ସାରି ବାହା କରାଇଥିଲୁ। ହେଲେ ଆଜି ସେହି ସ୍ତ୍ରୀ ହିଁ ତାକୁ ମାରିଦେଲା। ଆମେ ସ୍ୱପ୍ନରେ ବି ଭାବିନଥିଲୁ ଯାହାକୁ ବୋହୂ କରି ଘରକୁ ଆଣିଥିଲୁ ସେ ହିଁ ପିଶାଚୀ ସାଜିବ। ଆଉ ଆମ ଘର ଦୀପକୁ ଲିଭାଇଦେବ। ଦିହରକୁ ଝୁରି ଝୁରି ଭୋ ଭୋ ହୋଇ କାନ୍ଦୁଛନ୍ତି ଭାଉଜ।

Suicide
Suicide In Cuttack: ବିଷ ପିଇ ଶାଶୁ-ବୋହୂ ମୃତ, ସ୍ୱାମୀ ଗୁରୁତର

କଟକ ଜିଲ୍ଲା ବଡ଼ମ୍ବା ବଡ଼ବାରସିଂହ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷ ପିଇ ଶାଶୁ-ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଅବସ୍ଥା ଗୁରୁତର । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Jump
Train Accident at Lingaraj Station: କଲେଜରୁ ଫେରିଲେ; ଟ୍ରେନ ଆଗକୁ ଡେଇଁପଡ଼ିଲେ

ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ ତପନ। ସେ ସିଭିରମଣ କଲେଜରେ ପଢ଼ୁଥିଲେ। ହେଲେ ତପନ ନିଜ ଇନଷ୍ଟ୍ରାଗ୍ରାମରେ କଲେଜର ଅନେକ ଝିଅକୁ ଅଶ୍ଲୀଳ ମେସେଜ ଦେଉଥିଲେ।

Online game
Online Gaming Addiction: ଅନଲାଇନ୍ ଗେମ୍ ନିଶା, ୫ ଲକ୍ଷ ହାରି ନିଜକୁ ଛୁରୀ ଭୁସି ଦେଲେ

ସର୍ବସ୍ୱାନ୍ତ କଲା ରାତାରାତି କୋଟିପତି ହେବାର ନିଶା । ଅନଲାଇନ୍ ଗେମ୍ ଖେଳି ୫ ଲକ୍ଷ ହରାଇବା ପରେ ନିଜକୁ ନିଜେ ଛୁରୀ ଭୁସିଦେଲେ ଯୁବକ ।

Mundali Bridge Highdrama
High Drama At Mundali: ଦେହରେ ଥାଏ ପୋଲିସ ବର୍ଦ୍ଦି, ମହାନଦୀକୁ ଡିଆଁ ମାରିଲେ ଯୁବକ, ତା' ପରେ...

ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଯୁବକଙ୍କ ହାଇଡ୍ରାମା । ବ୍ୟାରେଜ ଗେଟ୍ ଉପରେ ଚଢି ବ୍ୟାୟାମ କରିବା ପରେ ମହାନଦୀକୁ ମାରିଲେ ଡିଆଁ । ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ।

Woman Suicide
Woman Kills Herself For Pet Cat: ୨ଦିନ ବିଲେଇର ମୃତଦେହକୁ ପାଖରେ ରଖି, ତୃତୀୟ ଦିନ ଝୁଲିପଡିଲେ ମହିଳା

ପୂଜାଙ୍କ ମାଆ ବିଲେଇଟିକୁ ପୋତିଦେବାକୁ କହିଥିଲେ । କିନ୍ତୁ, ପୂଜା ଏପରି କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ବିଲେଇଟି ପୁଣି ଜୀବିତ ହୋଇଯିବ । ପୂଜା ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶରୀରକୁ କୁଣ୍ଢାଇ ଧରି ରହିଥିଲେ । ପୂଜାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ଯେତେ ବୁଝେଇଲେ ମଧ୍ୟ ସେ ସେହି ବିଲେଇକୁ ପୋତି ନଥିଲେ ।

manav sharma
Manav Sharma Suicide: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...

ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଥିଲା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଆଲୋଡନ ସୃଷ୍ଟି କରିଥିଲା। ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଥିବା ନେଇ ମାନବ ଅଭିଯୋଗ କରିବା ସହ ଆତ୍ମହତ୍ୟା କରିଥିଲେ।

IT Employee Suicide
IT Manager Suicide: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର

ଆଗ୍ରାରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା ।

suicide
Student Suicide: ସାଙ୍ଗରେ ମୁଁ ଏଥର ଫେଲ୍ ହୋଇଯିବି...ଏମିତି କହି କଲେଜର ୩ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।

Man tries to jump
୧୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଫିଲ୍ମ ଷ୍ଟାଇଲ୍‌ରେ ବଞ୍ଚାଇଲେ ପଡୋଶୀ

୧୪ମହଲାରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନୋଏଡାର ଏକ ସୋସାଇଟିରେ ଜଣଏ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Three of a family Critical after consuming poison
ଟ୍ରେନ୍‌ରେ ବିଷ ପିଇ ଗୋଟିଏ ପରିବାରର ୩ ଗୁରୁତର

ଟ୍ରେନ୍‌ରେ ବିଷ ପିଇଲେ ବାପା ମାଆ ଝିଅ ! କଣାସ ରୋଡ୍ ଷ୍ଟେସନରୁ ଗୁରୁତର ଅବସ୍ଥାରେ ୩ ଉଦ୍ଧାର ।

loco pilot
ଟ୍ରେନ୍‌ ଲାଇନ୍‌ରେ ଜୀବନ ହାରୁଥିଲା କୁନିଝିଅ; ଜୀବନ ବଞ୍ଚାଇ ଲୋକୋ ପାଇଲଟ୍‌ ପାଲଟିଲେ ହିରୋ

ମୋତେ ଛାଡ଼ିଦିଅ...ମୁଁ ମରିବାକୁ ଚାହୁଁଛି । ଏମିତି କହି ଟ୍ରେନ୍‌ ଲାଇନ୍‌ ଆଗରେ ଆତ୍ମହତ୍ୟା କରିବାକୁ ଶୋଇଥିବା ଜଣେ ଝିଅକୁ ଉଦ୍ଧାର କରିଛନ୍ତି ଲୋକୋ ପାଇଲଟ୍‌ ।

Suicide
ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।

Cuttack
ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ବନ୍ଦ ଘରୁ ସମସ୍ତଙ୍କୁ ଉଦ୍ଧାର

ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଛି ।

Woman Jumps off Bridge
ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !

ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି ।