• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Modern-Day Shravan Kumar
ପୁଅ ହେବ ତ ଏମିତି, ଟିକା ଦେବା ପାଇଁ ଘଞ୍ଚ ଜଙ୍ଗଲ ରାସ୍ତାରେ ବାପାକୁ ବୋହିକି ଚାଲିଲା ୬ ଘଂଟାର ରାସ୍ତା…

ପୁଅ ହେବ ତ ଏମିତି। କରୋନା ଟିକା ଦେବାକୁ ବାପାଙ୍କୁ ପିଠିରେ ବୋହି ଚାଲିଲା ୬ଘଂଟାର ରାସ୍ତା। ପାହାଡ଼, ଜଙ୍ଗଲ ଘେରା ରାସ୍ତାରେ ଟିକାଦାନ କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଶଂସା କଲେ ଡାକ୍ତର। ଖୁସିରେ ପୁଅ କହିଲା, ବାପା ପିଲାବେଳେ ମତେ ଲାଉ କରୁଥିଲେ ଏବେ ମୁଁ ତାଙ୍କୁ କରୁଛି…

Parents To Live Under Shed With Goats
ପୁଅ ରହୁଛି କୋଠା ଘରେ…ବାପା-ମାଆ ରହୁଛନ୍ତି ଛେଳି ଗୁହାଳରେ, ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ

କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି, ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...

cat refuses to leave owner’s grave in Serbia 2 months after his funeral heartbreaking viral post
ପ୍ରେମରେ ବନ୍ଧା ଥିଲା ମଣିଷ ଓ ବିଲେଇର ସମ୍ପର୍କ; ବରଫ ପଡ଼ୁଛି, ଶ୍ମଶାନରେ ବିଲେଇ ବସିଛି

ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ପୋଷ୍ଟରେ ଏକ ଫୋଟ ସେୟାର ହୋଇଛି, ଯେଉଁଥିରେ ବିଲେଇ ତାର ମାଲିକର କବରରେ ବସି ତାଙ୍କୁ ଝୁରୁଥିବାର ଦେଖିବାକୁ ମିଳିଛି । ବିଲେଇଟି ପ୍ରାୟ ଦୁଇମାସ ହେବ ଏହିପରି ବସି ରହିଛି ବୋଲି ଜଣାପଡ଼ିଛି ।

america-man-creates-worlds-largest-human-hair-ball-weight-102-kg
ମାନବ କେଶରେ ନିର୍ମିତ ହେଲା ଦୁନିଆର ସବୁଠୁ ବଡ ବଲ ! ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ଜଣେ ବାରିକ ନିଜ ସେଲୁନକୁ ଆସୁଥିବା ଗ୍ରାହକଙ୍କ କେଶ କାଟିବା ପରେ ସେସବୁକୁ ସାଇତି ରଖି ଦୁନିଆର ସବୁଠୁ ବଡ ମାନବ କେଶ ବଲ ତିଆରି କରିଛନ୍ତି ।

saree-that-fits-into-matchbox-made-by-telangana-weaver-showcases-it-in-hyderabad-see-pics
ଇଏ କେମିତିକିଆ ଶାଢୀ ଯେ, ଦିଆସିଲି ଖୋଳରେ ବି ପଶିପାରୁଛି

ଦିଆସିଲି ଖୋଳରେ ରହିପାରୁଛି 5.5 ମିଟର ଶାଢ଼ୀ । ତେଲେଙ୍ଗାନାର ଜଣେ ବୁଣାକାର ନଲ୍ଲା ବିଜୟ ଏହି ନିଆରା ଶାଢ଼ୀକୁ ତିଆରି କରିଛନ୍ତି । ତିଆରି କରିବା ପରେ ସେ ଏହି ଶାଢ଼ୀକୁ ତେଲଙ୍ଗାନା ମନ୍ତ୍ରୀ କୋଟି ରାମା ରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାଶ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢୀ ପ୍ରଦର୍ଶନ କରିଛନ୍ତି ।

Special Story
ଭିକ୍ଷା ମାଗି ଗଢୁଥିଲେ ମନ୍ଦିର, ସ୍ନେହରେ ସମସ୍ତଙ୍କୁ କରିଥିଲେ ନିଜର

ନିଜେ ଭିକ୍ଷା ମାଗି ଚଳୁଥିଲେ । ବଳକା ପଇସା ମନ୍ଦିରକୁ ଦାନ କରୁଥିଲେ । ଲୋକଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ । ନିଜର ସଂପର୍କୀୟ ବୋଲି ପାଖରେ କେହି ନଥିଲେ । ତାଙ୍କ ଘର କେଉଁଠି କେହି ଜାଣନ୍ତି ନାହିଁ । ହେଲେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଲା ପରେ ଶବ ସଂସ୍କାର କଲେ ସ୍ୱେଚ୍ଛାସେବୀ । ଏକାଦଶାହ କ୍ରିୟାକର୍ମ କରି ଅଜାଡି ଦେଲେ ସ୍ନେହ, ପ୍ରେମ ଓ ଅଜସ୍ର ସମ୍ମାନ ।

Kylie Jenner Becomes First Woman in the World to Reach 300 Million Instagram Followers
ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ.. ଗୋଟେ KISS କରି ପାଇଲେ କୋଟି କୋଟି ଟଙ୍କା

ମାତ୍ର ଗୋଟେ କିସ୍ କରି ପାଇଲେ କୋଟି କୋଟି ଟଙ୍କା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ସତ । ହଲିଉଡ୍ ସୁନ୍ଦରୀ କାଇଲି ଜେନ ଏ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାଇଲି ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟ 300 ମିଲିୟନ୍ ଫଲୋର୍ସ ଅଛନ୍ତି ।

 Coolie To IAS Officer
ଦିନେ ରେଲୱେ ଷ୍ଟେସନ୍‌ରେ କୁଲି କାମ କରୁଥିଲେ, ଏବେ କଲେକ୍ଟର ହେବେ?

ଦିନେ ରେଲୱେ ଷ୍ଟେସନ୍‌ରେ କୁଲି କାମ କରୁଥିଲେ...ଏବେ IAS ପାଇବା ପରେ କଲେକ୍ଚଟର ହେବେ...ସେବେ ବଂଚିବା ପାଇଁ ସଂଘର୍ଷ କରୁଥିଲେ, କିନ୍ତୁ ଏବେ ଉଚ୍ଚ ବେତନର ଚାକିରି କରିବେ

 Red Apple Berry
ସରକାରୀ ଚାକିରି କରିଛନ୍ତି କିନ୍ତୁ ନିଜେ ଚାଷ କରି ବାଡ଼ିରେ ଆପେଲ ଫଳାଉଛନ୍ତି...

ସରକାରୀ ଚାକିରି କରିଛନ୍ତି, ବାଡ଼ିରେ ପରିଶ୍ରମ କରି ସେଓ, ନାସପାତି ସହ ଅନେକ ପ୍ରକାର ମିଠା ଫଳ ଫଳାଉଛନ୍ତି। ପାଣି ଦେବାଠୁ ଆରମ୍ଭ କରି ଗଛର ନିଜେ ଯତ୍ନ ନେଉଛନ୍ତି...ଗଛରେ ଫଳିଥିବା ଫଳକୁ ଦେଖିଲେ ଆପଣ ବି ଘଡ଼ିଏ ଛିଡ଼ା ହୋଇ ରହିବେ...ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ଏହି ଫଳ ବଗିଚା...

Divyang Students Of Ravenshaw College Lead Miserable Life, Seek Assistance
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ୍ ନାହିଁ, ବସ୍ତିରେ ରହୁଛନ୍ତି, ଆହାର କେନ୍ଦ୍ରରେ ଖାଉଛନ୍ତି

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।

bamboo bridges
ସାହା ଭରସା ପାଲଟିଛି ଏକମାତ୍ର ବାଉଁଶ ପୋଲ

ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ବଢି ବଢି ଚାଲିଛି । ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Self-Sufficient Blind Man
ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ: ସମାଜରେ ପରିଚୟ ସୃଷ୍ଟି କରିବା ଲାଗି ଅଣ୍ଟା ଭିଡିଛନ୍ତି ଏହି ଦିବ୍ୟାଙ୍ଗ

ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

EPFO Users
ଇପିଏଫ୍‌ ପେନ୍‌ସନ୍‌ଭୋଗୀ ହଜାରେ ନୁହେଁ, ୯ ହଜାର ଟଙ୍କା ପାଇବେ ପେନ୍‌ସନ୍‌

ଆଉ ମାତ୍ର କେଇଟା ଦିନ ପରେ ଏମିତି ଖୁସି ଖବର ଦେଇ ପାରନ୍ତି ସରକାର। ପେନସନଭୋଗୀଙ୍କ ପେନ୍‌ସନ୍‌ ୯ ଗୁଣ ବଢିବାର ରହିଛି। ଏବେ ସର୍ବନିମ୍ନ ମାସିକ ପେନସନ୍ ୧ ହଜାର ଟଙ୍କା ଥିବାବେଳେ ଆଗକୁ ଏହା ୯ ହଜାର ଟଙ୍କା ହେବାକୁ ଯାଉଛି।

indian book of record
ଦୁଇ ହାତରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ମୁସକାନ

ଦୁଇ ହାତରେ ସମାନ ସ୍ପିଡ୍‌ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍‌ ଗୋଲ ଗୋଲ ରହିଛି।

special report
ମଣିଷ ଉପରୁ ବିଶ୍ୱାସ ତୁଟୁଛି, ଶିକାରୀ ଭୟରେ ଆସୁନାହାନ୍ତି କାଜଚକୁଆ

ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ

bat
ପରିବେଶ ସନ୍ତୁଳନରେ ବାଦୁଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ! ଲୁପ୍ତପ୍ରାୟ ପକ୍ଷୀର ସୁରକ୍ଷା ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ

ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।

pratap jena
ରାଜନୀତିରେ ଉଚ୍ଚତା ବଢ଼ିଲା,ପଲିଟିକାଲ୍ ଷ୍ଟାଟସ୍ ବଦଳିଗଲା ! ହେଲେ ଏବେ ବି ଚାଳଘରେ ରହୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।

4 sister
ଚର୍ଚ୍ଚାରେ ୪ ଶିକ୍ଷିତ ଭଉଣୀ, ପରିବାର ପାଇଁ ଖୋଲିଲେ ଫାଷ୍ଟଫୁଡ ଦୋକାନ

୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।

କୂଳଡ଼ିହା ଜଙ୍ଗଲରେ ରାତି ପରର ଶୀତୁଆ ସକାଳ

ସପ୍ତାହେ ହେବ ଶୀତ ବଢିଥିବାରୁ ସବୁଠି ହାଡ଼ଭଙ୍ଗା ଜାଡ଼। ତେବେ କୂଳଡ଼ିହା ଆଭ୍ୟନ୍ତରୀଣ ଜଙ୍ଗଲରେ ଜାଡ଼ର ମାତ୍ରା ଅଧିକ ରହିଛି। ସକାଳୁ ସକାଳୁ ଘାସ ଉପରେ ଧଳା କାକର ତୁଷାରପାତର ଭ୍ରମ ସୃଷ୍ଟି କରୁଛି। କିଭଳି ଅଛି ଜଙ୍ଗଲ ଭିତରେ ଥଣ୍ଡାର ପରିମାଣ ସେ ନେଇ ଅଧିକ ସୂଚନା ଦେଉଛନ୍ତି ବିଶ୍ୱମ୍ବର ଦାସ.

Two Girls Get Engaged In Nagpur, To Marry Soon
ନିର୍ବନ୍ଧ ସରିଲା,ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ବାନ୍ଧବୀ

ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Pune | Two Girls Get Engaged In Nagpur, To Marry Soon
ସାତ ଜନ୍ମର ସାଥୀ ହେଇଗଲେ ଦୁଇ ବାନ୍ଧବୀ

ଦୁଇ ଜଣ ମହିଳା ଡାକ୍ତର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି...ମହାରାଷ୍ଟ୍ର ନାଗପୁରରେ ନିଆରା ନିର୍ବନ୍ଧ ସରିଲା.. ଗୋଆରେ ଉଭୟ ବିବାହ କରିବେ... ଘର ଲୋକଙ୍କ ବି କୌଣସି ଆପତ୍ତି ନାହିଁ

Cremation
କେହି ଶୁଣିଲେନି ମୁକ ବଧିର ଯୁବକଙ୍କ ନେହୁରା… ମାଲ୍ ବୁହା ଲୋରିରେ ୭ କିମି ଟାଣି ଟାଣି ନେଲେ ମାଆର ଶବ

ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।

Odisha Courier Man
ଭିନ୍ନ ମଣିଷ, ଶ୍ୟାମସୁନ୍ଦର, କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନିଇତି ପ୍ରାୟ ୨୦୦ କିମି ସାଇକେଲ୍ ଛୁଟାନ୍ତି ଶ୍ୟାମସୁନ୍ଦର। ତାଙ୍କ ସାଇକେଲ୍ ଗଡ଼ିଲେ ମୋଟର ଗାଡ଼ି ବି ପଛରେ ପଡ଼ିଯାଏ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ୟାମସୁନ୍ଦର ବିଏ ପାସ୍ କରିଛନ୍ତି। ଇଏ ଏମିତି ଜଣେ ନିଆରା ମଣିଷ ଯିଏ ତାଙ୍କ କଥା ଶୁଣିବ ଆଉ ତାଙ୍କ ଜୀବନଶୈଳୀ ଦେଖିବ ସହଜରେ ବୁଝି ପାରିବନି। କିନ୍ତୁ ତାଙ୍କ ନିଜ ଧାରାରେ ସିଏ ନିଜେ ରାଜା।

Gangster Politician
ଗ୍ୟାଙ୍ଗଷ୍ଚର ବିଧାୟକ : ୨ ଜଣଙ୍କୁ ଜିଅନ୍ତା ପୋଡ଼ିଲେ...ଦୁଇଥର ବିଧାୟକ ଓ ଏମପି ହେଲେ...

ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା...ଦେଖନ୍ତୁ ଏହି ଭିଡ଼ିଓ