• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shravan Kumar

bihar minister
Bihar Minister:ସହାନୁଭୂତି ଦେଖାଇବାକୁ ଯାଇ ହଟହଟା, ମନ୍ତ୍ରୀଙ୍କୁ ଗୋଡ଼ାଇଲେ ଗାଁ ଲୋକ...ଭିଡିଓ ଭାଇରାଲ

ଗାଁ ଲୋକମାନେ ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ଦାବି କରି ମନ୍ତ୍ରୀ ଆଗରେ ନାରାବାଜୀ କରିଥିଲେ। ତେବେ ମନ୍ତ୍ରୀ ସେମାନଙ୍କ ଦାବି ପରବର୍ତ୍ତୀ ସମୟରେ ବିଚାର କରାଯିବ କହିଥିଲେ। ବାସ୍‌ ଏହା ଶୁଣି ଗାଁ ଲୋକ ଚିହିଁକି ଉଠିଥିଲେ। ଶତାଧିକ ଗାଁ ଲୋକ ହାତରେ ଠେଙ୍ଗା ଓ ପଥର ଧରି ମନ୍ତ୍ରୀଙ୍କୁ ମାଡ଼ ମାରିବାକୁ ଦୌଡ଼ି ଆସିଥିଲେ।

Two Son  Carry 87-Year-Old Mother On Shoulder
ତୋ କୋଳରେ ମୁଁ ଜହ୍ନ ଦେଖୁଥିଲି, ମୋ କାନ୍ଧରେ ତୁ ଫୁଲ ଦେଖିବୁ...

ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।

Returning gold
ଲୋଭ ମୋହ ମାୟା ଠାରୁ ଉର୍ଦ୍ଧ୍ୱରେ ଅଟୋଚାଳକ ଶ୍ରବଣ କୁମାର : ଯାତ୍ରୀଙ୍କୁ ଫେରାଇଦେଲେ ପାଇଥିବା ମୂଲ୍ୟବାନ ସୁନାଗହଣା

ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର ।