ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରାଯାଇଛି । ଏହି ଦମ୍ପତି ୬୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି ।
କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ମୁମ୍ବାଇରେ ବାଷ୍ଟିଅନ୍ ବାନ୍ଦ୍ରା ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଆଡ୍ଡା ଥିଲା। ପାପାରାଜି ମାନେ ତାରକାମାନଙ୍କର ଏକ ଝଲକ୍ ପାଇବା ପାଇଁ ରେଷ୍ଟୁରାଣ୍ଟରେ ଜମା ହେଉଥିଲେ। ନିକଟରେ ଶିଲ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ପୁଣି ଥରେ ବିବାଦରେ ଫସିଛନ୍ତି।
ଏହା ମନକୁ ମଧ୍ୟ ସକ୍ରିୟ ରଖେ। ଯେତେବେଳେ ଆପଣ ଓ୍ଵାର୍କଆଉଟରେ ଗତିବିଧି ଏବଂ ତାଳମେଳ ଉପରେ ଧ୍ୟାନ ଦିଅନ୍ତି, ତେବେ ଆପଣଙ୍କର ମନ ମଧ୍ୟ ସକ୍ରିୟ ରହେ। ଏହାଦ୍ଵାରା ଆପଣଙ୍କର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ବଢ଼େ, ଏବଂ ଆପଣ ଅନ୍ୟାନ୍ୟ କାମରେ ମଧ୍ୟ ଅଧିକ ଧ୍ୟାନ ଦେଇପାରନ୍ତି।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କର ଲାଟେଷ୍ଟ ଫଟୋସୁଟ୍ରେ ଧଳା ବ୍ରାଲେଟ୍ ଏବଂ ହାଇ ୱେଷ୍ଟ୍ ସ୍କର୍ଟ ପିନ୍ଧି ବହୁତ ଚମତ୍କାର ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚମତ୍କାର ପୋଷାକ ଏବଂ ଫ୍ରିଞ୍ଜ୍ ଡିଟେଲିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଶିଳ୍ପା ଶେଟ୍ଟୀ ୯୦ ଦଶକରେ ବଲିଉଡ୍ରେ ରାଜ କରୁଥିଲେ। ଏବେ ଯଦିଓ ତାଙ୍କୁ ଫିଲ୍ମରେ କମ୍ ଦେଖାଯାଉଛି, ତଥାପି ସେ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ଏହି ଅଭିନେତ୍ରୀ କେବଳ ଫିଲ୍ମରୁ ରୋଜଗାର କରନ୍ତି ନାହିଁ, ବରଂ ତାଙ୍କର ଅନେକ ଭିନ୍ନ ବ୍ୟବସାୟ ମଧ୍ୟ ଅଛି।
ଶିଳ୍ପା ଶେଟ୍ଟି ୪୯ ବର୍ଷ ବୟସରେ ମଧ୍ୟ ନିଜ ଫିଟନେସ୍ ମାଧ୍ୟମରେ ଲୋକମାନଙ୍କୁ ପାଗଳ କରିବାରେ ମାହିର। ନିକଟରେ, ଅଭିନେତ୍ରୀ ଲାଲ୍ ପ୍ୟାଣ୍ଟ ସୁଟ୍ ପିନ୍ଧି ଆକର୍ଷଣୀୟ ପୋଜ୍ ଦେଇଥିଲେ। ତାଙ୍କର ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। ଦେଖନ୍ତୁ ଏହି ଫଟୋ....
ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇଛନ୍ତି। ଏଥିରୁ ବଲିଉଡ୍ ଦୁନିଆ ମଧ୍ୟ ବାଦ ପଡିନି। ଅନେକ ବଲିଉଡ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବ୍ୟବସାୟରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଏପରି କିଛି ସୁନ୍ଦରୀଙ୍କ ବିଷୟରେ ଜାଣିବା।
ଭିଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା । ଶିଳ୍ପାଙ୍କ ସହ ଭିିଡିଓରେ ଥିବା ସେବାୟତଙ୍କୁ ନୋଟିସ୍ ।
ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜିକିଶୋର ମହାପାତ୍ରଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ଯେତେବେଳେ ରେଖା ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ପୁରସ୍କାର ଶୋ’ରୁ ଆସିଥିବା ଜଣାପଡିଛି।
ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍କୁ ଅପେକ୍ଷା କରିଥିଲେ। ଏବେ ଏହାର ଅନ୍ତ ହେଇଛି।
‘ଗଦର ୨’ ବଡ ପରଦାରେ ହଇଚଇ ଖେଳେଇ ଦେଇଛି ଆଉ ଏହା ଭିତରେ ୬୭୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ‘ଗଦର ୨’ ର ସଫଳତା ପରେ ଅନ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ପୁରୁଣା ଚଳଚ୍ଚିତ୍ରର ସିକ୍ୱେଲ ତିଆରି କରିବାକୁ ଅଣ୍ଟା ଭିଡିଲେଣି।
ବଲିଉଡ୍ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।
ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।
ପୁରୀକୁ ବହୁ ଦିନ ତଳେ ଆସିଥିଲି। ଆଜି କିନ୍ତୁ ସମୟ ଅଭାବରୁ ଯାଇପାରୁନି। କିନ୍ତୁ ଲିଙ୍ଗରାଜ ମନ୍ଦିର ଯିବି ବୋଲି କହିଲେ ଶିଳ୍ପା
ଅକ୍ଷୟ କୁମାରଙ୍କ 'ପ୍ଲେୟାର ବୟ' ଇମେଜ୍ର ପୋଲ୍ ଖୋଲିଥିଲେ ଶିଳ୍ପା ଶେଟ୍ଟୀ। ଅକ୍ଷୟ ୯୦ ଦଶକର ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ବିବାହ ପ୍ରତିଶ୍ରୁତି ଦେଉଥିଲେ। ହେଲେ…
ଭ୍ୟାନିଟି ଭ୍ୟାନ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।
ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।
ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।
ବଲିଉଡ୍ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ୍ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।
ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍ ଏପିସୋଡ୍ ‘ଦେଶ କୀ ଫର୍ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର ପ୍ରୋମୋ ମଧ୍ୟ ନିର୍ମାତା ଏହାର ଅଫିସିଆଲ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।
ସାକ୍ଷାତକାରରେ ଶର୍ଲିନ ଚୋପ୍ରା ରାଜ୍ କୁନ୍ଦ୍ରାଙ୍କୁ ନେଇ ଅନେକ କିଛି ଖୁଲାସା କରିଛନ୍ତି। ଶିଳ୍ପାଙ୍କୁ ତାଙ୍କ ଭିଡିଓ ଓ ଫଟୋ ଭଲ ଲାଗେ ବୋଲି କହି ରାଜ୍ କୁନ୍ଦ୍ରରା ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଶର୍ଲିନ କହିଛନ୍ତି।
ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି।