• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Scb Medical

 SCB Cuttack
ସିନ୍ଦୁର ପୋଛି ସ୍ତ୍ରୀ ବୋହୁଛି ସ୍ବାମୀ ଶବ

ମଥାରୁ ସିନ୍ଦୁର ଲିଭିସାରିଛି। ସ୍ୱାମୀ ଶବ ହୋଇ ପଡ଼ିରହିଛନ୍ତି। ଆଉ କୋଳରେ କାନ୍ଦୁଛି ମାସକର କୁନି ଝିଅ। ଚିକିତ୍ସା ପାଇଁ ଆସିଥିବା ସ୍ୱାମୀଙ୍କ ଅକାଳ ମୃତ୍ୟୁ ଘଟିବା ପରେ ତାଙ୍କ ଶବ ସତ୍କାର ପାଇଁ ସମ୍ୱଳ ଅଭବାରୁ ଅସହାୟ ପାଲଟି ଯାଇଛି ସ୍ତ୍ରୀ ।

SCB
SCB କଲା କମାଲ୍‌

ଏ ନିରୀହ କୁନିକୁନି ଆଖି ଯୋଡ଼ାକ ଅନେକ ସ୍ୱପ୍ନ ଦେଖିବା ଆଗରୁ ଭାଗ୍ୟ ଟାଣି ଦେଇଥିଲା ଲକ୍ଷ୍ମଣ ଗାର । ଛଡ଼ାଇ ନେଇଥିଲା ଗଡ଼ । ପାଦରେ ପାଦ ମିଶାଇ ଚାଲିବାକୁ ଅକ୍ଷମ କରାଇଦେଇଥିଲା

From Tragedy to Triumph
From Tragedy to Triumph: ନିଜ ପାଦରେ ଚାଲିଲା କୁନିଝିଅ, କମାଲ୍‌ କଲା SCB ମେଡିକାଲ୍‌‌...

ଆଉ ସେ ଅକ୍ଷମ ନୁହେଁ, ବିଜ୍ଞାନ କରି ନଦେଇଛି ତାକୁ ସକ୍ଷମ । ଦୀର୍ଘ ଅଢେଇ ମାସ ପରେ ସେ ଆଜି ଚାଲୁଛି । ସେ ଆଜି ବୁଲି ପାରୁଛି ।

scb
ଏସସିବିରେ ହନ୍ତସନ୍ତ ରୋଗୀ ଓ ଆଟେଣ୍ଡାଣ୍ଟ

ଏସସିବି ମେଡିକାଲରେ ଅବ୍ୟବସ୍ଥା। ଜେରକ୍ସ କରେଇବା ପାଇଁ ହନ୍ତସନ୍ତ ରୋଗୀ ଓ ଆଟେଣ୍ଡାଣ୍ଟ।

Orissa High Court
High Court: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୦ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରସୂତି । ପରଦିନ ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପରିବାର ଲୋକ ନବଜାତର ଫଟୋ ବି ଉଠାଇଥିଲେ ।

କ୍ୟାନସର ଭଉଣୀକୁ ବଞ୍ଚାଇଲା ଭଉଣୀ
କ୍ୟାନସର ପୀଡ଼ିତ ଭଉଣୀକୁ ବଞ୍ଚାଇଲା ଭଉଣୀ

ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

କ୍ୟାନସର ଭଉଣୀକୁ ବଞ୍ଚାଇଲା ଭଉଣୀ
Special Story: ବାଃ ବାଃ କୁନି ଝିଅ, ବଞ୍ଚାଇ ଦେଲା ବଡ଼ ଭଉଣୀ ଜୀବନ

ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

Free Auto Service
Free Auto Service: ରୋଗୀଙ୍କୁ ମାଗଣା ସେବା ଦେଉଛନ୍ତି ଏହି ଅଟୋ ଡ୍ରାଇଭର୍, ସବୁଠି ପ୍ରଶଂସା

ଦିନରୁ ଗୋଟିଏ ଦିନ ସେବା ପୂରା ମାଗଣା । ସକାଳୁ ଅଟୋରେ ତେଲ ଲୋଡ୍ କରି ବାହାରିପଡନ୍ତି । ରୋଗୀଙ୍କୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ନେଇ କଟକ ବଡ଼ ମେଡିକାଲ୍ ଯାଆନ୍ତି । ପୁଣି ବଡ଼ ମେଡିକାଲରୁ ନେଇ ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଅନ୍ତି । ଏଇଥିରେ ସେ ପାଆନ୍ତି ଆନନ୍ଦ ।

SCB Medical College
SCB Medical College: SCBରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର; ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ-ଭିଡିଓ 

ମେଡିକାଲ ଓ୍ବାର୍ଡ ଭିତରେ ରୋଗୀଙ୍କ ଠାରେ ଲାଗୁଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାରରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 

Bone Bank
କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’; ରକ୍ତ ପରି ମାଗଣାରେ ମିଳିବ ଅସ୍ଥି

ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର।

Forester
୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା, ଭୁଲରେ ବାଜିଥିଲା ଟ୍ରାଙ୍କୁଲାଇଜ୍‌ ଇଞ୍ଜେକସନ୍‌

ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

SCB Medical
SCBରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ।

Organ Donation
ମୃତ୍ୟୁ ପରେ ବି ଅମର ହୋଇଗଲେ

ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।

SCB
‘ଅତି ଜରୁରୀ ନଥିଲେ SCB ନଆସିବାକୁ ପରାମର୍ଶ’

ଅତି ଜରୁରୀ ନଥିଲେ SCB ଆସନି । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କ’ଣ ହେବ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି SCB ଅଧୀକ୍ଷକ । 

Doctor Protest
ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।

SCB doctor 'rapes' 2 patients
ସତ ହେଲେ ସାଙ୍ଘାତିକ; SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

ଦୁଷ୍କର୍ମ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ। ୧୬୧, ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ।

Padma Shri Kamala Pujari no more
ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଜାଣନ୍ତୁ କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା...

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।

 Padmashree Kamala Pujari passed away
ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସେ ସଂରକ୍ଷିତ କରିଥିବା ଧାନ କିସମମଧ୍ୟରେ ରହିଛି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ ପ୍ରଭୃତି।

SCB
ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ଝିମିଟି ଖେଳରୁ ମହାଭାରତ ଭଳି ହାଉସ୍ ସର୍ଜନ ଓ ନର୍ସଙ୍କ କଳିରୁ ଆଜିଠୁ ପ୍ରଭାବିତ ହେଲାଣି କଟକ ବଡ଼ ଡାକ୍ତରଖାନାରେ ରୋଗୀସେବା । ଗୋଟିଏ ପଟେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଆରପଟେ ନର୍ସଙ୍କ ପ୍ରତିବାଦ । ଫଳରେ ଇନ୍ ଡୋରରୁ ଆଉଟଡୋର୍ ଯାଏଁ ରୋଗୀ ଓ ସଂପର୍କୀୟ ନାକେଦମ୍ ହେଲେଣି।

  SCB Medical College & Hospital
SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ହାଉସ ସର୍ଜନ ସଂଘ; ରୋଗୀସେବା ବାଧାପ୍ରାପ୍ତ...

ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ସମାଧାନ ହେଲାନି ବିବାଦ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀସେବା ବାଧାପ୍ରାପ୍ତ।

SCB Medical
ଅଂଶୁଘାତ ୱାର୍ଡରେ କାମ କରୁନି ଏସି, ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

Bonemarrow Transplant
ସଫଳ ହେଲା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ବି ସୁସ୍ଥ ଅଛନ୍ତି ରୋଗୀ

ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Prisoner
କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ ?

କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?

SCB Medical
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? ୬୪ଟି କୋଠାର ନାହିଁ ଫାୟାର ସେଫଟି

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ?

Accident
କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୩ମୃତ

ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।