• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rohit Sharma

Rohit Sharma
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା, ହେଲେ କାହିଁକି ?

ବିରାଟ ଯାଇଛନ୍ତି ଲମ୍ବା ଛୁଟିରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା । ସେପଟେ ଫର୍ମରେ ନାହାନ୍ତି ଅଜିଙ୍କ୍ୟ ରାହାଣେ । ତେବେ କିଏ ଦଳର ଅଧିନାୟକ ? ତାକୁ ନେଇ ଉଠିଛି ପ୍ରଶ୍ନ ।

India Test Cricket Team Captain Against Newzland
ଛୁଟିରେ ଯାଇଛନ୍ତି ବିରାଟ ! ରାହାଣେ ଫର୍ମରେ ନାହାନ୍ତି, ଏବେ ଦ୍ରାବିଡ଼ଙ୍କ ଉପରେ ସମସ୍ତଙ୍କ ନଜର..

ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?

Rohit Sharma
ବିରାଟ ଛାଡ଼ିଲେ, ରୋହିତ ହେଲେ ଭାରତର ନୂଆ ଅଧିନାୟକ

ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ ।

IPL 2021
IPL 2021: ସ୍କାନରରେ ବିରାଟ-ରୋହିତ-ରାହୁଲ ! ଆଗକୁ ଆସୁଛି ଟି-୨୦ ବିଶ୍ୱକପ୍‌

ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

rohit1
ଇଂଲଣ୍ଡ ଗସ୍ତ ପରେ, ବଦଳି ପାରନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରୋହିତ ଶର୍ମାଙ୍କୁ ଟି -୨୦ ଏବଂ ଦିନିକିଆ ଫର୍ମାଟର ଅଧିନାୟକ କରିବା ନେଇ ଚର୍ଚ୍ଚା ଚାଲିଛି । ଯଦିଓ ଏହା ଏପର୍ଯ୍ୟନ୍ତ ହୋଇନାହିଁ । ଏବେ ପୁଣି ଥରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି…

Virat Kohli
ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]

mumbai
କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା

ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ୫୫ ବର୍ଷୀୟ ସ୍କୋରର୍ ଦୀପକ ଯୋଶୀ। ଦୀପକ ଏବେ କରୋନା ୱାରିୟର୍ସ ବା କୋଭିଡ୍ ଯୋଦ୍ଧାର ଭୂମିକା ବହନ […]

rohit sharma
ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ ମ୍ୟାଚ୍‌ରୁ […]