ଶ୍ରେଣୀ, ଜନ୍ମ ତାରିଖ, ରୋଲ ନମ୍ବର, ଫୋନ୍ ନମ୍ବର ଓ ବ୍ଲଡ୍ ଗ୍ରୁପ୍ ଉଲ୍ଲେଖ ରହିବ। କ୍ୟାମ୍ପସ ଭିତରକୁ ଆସିଲେ ଏହା ପିନ୍ଧିବା ବଧ୍ୟତାମୂଳକ କରାଯିବ। ହାଉସ ୟୁନିଫର୍ମ ରଙ୍ଗ ପୂର୍ବ ବର୍ଷ ଭଳି ସମାନ ରହିଛି। ଟ୍ରାକ୍ ପ୍ୟାଣ୍ଟ୍ ନୀଳ ରଙ୍ଗ ଓ ଟି-ସାର୍ଟ ହଳଦୀ, ସବୁଜ, ନାଲି ଓ ନୀଳ ରଙ୍ଗର ରହିଛି।
ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..
ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।
ଆଇସିଏମ୍ର୍ ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ? ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ଅନୁସାରେ, ବୟସ୍କଙ୍କଠାରୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ।