• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

Bihar
Leaders to Rule the Skies: ବିହାରରେ ପ୍ରଚାର ବେଳେ ଏଥର ଉଡ଼ିବ ୩ ଗୁଣ ଅଧିକ ହେଲିକପ୍ଟର, ଆକାଶରେ ଉଡିବେ ନେତା

୨୦୨୫ ବିଧାନସଭା ନିର୍ବାଚନ ସମୟରେ ବିହାର ଷ୍ଟେଟ୍ ହ୍ୟାଙ୍ଗରରୁ ପ୍ରତିଦିନ ପ୍ରାୟ ୨୦ଟି ହେଲିକପ୍ଟର ଉଡ଼ାଣ ଭରିବ। ଏନଡିଏ ଏବଂ ମହାମେଣ୍ଟ ପକ୍ଷରୁ ହେଲିକପ୍ଟରର ଆଗୁଆ ବୁକିଂ କରାଯାଇଛି। ବିଜେପି ଏବଂ ଜେଡିୟୁ ମେଣ୍ଟ ପକ୍ଷରୁ ଏକ ଡଜନରୁ ଅଧିକ ହେଲିକପ୍ଟର ବୁକ୍ କରାଯାଇଛି।

Murder
Bihar Murder: ତେଜସ୍ୱୀ ଯାଦବଙ୍କ ବିରୋଧରେ ଲଢ଼ିଥାଆନ୍ତେ, ଗୁଳି କରି ମାରିଦେଲେ

ବିହାରର ରାଜଧାନୀ ପାଟନାରେ ଜମି ବ୍ୟବସାୟୀ ରାଜକୁମାର ରାୟ ଓରଫ ଆଲା ରାୟଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ସେ ପୂର୍ବରୁ ଆରଜେଡି ସହ ଜଡ଼ିତ ଥିଲେ ଏବଂ ଏଥର ରାଘୋପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିଲେ । ସେଠାରେ ବର୍ତ୍ତମାନ ଆରଜେଡି ନେତା ତେଜସ୍ୱୀ ଯାଦବ ବିଧାୟକ ଅଛନ୍ତି।

Satire
Politics In Satire: ସତରେ କଣ ରାଜନୀତିରେ ଏଇଆ ହୁଏ, ବଳଦ ହଡ଼ା ହୁଅନ୍ତି, ମାଲିକ ନୁହଁ !

ଓଡ଼ିଶାରେ କଂଗ୍ରେସ୍, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପ୍ରମୂଖ ରାଜନୈତିକ ଦଳ ଅଛନ୍ତି। ଏହାଛଡ଼ା ବାମପନ୍ଥୀ ଦଳ, ଆପ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ଅଛନ୍ତି। ଯେଉଁଟି ଭଲ ଭାବିବୁ ସେଇଠାରେ ଯୋଗ ଦେଇଦେବୁ। ହେଲେ ଗୋଟିଏ କଥା ସବୁବେଳ ମନେ ରଖିବୁ– ମୋ ଭଳି ଯେଉଁଠି ସୁବିଧାବାଦୀ ଦଳପତି ଥିବେ, ସେଠି ଆଦୌ ଯୋଗ ଦେବୁନାହିଁ। ଯଦି ଯୋଗ ଦେବୁ, ମୋ ଗୁହାଳେ ବନ୍ଧା ହେଇଥିବା ହଡ଼ା ବଳଦମାନଙ୍କ ଭଳି ଦୁଭାର୍ଗ୍ୟର ସାମ୍ନା କରିବୁ।

BJP
BJP Strengthens Grip:ତୃଣମୂଳ ସ୍ତରରୁ ବିଜେଡିକୁ ସଫା କରିଦେବ କି ବିଜେପି ? ୧୪ ମାସରେ ବିଜେପିର ୩୦ ବ୍ଲକ୍ ଦଖଲ

ପଞ୍ଚାୟତ ଏବଂ ବ୍ଲକରେ ସଫା ହୋଇଯିବ କି ବିଜେଡି ? କାହିଁକି ନା ଗୋଟିକ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଏବେ ଦଳ ଛାଡି ବିଜେପିରେ ମିଶୁଛନ୍ତି। ଆଉ କେଉଁଠି ଅନାସ୍ଥା ଆଣି ବ୍ଲକ୍ ଦଖଲ କରୁଛି ବିଜେପି। ସରକାରକୁ ଆସିବାର ୧୪ ମାସରେ ଏମିତି ପ୍ରାୟ ୩୦ ବ୍ଲକ୍ ଦଖଲ କଲାଣି ଶାସକ ଦଳ। ଏମିତି ସ୍ଥିତିରେ କାହିଁକି ବିଜେଡିର ପଞ୍ଚାୟତ ପ୍ରତିନିଧି ଦଳଠାରୁ ମୁହଁ ଫେରାଉଛନ୍ତି ତାକୁ ନେଇ ବଢିଛି ଚର୍ଚ୍ଚା।...

Cuttack Politics
କଟକରେ ହାଇଡ୍ରାମା ରାଜନୀତି: ସୋଫିଆ-ସୁବାସ ମୁହାଁମୁହିଁ

ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ MLA କହି ତାତ୍ସଲ୍ୟ କଲେ ମେୟର ସୁବାସ ସିଂ । ଏଥିସହ ପ୍ରଶ୍ନ କରିଛନ୍ତି ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ । ସେ ପ୍ରସ୍ତାବ ଦେଇପାରିବେ । କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି ଓ ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି ।

5T Ganesh
Ganesh Puja: 5Tଙ୍କ ଗଣେଶ ପୂଜାରୁ ଗଣତନ୍ତ୍ରର ସୁରକ୍ଷା ପର୍ଯ୍ୟନ୍ତ, ଆଗଧାଡିରେ ଏଇମାନେ...

ଯିଏ ପାଠ ପଢାରେ ଦୁର୍ବଳ ଥିଲା, ଧର୍ କହିଲେ ମାଡ଼ି ବସିଥିଲା, ଗଣେଶ ପୂଜାରେ ଜୋର୍ ଜବରଦସ୍ତ ପୂଜା ସାମଗ୍ରୀ କିଣାକିଣିର ଦାୟିତ୍ବ ନେଇଥିଲା। ପୂଜା ଖର୍ଚ୍ଚର ସଠିକ୍ ହିସାବ ଦେଇ ପାରିନଥିଲା। ଯିଏ ହିସାବ ମାଗୁଥିଲା ତାକୁ ନାଲି ଆଖି ଦେଖାଉଥିବା ପିଲା ଟାହିଆ ଆଜି ବଡ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରି ମଞ୍ଚାସୀନ ଅଛି। ଯିଏ ପରୀକ୍ଷାରେ ମାଧ୍ୟମ ଧରଣର ମାର୍କ ରଖୁଥିଲା, ପୂଜା ବେଳେ କୋଷାଧ୍ୟକ୍ଷ ବା ପରିଚାଳନା ଦାୟିତ୍ୱରେ ଥିଲା, ଗଣେଶ ପୂଜା ଅର୍ଥ ହେରଫେର ମାମଲାରେ ଟାହିଆକୁ ସାହାଯ୍ୟ କରିଥିବା ଟିଟନ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଆଜି ପୁଣି ସେହି ଟାହିଆ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛି ।

Amit Shah slams Opposition
Amit Shah slams Opposition: ଜେଲରୁ ଚାଲିପାରିବନି ସରକାର

ଲୋକସଭାରେ ଆଗତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ୍ । ଗିରଫ ହୋଇ ୩୦ଦିନ ଜେଲରେ ରହିଲେ ବିଲ୍ ରେ ପଦ ଯିବା ବ୍ୟବସ୍ଥା ରହିଛି । ଜେଲରୁ କେବେ ସରକାର ଚାଲିପାରିବ ନାହିଁ । 

new political party
Ex-BJD Veterans Reunite:ବନ୍ଧୁମିଳନ ନାଁରେ ନୂଆ ଫ୍ରଣ୍ଟର ମୂଳଦୁଆ ଚର୍ଚ୍ଚା, ଯାଜପୁରରୁ ଆରମ୍ଭ ହେବ କି ବିକଳ୍ପ ସମୀକରଣ ?

ଏକାଠି ହେଲେ ଏକ୍ସ ବିଜେଡି ଭେଟେରାନ୍ । ବନ୍ଧୁମିଳନ ନାଁରେ ନୂଆ ଫ୍ରଣ୍ଟର ମୂଳଦୁଆ ଚର୍ଚ୍ଚା । ଯାଜପୁରରୁ ଆରମ୍ଭ ହେବ କି ବିକଳ୍ପ ସମୀକରଣ ? ଅମରଙ୍କ ଏରିଆରେ ବନ୍ଧୁମିଳନ ଡାକିଥିଲେ ପ୍ରଭାତ ତ୍ରିପାଠୀ । ଭେଟେରାନ ମେଳିକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

Regional Party
Regional Party: ଓଡ଼ିଶାରେ ଏବେ ଆଞ୍ଚଳିକ ଦଳର ଭବିଷ୍ୟତ କେତେ ଉଜ୍ଜ୍ୱଳ! କାହିଁକି ତଳକୁ ଖସିଗଲା ବିଜେଡି ?

ଯଦି ବିଜେଡ଼ି ଭଳି ଦଳ ବଞ୍ଚି ରହିବାକୁ ଚାହେଁ, ତେବେ ତାହାକୁ ନିଜକୁ ପୁନଃ ଆବିଷ୍କାର କରିବା ପାଇଁ ପଡ଼ିବ । ଏହି ପୁନଃ ଆବିଷ୍କାରର କ’ଣ ଏବଂ ଏହାର ରୂପରେଖ କିପରି? ବିଜେଡ଼ି ଯେଉଁ ଜନ ଆନ୍ଦୋଳନରୁ ଜନ୍ମ ନେଇଥିଲା, ନବୀନ ସେହି ଜନ ଆନ୍ଦୋଳନର ଚରିତ୍ର ଦଳକୁ ଫେରାଇ ଦେଇ ପାରିବେ କି ? ଦଳକୁ ପରିବାରବାଦରେ ଉବୁଟୁବୁ କରିସାରିଥିବା ନବୀନ ପୁଣି ଥରେ ଏହାକୁ ଗଣତାନ୍ତ୍ରିକ ମନ୍ତ୍ରରେ ଦୀକ୍ଷିତ କରିପାରିବେ ତ?

Politics
Politics: ରାଜନୀତିର ଚକ୍ରବ୍ୟୁହରେ ଅଣନିଃଶ୍ୱାସୀ ପ୍ରଶାସନିକ ବ୍ୟବସ୍ଥା, ପିଛା ଛାଡୁନି ଆନ୍ଦୋଳନ

ବଳଙ୍ଗା ଘଟଣାରେ ବିରୋଧୀମାନେ ନାହିଁ ନଥିବା ତମ୍ବିତୋଫାନ କଲେ । ରାଜଧାନୀରୁ ଆରମ୍ଭ କରି ଗ୍ରାମାଞ୍ଚଳର ରାସ୍ତାଘାଟରେ ଆନ୍ଦୋଳନ କରିବା ଦ୍ୱାରା ସରକାର ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡ଼ିଲେ । ସଚିବାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇପଡ଼ିଲା । ବିରୋଧୀମାନଙ୍କ ଦ୍ୱାରା ଗୋଟିଏ ବାର୍ତ୍ତା ଦିଆଗଲା ଯେ ଏହି ଘଟଣାରେ ଜଡ଼ିତ ଥିବା ଅପରାଧୀମାନଙ୍କୁ ସରକାର ଧରିବା ପାଇଁ ଆନ୍ତରିକତା ଦେଖାଉନାହାଁନ୍ତି । କିନ୍ତୁ ତଦନ୍ତରୁ ଜଣାଗଲା ଯେ ଏହି ଘଟଣାରେ କୌଣସି ବ୍ୟକ୍ତି ସମ୍ପୃକ୍ତ ନାହାନ୍ତି ।

ଘୋଷଣା ହୋଇନି ମାରପିଟ୍ ଆରମ୍ଭ
College Elections: ବାଜିନି ବିଗୁଲ, ତେଜିଲାଣି ଛାତ୍ର ରାଜନୀତି

ଆଠ ବର୍ଷ ପରେ ହୋଇପାରେ କଲେଜ ଇଲେକ୍ସନ। ସରକାରଙ୍କଠାରୁ ସଙ୍କେତ ପରେ କ୍ୟାମ୍ପସ ପଲିଟିକ୍ସ ଜୋର୍...

Opposition
Politics: ବ୍ୟାକଫୁଟକୁ ଚାଲିଗଲେ କି ବିରୋଧୀ ଦଳ, ଏହି ଦୁଇ ଯୁବ ନେତାଙ୍କ ପାଇଁ…

ଭକ୍ତଙ୍କ ଆହ୍ୱାନକୁ ବିଜୁ ଜନତା ଦଳ ପ୍ରକାରନ୍ତରେ ପ୍ରତ୍ୟାଖ୍ୟାନ କରିଛି ବୋଲି କୁହାଯାଇପାରେ । ବିଜୁ ଜନତା ଦଳର ପ୍ରତ୍ୟାଖାନ ପ୍ରକ୍ରିୟା ବେଶ୍ ସ୍ୱାଭାବିକ । ବିଧାନସଭାରେ ଅଧିକ ସଂଖ୍ୟକ ସଦସ୍ୟ ଥିବା ଏକ ଦଳ କେବେ ଏକ କମ୍ ସଦସ୍ୟ ଥିବା ଦଳର ଆହ୍ୱାନକୁ ଗ୍ରହଣ କରିବା ଆତ୍ମଘାତୀ ହେବ । ବିଜୁ ଜନତା ଦଳ ନେତାମାନେ ଭଲ ଭାବରେ ଜାଣିଛନ୍ତି ଯେ ସେମାନେ ଏ ନେଇ ନିଜସ୍ୱ ଷ୍ଟ୍ରାଟେଜି ବା କୌଶଳରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇପାରିବେ ।

Poltics in Balanga Casa
ବଳଙ୍ଗା ରାଜନୀତି - ସରକାରଙ୍କୁ ସପ୍ତାହେ ମହଲତ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତେଜିଛି ରାଜନୀତି। ଏହି ଘଟଣାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି।

Suresh Pujari
ମିଶିଯିବେ ବିଜେଡି-କଂଗ୍ରେସ; ବିଧାନସଭାରେ ବିଜେପି ବିରୋଧରେ ଆଣିବେ ଅନାସ୍ଥା ପ୍ରସ୍ତାବ !

‘ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ । ଏଭଳି ଢଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।’

maharastra
Politics: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼, ଶତ୍ରୁତା ଭୁଲି ଉଦ୍ଧବ ଭେଟିଲେ ଫଡନାଭିସଙ୍କୁ

ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମହାୟୁତି ମେଣ୍ଟ ମଧ୍ୟରେ ଅନ୍ତଃକନ୍ଦଳ ବିଶେଷକରି ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀପଦ ବଣ୍ଟନ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇ ଛକାପଞ୍ଝା ଲାଗି ରହିଛି ।

 Odisha Student’s Self-Immolation Attempt Ignites BJD, Congress Protests
FM ଛାତ୍ରୀ ଆତ୍ମାହୂତି ଘଟଣା: ତେଜିଲା ରାଜନୀତି, ଜବାବ ରଖିଲା ବିଜେପି

କଲେଜ୍ କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟ ନପାଇ ଆତ୍ମାହୂତି ଉଦ୍ୟମ କରି ଜୀବନ ସହ ସଂଗ୍ରାମ କରୁଛନ୍ତି ଏଫ ଏମ୍ ଛାତ୍ରୀ। ସେପଟେ ଘଟଣାକୁ ନେଇ ତେଜୁଛି ରାଜନୀତି।

Auto Driver
Auto Driver Attacked:ଏଠି ବି ଉଠିଲାଣି ଅସ୍ମିତା ପ୍ରସଙ୍ଗ, ମାଡ଼ ଖାଇ କ୍ଷମା ମାଗିଲେ ଅଟୋ ଡ୍ରାଇଭର୍

ସେ କହିଥିଲେ, “ମୁଁ ହିନ୍ଦୀ କହୁଛି, ଭୋଜପୁରୀ କହୁଛି, ମରାଠୀ ନୁହେଁ।” ଏହି ବୟାନର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶିବସେନା (UBT) କର୍ମୀମାନେ ତାଙ୍କୁ ଖୋଜି ଖୋଜି ବାହାର କରି ଶନିବାର ଦିନ ବିରାର ରେଳ ଷ୍ଟେସନ ନିକଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ପାଇ ଆକ୍ରମଣ କରିଥିଲେ।

BJP
Mohan-Manmohan Duo: ନୂଆ ମୋଡ଼ରେ ରାଜନୀତି: ମୋହନ ଓ ମନମୋହନଙ୍କ ଟାର୍ଗେଟ୍ ୨୦୨୯

ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ । ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ ।

BJP Politics
ବଦଳିବେ ଅନେକ ମନ୍ତ୍ରୀ ! ଲବିରେ ବୋର୍ଡ ଓ ନିଗମ ଆଶାୟୀ

ବଢ଼ିଲା ଆଶାୟୀଙ୍କ ମନ୍ତ୍ରୀ ମୁଆଁ ପାଇବା ଆଶା। ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ଆଶା ବି ବଢ଼ିଲା। ନୂଆ ସଭାପତିଙ୍କୁ ନେଇ ଯୋଶରେ ରାଜ୍ୟ ବିଜେପି କ୍ୟାମ୍ପ

BJD-BJP Politics
ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

ମେରିଆବଜାର ଅଞ୍ଚଳର ବରିଷ୍ଠ ନାଗରିକ ସୁବ୍ରତ କୁମାର ସରକାରଙ୍କ ଘର ବାଉଣ୍ଡ୍ରୀ ୱାଲକୁ ଲଗେଇ ଘର ନିର୍ମାଣ କରାଯାଉଛି ।

Jaynarayan Mishra
ଆହୁରି କୁହୁଳିଲା ରାଜନୀତି, ଜଗାଙ୍କ ସପକ୍ଷରେ ବାହାରି ବିଜେଡିକୁ ଧୋଇଲେ ଜୟନାରାୟଣ

କୋର୍ଟ ଗାଇଡଲାଇନ୍ ନମାନି ଯେଉଁ ନାଟକ କଲେ ସେଥିରୁ ହିଁ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ମାତ୍ର ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।

Xi Jinping
Xi Jinping: ଜିନପିଙ୍ଗଙ୍କ ଯୁଗ ଶେଷ, ଚୀନରେ ପଟ୍ଟ ପରିବର୍ତ୍ତନର ଆଭାସ !

ମେ ମାସରୁ ଚୀନର ରାଜନୈତିକ ଦୃଶ୍ୟପଟ୍ଟରୁ ସି ଜିନପିଙ୍ଗ ଯେପରି ଅଦୃଶ୍ୟ ହୋଇଯାଇଛନ୍ତି । ସେ କୌଣସି ପରେଡରେ ଯୋଗ ଦେଉନାହାଁନ୍ତି। ସେ କୌଣସି ଭାଷଣ ଦେଉନାହାଁନ୍ତି କିମ୍ବା ସରକାରୀ ଗଣମାଧ୍ୟମରେ ଦେଖାଯାଉନାହାଁନ୍ତି। ଚୀନର ଶୀର୍ଷ ଗୁଇନ୍ଦା ଅଧିକାରୀମାନଙ୍କ ସୂତ୍ର ଅନୁସାରେ, ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ କିଛି ଅସ୍ୱାଭାବିକତା ନାହିଁ ।

Politics
Jagannath Pradhan Arrest: ବିରୋଧୀଙ୍କୁ ନିରସ୍ତ୍ର କଲେ ମୋହନ, ଗିରଫ ବଢ଼ାଇବ ସରକାରଙ୍କ ଭାବମୂର୍ତ୍ତି !

ପ୍ରମାଣ ଥାଇ ଯଦି ଦଳ ଜଣେ ନେତାଙ୍କୁ ଘଣ୍ଟ ଘୋଡାଇବ, ତେବେ ଏହା ଯେ କୌଣସି ଦଳକୁ ବେଶ୍ ରାଜନୈତିକ କ୍ଷତି ପହଞ୍ଚାଇବ । ବୋଧହୁଏ ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଏବଂ ମୋହନ ସରକାର ଜଗନ୍ନାଥଙ୍କ ଆତ୍ମସମର୍ପଣ ଭଳି ଏକ ସମ୍ମାନଜନକ ରାସ୍ତା ବାହାର କରି ଦଳ ଓ ସରକାରଙ୍କର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସମର୍ଥ ହେଲେ ।

Puri Stampede
Puri Stampede: ଶରଧାବାଲି ଅଘଟଣକୁ ନେଇ ସରଗରମ ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ

ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।

Smriti Irani Net worth:
Smriti Irani Net worth: କୋଟି କୋଟି ଟଙ୍କାର ମାଲିକାଣୀ ସ୍ମୃତି ଇରାନୀ; ସମ୍ପତ୍ତି ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

ସ୍ମୃତି ଇରାନୀ ଖୁବ୍ ଶୀଘ୍ର "କ୍ୟୁଁକୀ ଶାଶା ଭି କଭି ବହୁ ଥି ୨" ରେ ନଜର ଆସିବେ। ସେ ଏହି ଶୋ' ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି। ସ୍ମୃତି ତାଙ୍କ କଠିନ ପରିଶ୍ରମ ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି କରିଛନ୍ତି। ଜାଣନ୍ତୁ କିପରି ସ୍ମୃତି ଇରାନୀ ତାଙ୍କ ସମର୍ପଣ ଏବଂ ପ୍ରତିଭା ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି।