• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan

Partition
NCERTର ନୂଆ ମଡ୍ୟୁଲ୍ - ଦେଶ ବିଭାଜନ ପାଇଁ ଜିନ୍ନା, କଂଗ୍ରେସ ଓ ମାଉଣ୍ଟବାଟେନ ଦାୟୀ

NCERT ଏହି ମଡ୍ୟୁଲର ନାମ ଦେଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ବା ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। NCERT ସ୍କୁଲଗୁଡ଼ିକ ପାଇଁ ଏକ ବିଶେଷ ମଡ୍ୟୁଲ୍ ଜାରି କରିଛି। ଏହାର ନାମ ଦିଆଯାଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ଅର୍ଥାତ୍ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। ଏହା ଭାରତ-ପାକିସ୍ତାନ ବିଭାଜନ ସହ ଜଡ଼ିତ ସୂଚନା ପ୍ରଦାନ କରିବା ପାଇଁ ଲାଗୁ କରାଯାଇଛି ବୋଲି କୁହାଯାଇଛି।

pak
India Warns Pakistan:ପାକିସ୍ତାନକୁ ଭାରତର ପାଲଟା ଚେତାବନୀ, ଭୁଲ କଲେ ଭୟାନକ ପରିଣାମ

ପାକିସ୍ତାନର ଧମକକୁ ଭାରତର ଚ୍ୟାଲେଞ୍ଜ୍। ଆତଙ୍କିସ୍ତାନକୁ ହିନ୍ଦୁସ୍ତାନର ଚେତାବନୀ। ଗୋଟିଏ ଭୁଲ ପରିଣାମ ହେବ ଭୟଙ୍କର ।

Pakistan Flood
Pakistan Flood: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୩୦୦ରୁ ଉର୍ଦ୍ଧ୍ବ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ୩୬ ଘଣ୍ଟା ମଧ୍ୟରେ ୩୦୭ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଫସି ରହିଛନ୍ତି। ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖାଇବର ପଖତୁନଖ୍ୱା ପ୍ରଦେଶ।

pm modi
Sudarshan Chakra: କଣ ଏହି ମିଶନ ସୁଦର୍ଶନ ଚକ୍ର, ଜାଶନ୍ତୁ କିଭଳି କାମ କରିବ...କୃଷ୍ଣଙ୍କ ସହ କେମିତି ରହିଛି ଏହି ମିଶନର ସଂପର୍କ

ଏହା କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ନୁହେଁ, ସାଧାରଣ ନାଗରିକ ଅଞ୍ଚଳ ଉପରେ ମଧ୍ୟ ରକ୍ଷା ଢାଲ ଭାବେ କାମ କରିବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ସ୍ୱଦେଶୀ ପ୍ଲାଟଫର୍ମ ପ୍ରସ୍ତୁତ ହେବ। ପିଏମ୍ ମୋଦୀ କହିଛନ୍ତି, ଏହା କେବଳ ସୁରକ୍ଷା ଚକ୍ର ଭାବେ କାମ କରିବ ନାହିଁ, ବରଂ ଶତ୍ରୁର ଆକ୍ରମଣକୁ ବିଫଳ କରି ପ୍ରତିଆକ୍ରମଣ ମଧ୍ୟ କରିବ।

PM Modi
PM Modi:ଆଉ ସହିବୁନି ନ୍ୟୁକ୍ଲିୟର ବ୍ଲାକମେଲ୍, ସେନାକୁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଉ ସହିବୁନି ନ୍ୟୁକ୍ଲିୟର ବ୍ଲାକମେଲ୍ । ସେନାକୁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଅପରେସନ ସିନ୍ଦୁରରେ ମେଡ୍‌ ଇନ୍‌ ଇଣ୍ଡିଆର ଆଶ୍ଚର୍ଯ୍ୟକର କାର୍ଯ୍ୟ ଦେଖିଛୁ। ଶତ୍ରୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ସେମାନଙ୍କୁ ସେକେଣ୍ଡ ମଧ୍ୟରେ ଧ୍ୱଂସ କରୁଛି।

Owaisi
Owaisi:ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଓୱେସୀଙ୍କ ଚେତାବନୀ, କହିଲେ ବାଜେ କଥା କୁହ ନାହିଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ । ସେ କହିଛନ୍ତି, ଆମ ପାଖରେ ବ୍ରହ୍ମୋସ ଅଛି । ସେମାନେ ଏପରି ବାଜେ କଥା କହିବା ଉଚିତ୍ ନୁହେଁ । ଏପରି ଧମକ ଦ୍ବାରା ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବହୁତ କହିଲଣି, ଆଉ ବୃଥା ଧମକ ଦିଅ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ।

Pakistan
Big Warning To Pakistan: ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ଭୁଲ୍ କଲେ ପରିଣାମ ଭୋଗିବ

ଅସୀମ ମୁନୀରଙ୍କ ଧମକକୁ ନିନ୍ଦା କଲା ଭାରତ । ବାରମ୍ୱାର ଧମକ ଦେଉଛ, ସେ ଧମକକୁ ଭାରତ ଡରିନି । ଯଦି କୌଣସି ଭୁଲ୍ ପାକିସ୍ତାନ କରେ, ତେବେ କଷ୍ଟଦାୟକ ପରିଣାମ ଭୋଗିବ ବୋଲି କହିଛି ଭାରତ ।

Independence
Karachi: ଫାଙ୍କା ଗୁଳିଚାଳନାରେ ଗଲା ୩ ଜୀବନ, ଅନେକ ଆହତ

ପାକିସ୍ତାନର ସ୍ବାଧୀନତା ଦିବସ ପାଳନ ସମୟରେ ଫାଙ୍କା ଗୁଳିଚାଳନା କରି ଉତ୍ସବ ମନାଉଥିବା ବେଳେ ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

Asim Munir
Asim Munir:କାହିଁକି ଅମ୍ବାନୀଙ୍କୁ ଧମକ ଦେଲା ପାକିସ୍ତାନ ? ଜାଣିଲେ ହୋସ୍ ଉଡିଯିବ

ଅପରେସନ ସିନ୍ଦୂର ପରଠୁ ବିଳିବିଳାଉଥିବା ପାକିସ୍ତାନ ଏବେ ଆମେରିକା ବଳରେ ବଳୀୟାନ୍ ଦେଖାଇହେଉଛି । ଟ୍ରମ୍ପଙ୍କ ସହ ଟାରିଫ୍‌ ତିକ୍ତତା ଭିତରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର୍, ତା ପୁଣି ଆମେରିକା ମାଟିରୁ... ଏପରିକି ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ବି ନିଶାନା କରିଛନ୍ତି ମୁନୀର । ଅମ୍ବାନୀଙ୍କ ଜାମନଗର ରିଫାଇନାରୀକୁ ଉଡାଇବାକୁ ଧମକ ଦେଇଛନ୍ତି ।

Mithun-on-Pakistan
ବିଲୱଲଙ୍କୁ ମିଥୁନଙ୍କ ଜବାବ

ଅପରେସନ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାର ପରେ ବିଳି ବିଳାଉଛି ପାକିସ୍ତାନ । ଭାରତ ବିରୋଧରେ ବୟାନବାଜୀ ଏବଂ ଧମକ ଦେବାରୁ ବିରତ ହେଉନାହାନ୍ତି ପାକିସ୍ତାନୀ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ଭାରତ ବିରୋଧରେ ଯୁଦ୍ଧର ଧମକ ଦେଇଛନ୍ତି । ଭୁଟ୍ଟୋଙ୍କ ଏହି ଧମକ ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।

Pakistan
Pak Harasses Indian Diplomats: ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି ପାକ୍; ଯୋଗାଉନି ଅତ୍ୟାବଶ୍ୟକ ସାମଗ୍ରୀ

ଭାରତୀୟ ଉଚ୍ଚାୟୁକ୍ତ ଓ କୂଟନୀତିଜ୍ଞଙ୍କୁ ରନ୍ଧନ ଗ୍ୟାସ, ପାଣି ଓ ଖବରକାଗଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବନ୍ଦ କରି ଦେଇଛି। ଭାରତ ମଧ୍ୟ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି।

Pak-Nuclear-Threat
ସାରା ବିଶ୍ୱକୁ ପାକିସ୍ତାନର ଧମକ

ସାରା ବିଶ୍ୱକୁ ପାକିସ୍ତାନର ଧମକାଣ। ପାକିସ୍ତାନର ସେନା ମୁଖ୍ୟ ଦେଲେ ଧମକ। କହିଲେ ଆମେ ଅଧା ବିଶ୍ୱକୁ ଉଡେଇ ଦେବୁ। ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ସାରା ବିଶ୍ୱକୁ ଧମକେଇଲାଣି।

BLA
BLA, Majeed Brigade: ବଲୁଚ ଲିବରେସନ୍ ଆର୍ମି, ଦି ମଜିଦ୍ ବିଗ୍ରେଡ୍ ଆତଙ୍କୀ ସଂଗଠନ ଘୋଷିତ

ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି(BLA) ଓ ଦି ମଜିଦ୍ ବିଗ୍ରେଡ୍ ଆତଙ୍କୀ ସଂଗଠନ ଭାବେ ଘୋଷିତ କଲା ଆମେରିକା। ପାକିସ୍ତାନରେ ଦୀର୍ଘଦିନ ଧରି ବିଚ୍ଛିନ୍ନବାଦୀ ଆନ୍ଦୋଳନ ଚଳାଇଛି BLA।

ashim munir
Asim Munir:ଭାରତ ଭୟରେ ବାଉଳା ପାକିସ୍ତାନ, ମୁନିର କହିଲେ ଆମେ ଏକ ଡମ୍ପ ଟ୍ରକ୍

ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାର ଏକ ଉଦାହରଣ ଦେଇଥିଲେ । କହିଥିଲେ ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ, କିନ୍ତୁ ଆମେ ଏକ ଡମ୍ପ ଟ୍ରକ୍ । ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ?

pakistan
Pakistan:ଭାରତକୁ ଡରାଉଥିଲା ଏବେ ସାରା ବିଶ୍ବକୁ ଡରାଉଛି, ପାକିସ୍ତାନ ଦେଉଛି ପରମାଣୁ ଆକ୍ରମଣର ଧମକ

ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ସାମରିକ ପ୍ରତିଷ୍ଠା ଉପରେ ଏକ ବଡ଼ ଝଟ୍‌କା ଲାଗିଛି। ଏହା କେବଳ ପାକିସ୍ତାନର ସାମରିକ ବାହିନୀ ନୁହେଁ ବରଂ ଏହାର ଗୁପ୍ତଚର କ୍ଷମତାର ପୋଲ୍ ମଧ୍ୟ ଖୋଲିଦେଇଛି। ଏହି ଅପରେସନର ଭୟରୁ ପାକିସ୍ତାନ ସେନା ଏଯାଏ ମୁକୁଳି ପାରିନାହିଁ।

INDIA-PAKISTAN
ମୁହାଁମୁହିଁ ହେବେ ଭାରତ ପାକିସ୍ତାନ !

ଆଜିଠୁ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ମୁହାଁମୁହିଁ ! ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର ନୌସେନା। କୌଣସି ସମ୍ମୁଖ ଯୁଦ୍ଧ ନୁହେଁ, ମଝି ସମୁଦ୍ରରେ ଶକ୍ତି ପ୍ରଦର୍ଶନର ଲଢ଼େଇ ।

Pakistan-Loses
ନାମ ନେଲା ପାକିସ୍ତାନ

ଭାରତର ରାସ୍ତା ରୋକୁଥିଲା। ଏବେ ନାମ ନେଲା ପାକିସ୍ତାନ। ସହିଲା ୧୨୭ କୋଟି ଟଙ୍କାର କ୍ଷତି। ତଥାପି ମାରୁଛି ଗାଲୁ।

Trump Again Claims
Trump Again Claims: ପୁଣି ଟ୍ରମ୍ପଙ୍କ ମୁହଁ ଫୁଟାଣି, ମାରିଲେ ସାଂଘାତିକ ଗାଲୁ

ଟ୍ରମ୍ପ୍‌ କିନ୍ତୁ ତାଙ୍କର ଏହି ଫୁଟାଣି ସେତିକିବେଳେ ମାରିଛନ୍ତି ଯେତେବେଳେ ଅଜରବୈଜାନର ରାଷ୍ଟ୍ରପତି ଏବଂ ଆର୍ମେନିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ। ଏଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ଉପରେ ଦସ୍ତଖତ ହୋଇଥିଲା।

Pakistan
Pakistan: ୨ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ

ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ୧୫୦ ବିମାନ ପ୍ରଭାବିତ ହେଉଛି। ଦୁଇ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ।

Operation Sindoor
Operation Sindoor: ମାଟି କାମୁଡ଼ି ଥିଲେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ, ସୂଚନା ଦେଲେ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ

ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବାୟୁସେନା ମୁଖ୍ୟ। ଅପରେସନ୍ ସିନ୍ଦୁର ପରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନକୁ ଭାରତୀୟ ମାଟିରେ ଖସାଇ ଦିଆଯିବା ନେଇ, ଭାରତୀୟ ସେନା ପକ୍ଷରୁ କୌଣସି ଉଚ୍ଚ ଅଧିକାରୀଙ୍କ ଏହା ପ୍ରଥମ ସରକାରୀ ବୟାନ ବୋଲି କୁହାଯାଉଛି।

Pakistan
Pakistan's Moon Mission: ଭାରତ ସହ ପ୍ରତିଯୋଗିତା; ଚନ୍ଦ୍ରକୁ ଯିବାର ସ୍ବପ୍ନ ଦେଖୁଛି ଋଣଗ୍ରସ୍ତ ପାକିସ୍ତାନ

ପାକିସ୍ତାନର ମନ୍ତ୍ରୀ ଏହସାନ ଇକବାଲ ୨୦୩୫ ସୁଦ୍ଧା ଚୀନ୍ ସାହାଯ୍ୟରେ ନିଜର ପ୍ରଥମ ଅନ୍ତରୀକ୍ଷ ମିଶନକୁ ଚନ୍ଦ୍ରକୁ ପଠାଇବ ବୋଲି ଘୋଷଣା କରିଛନ୍ତି।

Boycott
Boycott: ଲିଗ ଭଳି ପାକ୍ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌କୁ ବୟକଟ, ପୂର୍ବରୁ ଓହରିଥିଲେ ସ୍ପନସର

WCLର ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଭାରତୀୟ ଟିମର ଏକାଧିକ ଖେଳାଳି ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ମନା କରିଥିଲେ

WCL
WCL: ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ, ଓହରିଗଲେ ମୁଖ୍ୟ ସ୍ପନସର

ଆମେ ଗର୍ବର ସହ ଇଣ୍ଡିଆ ଚାମ୍ପିଅନସ୍ ଟିମକୁ ସମର୍ଥନ ଜାରି ରଖିବୁ, କିନ୍ତୁ ପାକିସ୍ତାନ ଜଡ଼ିତ କୌଣସି ମ୍ୟାଚର ସମର୍ଥନ କିମ୍ବା ପ୍ରଚାର କରିବୁ ନାହିଁ। ସର୍ବଦା ଦେଶ ପ୍ରଥମେ।

NASA-ISRO
ଭାରତ ଆଗରେ ଆଣ୍ଠେଇବ ପାକିସ୍ତାନ

ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍‌ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍‌।

ଇସ୍ରୋର ସଫଳତା
NISAR: ଇସ୍ରୋର ବଡ ସଫଳତା; ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ

ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍‌ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍‌।