• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Otv Khabar

BJD Tension
BJD Tension: ବିଜେଡିରେ ବିଦ୍ରୋହ, ବରିଷ୍ଠଙ୍କ ପରେ ଛାତ୍ର

ବିଜେଡିରେ ତୀବ୍ର ହୋଇଛି ବିଦ୍ରୋହ । ବରିଷ୍ଠଙ୍କ ଧାରାରେ ସାମିଲ୍ ହେବା ସହ ଛାତ୍ର ସଭାନେତ୍ରୀଙ୍କ ଚୟନକୁ ବିରୋଧ କରିଛନ୍ତି ଛାତ୍ର । ଶଙ୍ଖଭବନ ବାହାରେ ମେଳି ବାନ୍ଧିବା ସହ ପିଏସି ସଦସ୍ୟଙ୍କୁ ଘେରିଛନ୍ତି ଛାତ୍ର ବିଜେଡି ନେତା ।

Balanga Minor Girl Burn Case
Balanga Girl Burn Case: ବୟାନ ବଦଳାଇଲେ ବଳଙ୍ଗା ପୀଡ଼ିତା !

ଗୋଟିଏ ପଟେ ବଳଙ୍ଗା ଘଟଣାରେ ରାଜ୍ୟ ଉଠୁଛି ପଡ଼ୁଛି। ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ସୂଚନା ମିଳିଛି।

Rebirth of Suka Paika River
Rebirth of Suka Paika: ନଈ ପାଇଲା ହଜିଲା ଠିକଣା

ଗପ ପେଡ଼ିରୁ ମୁକୁଳି ଦୀର୍ଘ ୭୪ ବର୍ଷ ପରେ ଜିଇଁ ଉଠିଛି ମହାନଦୀର ଶାଖାନଦୀ ସୁକ ପାଇକା। ସତସତିକା ରୂପ ନେବାକୁ ଯାଉଛି... ସୁପ୍ତ ନଦୀ.. ଲୁପ୍ତ ନଦୀ... ଲକ୍ଷ ଲକ୍ଷ ଗାଉଁଲି ମଣିଷଙ୍କ ଆଶାର ନଦୀ- 'ସୁକ ପାଇକା'।

Representational Image
Balanga Girl Burn Case: ରହସ୍ୟ ଖୋଲିବ ରୂପା ମୁଦି!

ବଳଙ୍ଗା ଘଟଣାକୁ ୩ ଦିନରୁ ଅଧିକ ସମୟ ବିତିଥିବାବେଳେ ସସପେନ୍ସ ଉପରୁ ହଟିନି ପରଦା। ଏପଟେ ଘଟଣାସ୍ଥଳରୁ ମିଳିଛି ଏକ ରୂପା ମୁଦି। ତେବେ ଏହି ମୁଦି କାହାର ? କେମିତି ଘଟଣାସ୍ଥଳକୁ ଆସିଲା, ସେ ଦିଗରେ ଚାଲିଛି ତଦନ୍ତ।

Balanga Girl Burn Case (Edited Image)
Balanga Girl Burn Case: କିଏ ସେହି ନିଆଁ ଲଗା ଜହ୍ଲାଦ ? ଦୁଇଦିନ ପରେ ବି ମିଳୁନି ପତ୍ତା

ପୁରୀ ବଳଙ୍ଗା ଅଞ୍ଚଳରେ ଲୋମଟାଙ୍କୁରା କାଣ୍ଡ ଘଟିଲା। କିନ୍ତୁ ରହସ୍ୟ ଉପରୁ ହଟିପାରୁନି ପରଦା। ସ୍ପଷ୍ଟ ଦିବାଲୋକରେ ୧୫ ବର୍ଷିୟା ନାବାଳିକା ଝିଅଟି ହୁତହୁତ୍ ହୋଇ ଜଳିଗଲା। ଅଥଚ ଜାଳିଲେ କେଉଁମାନେ, ଦୁଇଦିନ ପରେ ବି ଚିତ୍ର ଅସ୍ପଷ୍ଟ।

KIIT Case
Court Removes Restriction On OTV: କିଟ୍ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍

କିଟ୍ ଓ କିସ୍ ବିରୋଧରେ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍ । ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା କହି ମାମଲାକୁ ଖାରଜ କଲେ ଅଦାଲତ ।

Former CJI Justice DY Chandrachud
OTV Foresight 2025: ନିଜର ଜୀବନଚର୍ଯ୍ୟାଠୁ ନ୍ୟାୟପାଳିକାର ସଂସ୍କାର ଯାଏ...ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସକାଳ ସାଢେ ୩ଟାରେ ଉଠନ୍ତି । ତା ପରେ କ'ଣ କ'ଣ କରନ୍ତି । କେଉଁ ମନ୍ତ୍ର ଥାଏ ତାଙ୍କ ମନରେ । ଦେଶର ନ୍ୟାୟପାଳିକାରେ କାହିଁକି ଲାଗୁ ହେବା ଦରକାର ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS । ବିଚାରପତିମାନେ ଚାପରେ ରୁହନ୍ତି ନା ନାହିଁ, ସବୁ କଥା କହିଛନ୍ତି ଏହି କାର୍ଯ୍ୟକ୍ରମରେ ।

puri rath yatra 2020
‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର […]

Bhubaneswar Corona Update
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଆପୋଲ ହସ୍ପିଟାଲ୍‌ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

corona
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ମୃତକ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ […]

Coronavirus in India Latest Updates
ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍‌କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବାବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]

curfew relaxation odisha
ଆଜି କର୍ଫ୍ୟୁ କୋହଳ

ଭୁବନେଶ୍ୱର: ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। କିନ୍ତୁ […]

bus-accident
ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀ ବସ୍

ବାଲେଶ୍ୱର: ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍। ପଡ଼ିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁସାରେ, ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ […]

electrocution
ବିଦ୍ୟୁତ୍‌ ନେଲା କୁନି ଝିଅର ଜୀବନ

ଭଦ୍ରକ: ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଚକ୍ରଧର ମଲ୍ଲିକଙ୍କ ୫ ବର୍ଷର ଝିଅ ଆଜି ସକାଳେ ନିଜ ବାଡ଼ିରେ ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହାପରେ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ […]

bhubaneswar corona update
ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ।  ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି ଭୁବନେଶ୍ୱର ମହାନଗର ନିଗମ  ସୂଚନା ଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର […]

hitlor
ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍‌ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି,  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍‌ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍‌ ସେନାଠାରୁ ବଞ୍ଚାଇବା ପାଇଁ […]

transgormer-1
୩୦ ଫୁଟ୍‌ ଟ୍ରାନ୍ସଫର୍ମର ଉପରକୁ କାହିଁକି ଚଢ଼ିଥିଲା ୮ ବର୍ଷର ଶିଶୁ

ଯାଜପୁରରୋଡ: ୮ ବର୍ଷର ପିଲାଟିଏ। ଜାଣେନି କ’ଣ ଭୁଲ..କ’ଣ ଠିକ। ୩୦ ଫୁଟ ଉଚ୍ଚରେ ବସି ରାଜରାସ୍ତାରେ ଧାଉଁଧିବା ଗାଡ଼ିକୁ ଦେଖିବା, ସହରର ଦୃଶ୍ୟ ଉପଭୋଗ କରିବା ଖୁବ୍‌ ମଜା ଲାଗୁଥିଲା। ତାର କୌତୁହଳୀ ମନ ତାକୁ ଟାଣି ନେଉଥିଲା ୩୦ ଫୁଟ ଉଚ୍ଚ ଟ୍ରାନ୍ସଫର୍ମର ଉପରକୁ। ହେଲେ  ଦେଖିବା ଲୋକର ଛାତି ଥରି ଯାଉଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡିରେ। ରଗଡି ସ୍ଥିତ ଯାଜପୁରରୋଡ […]

Janamancha Season 2 - 2 Sep 2017 || Discussion on Badnam Baba
Janamancha

Janamancha