ରାସ୍ତାକଡ଼ କାର୍ କୁ ଟାଗେର୍ଟ କରୁଛନ୍ତି ଆଉ ଲୁଟ୍
ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର
ଆତ୍ମାହୁତି ଉଦ୍ୟମ ଦିନ ପୀଡ଼ିତା ସାଇକେଲରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି । ଏହା ଜୁଲାଇ ୧୨ ତାରିଖ ଦିନ ୧୦ଟା ୪୪ ମିନିଟ ବେଳର ସିସିଟିଭି ଫୁଟେଜ ବୋଲି ଜଣାଯାଇଛି।
ଦନ୍ତା ହାତୀ ଘର ଅଗଣା ଛାଡ଼ି ଯାଉନଥିବା ବେଳେ, ଲୋକେ ପିଲା ଛୁଆଙ୍କୁ ଧରି ବର୍ଷାରେ ବି ଛାତ ଉପରେ ରହୁଛନ୍ତି।
ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
ଏକ ଉଇଙ୍ଗର ଗାଡ଼ିକୁ ପିଟିଲା ହାଇୱା। ଏହି ଦୁର୍ଘଟଣାରେ ୧୬ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ସହିଦ୍ ସପ୍ତାହରେ ମାଓବାଦୀମାନେ ଘଟାଇଛନ୍ତି ବଡ଼ଧରଣର ହିଂସା । ମାଓ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଦେଲେ ରେଲୱେ ଟ୍ରାକ୍ ।
ଉଛୁଳା ନଦୀକୁ ଡେଇଁଲେ ଯୁବତୀ। ଦେଖୁଦେଖୁ ନଦୀର ପ୍ରଖର ସ୍ରୋତରେ ଭାସି ଚାଲିଲେ ଯୁବତୀଜଣକ । ଏହା ଦେଖି ଦେଖଣାହାରୀ ଚକିତ ରହିଥିବା ବେଳେ ଯୁବତୀଙ୍କ ବଞ୍ଚିବା ଆଶା ଛାଡ଼ି ଦେଇଥିଲେ। ହେଲେ ଯାହାକୁ ରଖେ ହରି, ତାକୁ ବା କିଏ ମାରିପାରିବ ।
ସ୍ବାମୀର ଫେରିବା ବାଟକୁ ଅନାଇ ରହିଥିଲା ସ୍ତ୍ରୀ। ହେଲେ ସ୍ବାମୀ ଫେରିଲାନି। ଆସିଲା ସ୍ବାମୀର ମୃତ୍ୟୁ ଖବର। ହାତୀ ଦଳିଦେଇ ନେଲା ସ୍ବାମୀଙ୍କ ଜୀବନ । ଏଖବର ଶୁଣି ସ୍ତ୍ରୀ ନେଲା ଚରମ ନିଷ୍ପତ୍ତି ।
ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ମାଛ। ବ୍ୟାକ୍ ଟୁ ବ୍ୟାକ୍ ଭିଜିଲାନ୍ସ କରିଚାଲିଛି ଗୋଟିଏ ପରେ ଗୋଟିଏ ରେଡ। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ।
ଅପରେସନ ସିନ୍ଦୂର, ବିରୋଧୀଙ୍କୁ ଧୋଇଲେ ବୈଜୟନ୍ତ। ପାକିସ୍ତାନ ଉଚିତ୍ ଶିକ୍ଷା ଦିଆଯାଇଛି।
ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହେବା ଘଟଣାରେ ତେଜିଲା ରାଜନୀତି। କଂଗ୍ରେସକୁ ଟାର୍ଗେଟ କରି ଛବିରାଣୀ ହତ୍ୟାକାଣ୍ଡ ଓ ଅଞ୍ଜନା ଗଣଦୁଷ୍କର୍ମ କାଣ୍ଡ ମନେ ପକାଇଲା ବିଜେପି।
ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।
ଆଜି ନୀଳାଦ୍ରିବିଜେ ଅବସରରେ ଓଟିଭି ଗ୍ରୁପ୍ ପକ୍ଷରୁ ଇକତ୍ ଶାଢ଼ିର ଏକ ନୂଆ ଅନୁଷ୍ଠାନ 'ଇକତନ୍'ର ଶୁଭାରମ୍ଭ ହୋଇଛି। ଇକତର ବୈଶ୍ବିକ ଆଦୃତି ବୃଦ୍ଧି ପାଇଁ ଖ୍ୟାତନାମା ଡିଜାଇନର୍ ବିଭୁ ମହାପାତ୍ରଙ୍କ ସହଭାଗିତାରେ ଏହି ଇ-କମର୍ସ ପ୍ଲାଟଫର୍ମ ପ୍ରତିଷ୍ଠା କରିଛନ୍ତି ଓଟିଭି ନେଟୱର୍କର କୋ-ଫାଉଣ୍ଡର୍ ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା।
ଜାଣି ଜାଣି ଓଟିଭିର ଭାବମୂର୍ତ୍ତି ବିଗାଡ଼ିବାକୁ ଷଡ଼ଯନ୍ତ୍ର। ଓଟିଭି ସବୁବେଳେ ଭାରତୀୟ ରାଷ୍ଟ୍ରବାଦ ଏବଂ ଭାରତୀୟଙ୍କ ସ୍ୱରକୁ ପ୍ରାଧାନ୍ୟ ଦେଇଆସିଛି। ଗ୍ରାଫିକ୍ସ ମାଧ୍ୟମରେ ପ୍ରଭାବଶାଳୀ ଉପାୟରେ ଖବର ଉପସ୍ଥାପନ କରିଥାଏ। କିନ୍ତୁ ବିଭିନ୍ନ ସମୟରେ ଓଟିଭି ଉପରେ ଆକ୍ରୋଶ ରଖି କିଛି ବ୍ୟକ୍ତି ଏହାର ସଠିକ୍ ଖବରକୁ କଦର୍ଥ କରିବାକୁ ଚେଷ୍ଟା କରିଆସିଛନ୍ତି। କାରଣ ସେମାନଙ୍କର ଉଦ୍ଦେଶ୍ୟ ଅଲଗା କିଛି।
ଘାଟିରେ ଘଟିଥିବା ଦଶନ୍ଧିର ନରସଂହାର ପରେ କେମିତି ଅଛି ପହଲଗାମ? ଘାତକ ଆତଙ୍କୀ ହମଲା ପରେ କେମିତି ଅଛି ସେଠାକାର ସ୍ଥିତି? କେମିତି ଅଛନ୍ତି ଏବେ ପହଲଗାମକୁ ବୁଲି ଆସିଥିବା ପର୍ଯ୍ୟଟକ ? ଏସବୁ ଜାଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।
କିଟ୍ ଓ କିସ୍ ବିରୋଧରେ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍ । ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା କହି ମାମଲାକୁ ଖାରଜ କଲେ ଅଦାଲତ ।
ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟି ଯାଇଛି । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କର ମୁଣ୍ତ ଫାଟିଥିବା ସୂଚନା ।
ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ରେ ଡବଲ ଇଞ୍ଜିନ ସରକାରର ସଂଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ ହରିଚନ୍ଦନ । ୯ ମାସରେ ଓଡ଼ିଶାକୁ କ'ଣ ମିଳିଛି କହି କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ ଓ ସୋଫିଆ ଫିର୍ଦ୍ଦୋସ ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସକାଳ ସାଢେ ୩ଟାରେ ଉଠନ୍ତି । ତା ପରେ କ'ଣ କ'ଣ କରନ୍ତି । କେଉଁ ମନ୍ତ୍ର ଥାଏ ତାଙ୍କ ମନରେ । ଦେଶର ନ୍ୟାୟପାଳିକାରେ କାହିଁକି ଲାଗୁ ହେବା ଦରକାର ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS । ବିଚାରପତିମାନେ ଚାପରେ ରୁହନ୍ତି ନା ନାହିଁ, ସବୁ କଥା କହିଛନ୍ତି ଏହି କାର୍ଯ୍ୟକ୍ରମରେ ।
ଓଡ଼ିଶା ଟେଲିଭିଜନ ନେଟୱାର୍କର ସହ-ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓଡ଼ିଶାବାସୀଙ୍କୁ ଓଟିଭି ପ୍ରତି ଥିବା ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଲୋକଙ୍କ ଭଲ ପାଇବା ପାଇଁ ଓଟିଭି ଆଜି ଓଡ଼ିଶାରେ ଏକ ନମ୍ବରରେ ରହିଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା ।
କିଡନୀ ରୋଗରେ ଆକ୍ରାନ୍ତ କୁନି ଝିଅ। ଡାଏଲିସିସ୍ କରିବାକୁ ପାଖରେ ପଇସା
ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ସନ୍ଦେହ ସୃଷ୍ଟି କରିଛି ଫାଟ। ଏ କଥାକୁ