• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Organic Farming

various colors of cauliflower
ଦିନେ ପଡ଼ିଆ ଥିଲା ଜମି, ଏବେ ସୁନାର ଫସଲ...ଫଳିଛି ରଙ୍ଗବେରଙ୍ଗ ଫୁଲକୋବି

ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।

farmer
ସାର ପଡ଼ୁନି, କୀଟନାଶକ ପଡ଼ୁନି ! ଜୈବିକ ପଦ୍ଧତ୍ତିରେ ଧାନ ଚାଷ କରି ସଫଳ ହୋଇଛନ୍ତି ଅଶୋକ ସାହୁ

ନୂଆ ପରିଚୟ ଦେଇଛି ଜୈବିକ ପଦ୍ଧତିରେ ଧାନ ଚାଷ । ବିନା ସାର ଓ କୀଟନାଶକରେ ଚାଷ ହେଉଛି । ଭଲ ଅମଳ ମଧ୍ୟ ହେଉଛି । ଆଉ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି ।

organic firming
ଲକଡାଉନରେ ଲାଖ ଚାଷକରି କରି ଲାଭବାନ ଚାଷୀ : ଅଳ୍ପ ପରିଶ୍ରମରେ ୪ ଗୁଣା ଅଧିକ ଲାଭ

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ମଧ୍ୟ ଭରପୁର ରହିଛି । ଆଉ ଏହି ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ କରାଯାଇଥିଲା । ଏଥିରେ ସଫଳ ହେଲା ପରେ ଏବେ ବିଭିନ୍ନ ସ୍ଥାନରେ ଲାଖ ଚାଷ ପାଇଁ ଉଦ୍ୟମ ଆରମ୍ଭ ହଇଛି ।