• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Tension

Omicron variant live updates
ଦେଶରେ ଭୟ ବଢାଉଛି ଓମିକ୍ରନ୍‌

ଚିନ୍ତା ବଢ଼ାଉଛି ଓମିକ୍ରନ୍‌ । ଦେଶରେ ଗତକାଲି ୧୩ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।

omicron
ଦେଶରେ ହୁ ହୁ ହୋଇ ମାଡୁଛି ଓମିକ୍ରନ୍ : ବ୍ରେକ୍ ଦେବାକୁ ବଢ଼ୁଛି ସରକାରଙ୍କ ଟେନସନ୍

ଭିଡ଼ ଏଡ଼ାଇବାକୁ ଯଥାସମ୍ଭବ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କହିବା ସହ ଆବଶ୍ୟକତାକୁ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ବି ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନକୁ ନେଇ ଲୋକଙ୍କୁ ନଡରାଇ ସଚେତନ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି କେନ୍ଦ୍ର ଗୃହ ସଚିବ ।

Omicron Tension | Qurantine Mandatory In Odisha For People Coming From Foreign Countries
ନୂଆ ଭାରିଆଣ୍ଟ ନେଇ ନୂଆ ଗାଇଡଲାଇନ

ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି।