• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Police

lady constable suicide case
Lady Constable : ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଅସଲ ଚେହେରା, ସାମନାକୁ ଆସିଲେ ପ୍ରଥମ ପତ୍ନୀଙ୍କ ପରିବାର

ଆମ ଝିଅକୁ ବି ମାରିଦେଇଥିଲା ଦୀପକ । ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ରାଉତ ଢେଙ୍କାନାଳ ତଳିପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୧୮ରେ ଅପର୍ଣ୍ଣାଙ୍କ ସହ ଦୀପକର ହୋଇଥିଲା ପ୍ରେମ ବିବାହ । ତେବେ ୨୦୨୨ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ । ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା ।

Bhubaneswar Woman Traffic Constable Missing For A Week, Probe On
Constable Missing Case: କେଉଁଠି ଅଛନ୍ତି ଶୁଭମିତା ସାହୁ ?

କେଉଁଠି ଅଛନ୍ତି ଟ୍ରାଫିକ୍ କନଷ୍ଟେବଳ ଶୁଭମିତା ସାହୁ ?

Odisha Police SI recruitment: Exam dates to admit card, check schedule here
Odisha Police: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା

ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ପୂର୍ବରୁ ଦୁଇ ଦୁଇଥର ଘୁଂଚିଥିଲା

Woman Constable Dies
Woman Constable Dies:ମରିବାକୁ ଚାହୁନିଁ, ହେଲେ ବଞ୍ଚିବାକୁ ଦେଉନାହାନ୍ତି

ପୁଣି ବଧୂ ନିର୍ଯାତନା। ଅକଥନୀୟ ଅତ୍ୟାଚାର ଆଉ ଟର୍ଚର। ମା’ର କଥାରେ ପଡି ପୁଅ ବି ପାଲଟିଗଲା ଶତ୍ରୁ। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ଚାହିଁଲାନି। ଶେଷରେ ଆଉ ସହିପାରିଲେନି ମହିଳା କନଷ୍ଟେବଳ। ଝୁଲି ପଡିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ କାନ୍ଦି କାନ୍ଦି ବଖାଣିଛନ୍ତି ନିଜ କୋହଭରା କାହାଣୀ।

Jagatsinghpur-IO-audio-Viral
ପୋଲିସ ବାବୁଙ୍କ ତଦନ୍ତ ବଦଳରେ ବ୍ଲାକମେଲ୍‌

ଜଗତସିଂହପୁରରେ ନାବାଳିକାଙ୍କୁ ବିବାହ କରି ପୋଲିସ SI ଅମିତ ପାଢ଼ୀ ଫେରାର ଘଟଣାରେ ନୂଆ ଟ୍ୱିଷ୍ଟ । ପୀଡିତାଙ୍କୁ ଜଗତସିଂହପୁର ସହକାରୀ ଥାନା ଅଧିକାରୀ ତଥା ମାମଲାର ତଦନ୍ତ ଅଧିକାରୀ ଦୀଲିପ କାଣ୍ଡି ଧମକ ଦେଉଥିବା ଅଭିଯୋଗ ଆସିଛି । ପୀଡ଼ିତାଙ୍କ ସହ ଦୀଲିପ କାଣ୍ଡି ତଦନ୍ତ ଆଳରେ ଫୋନରେ କଥା ହୋଇ ତାଙ୍କୁ ଧମକ ଦେଉଥିବା ଅଡ଼ିଓ ଏବେ ଭାଇରାଲ ହୋଇଛି।

Encounter in Berhampur
Encounter: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ

ପୋଲିସ ଗୁଳିରେ କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇଛି। ପୀତାତଳି-ଚିକିଟି ରାସ୍ତାରେ ପୋଲିସ ସୁନୀଲ ନାହକୁ ଏନକାଉଣ୍ଟର କରିଛି।

Attack
Battery Vehicle Dispute: ବଚସା ନେଲା ଉଗ୍ର ରୂପ; ବ୍ୟାଟେରି ଗାଡ଼ି ପାଇଁ ହାଣିଦେଲେ

କେତେକ ଯୁବକ ଚରମ୍ପା ହାଇସ୍କୁଲ ରୋଡ ମଣ୍ଡପ ନିକଟରେ ଥିବାବେଳେ ଜନୈକ ଯୁବକ ବ୍ୟାଟେରୀ ଗାଡ଼ି ଷ୍ଟାର୍ଟ କରିଥିଲେ । ଗାଡିଟି ଷ୍ଟାର୍ଟ ବେଳେ ଭାଇବ୍ରେସନ ହୋଇଥିଲା। ଏହି ସମୟରେ କେତେକ ଯୁବକ ଗାଡ଼ି ଷ୍ଟାର୍ଟ କରୁଥିବା ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲେ।

ବନ୍ଧା ପଡ଼ିଲା ପୋଲିସ୍
POLICE DETAIN: ବନ୍ଧା ପଡ଼ିଲା ପୋଲିସ୍

ନାବାଳିକା ଝିଅର ମୃତଦେହ ଉଦ୍ଧାର କରିଥିଲା ପୋଲିସା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗା

ଭକ୍ତଙ୍କ ପାଇଁ ଜରୁରୀ ସୂଚନା
Heavy Traffic in Puri: ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ୨ ଘଣ୍ଟା

ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ । ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି ।

Odisha Police Arrest 2 Hardcore Maoists with ₹5 Lakh Bounty in Malkangiri Forests
୨ ହାର୍ଡକୋର୍ ମାଓବାଦୀ ଗିରଫ

ମାଲକାନଗିରି ପୋଲିସକୁ ସଫଳତା, ୨ ହାର୍ଡକୋର୍ ମାଓବାଦୀ ଗିରଫ । ଗିରଫ ମାଓବାଦୀ ଦ୍ୱୟ ହେଲେ କେସା କାବାସି ଓ ରାକେଶ ଓରଫ ସୁନା କୁଞ୍ଜୁମ । ମାଥିଲି ଥାନା ଷଢ଼ିଗୁଡ଼ା ଓ ତେନ୍ତୁଳିଗୁଡ଼ା ଜଙ୍ଗଲରୁ ଉଭୟଙ୍କୁ ଗିରଫ କରିଛି ପୋଲିସ।

Youth suicide in Bharatpur
ଥାନାବାଲା ମୋ ଭାଇକୁ ମାରିଦେଲା

ଏ_ଥାନାବାଲା_ମୋ_ଭାଇକୁ_ମାରିଦେଲା’ 'ମୋ ଭାଇ ଆଉ ନାହିଁ...ଥାନାକୁ ଆସିଥିଲା ଅଭିଯୋଗ କରିବାକୁ ଏ ପୋଲିସ ଆମ କଥା ଶୁଣିଲାନି...କହିଲା ତମେ ମିଛି କହୁଛ। ଏ ଥାନାବାଲାଙ୍କ ଲାଗି ମୋ ଭାଇ ମରିଯାଇଛି।'

ମୋ ପୋଲିସ୍ ପୁଅକୁ ଖୋଜିଆଣ
Missing Constable Biswajit Nayak: ଦେଢ଼ ମାସ ବିତିଲା, ମିଳିଲାନି କନେଷ୍ଟବଳ ପୁଅର ପତ୍ତା

ଆଜିକୁ ଦେଢମାସ ହେବ ନା ତା ମୁହଁ ଦେଖିଛନ୍ତି ନା ତା ବାପା ବୋଉ ଡାକ ଶୁଣିଛନ୍ତି । ତା ପତ୍ତା ମିଳୁ ନଥିବାରୁ ଘରେ ଚୁଲି ମଧ୍ୟ ଜଳୁନି ।

Odisha Police Allowance
Odisha Police Allowance: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦୁଇଗୁଣା ବଢ଼ିଲା

ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କା, SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି ।

Deadbody
Murder of Minor Boy in Odisha: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ

ଗତ ୧୩ ତାରିଖ ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲା ଆଶୀର୍ବାଦ। ହେଲେ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ମିଳିନଥିଲା।

 Pihu missing case
Pihu Missing Case: ଆକ୍ଟିଭ୍‌ ଓଡ଼ିଶା ପୋଲିସ... ଫେରିଲା କେଶବ, ପିହୁ ଫେରିବ କେବେ ?

ଗୋଟେ ମା’ ତା’ ଦେଢ଼ ବର୍ଷର ପୁଅକୁ ପାଇ ଖୁବ୍‌ ଖୁସି । ଆଉ ଗୋଟେ ମା’ ତା’ ଝିଅର ଅପେକ୍ଷାରେ କାଟି ସାରିଲାଣି ୫ ବର୍ଷ । ଜଣେ ନିଜ ସନ୍ତାନକୁ ପାଇ ଆତ୍ମହରା । ଆଉ ଜଣେ ନିଜ ଝିଅକୁ ଝୁରି ଝୁରି ସରକାରକୁ ମାଗି ଚାଲିଛି ନ୍ୟାୟ ।

ସମ୍ବଲପୁରରେ ଏନକାଉଣ୍ଟର
Sambalpur Police Encounter: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ ।

Odisha Police Encounter Strategy
Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

Odisha Police Encounter Strategy
Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

Woman Constable Found Hanging in Police Barracks in Balasore
Woman Constable : ପୋଲିସ ବାରାକରେ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ...

ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ୱର ପୋଲିସ ବାରାକରେ ଘଟିଛି ଦୁଃଖଦ ଘଟଣା।

ଅନୁଗୁଳରେ ଏନକାଉଣ୍ଟର
Encounter in Angul: ଅନୁଗୁଳରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର

ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍‌ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍‌ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।

Encounter
Encounter: ଚକ୍ରବ୍ୟୁହରେ ଫସିଗଲା ଝାମୁ; ପୋଲିସ କଲା ଏନକାଉଣ୍ଟର

ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ ଗୋଡ଼ରେ ଗୁଳି ବାଜିଥିଲା ।

murder
Husband Killed Wife: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ

ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।

Crime in Odisha
କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ

ଓଡ଼ିଶାରେ ଆଇନ୍‌  ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍‌  ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧୀକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି ।

ଆନ୍ଧ୍ର ପୁଅ ସହ ନିର୍ବନ୍ଧ, ସୁନା-ଗହଣା ଧରି ଚମ୍ପଟ ।
Fraud Bride: ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍; ବାନ୍ଧିଲା ପୋଲିସ୍

ମାଆ,ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।