• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Government

New Bhubaneswar
New Bhubaneswar: ନୂଆ ଭୁବନେଶ୍ବର ନିର୍ମାଣକୁ ନେଇ ଉତ୍କଣ୍ଠା, ନୂଆ ଟାଉନ୍ କିଭଳି ହେବ ଆସିଲା ତଥ୍ୟ

ରାଜଧାନୀ ପ୍ରତିଷ୍ଠାର ୭୭ବର୍ଷ ପରେ ନୂଆ ଭୁବନେଶ୍ୱର ନିର୍ମାଣର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏବେ ପ୍ରଶ୍ନ କେମିତି ରହିବ ଏହାର ରୂପରେଖ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି-ଏକ ପରିପୂର୍ଣ୍ଣ ସହର ନିର୍ମାଣ ଲାଗି ସିଙ୍ଗାପୁରର ଏକ ସଂସ୍ଥାକୁ ଡିପିଆର ଦାୟିତ୍ବ ଦିଆଯାଇଛି। ତେବେ ସରକାରଙ୍କ ଉଦ୍ୟମକୁ ଟାଉନ ପ୍ଲାନର ସ୍ବାଗତ କରିଥିବାବେଳେ ବାସ୍ତବ ରୂପ ନେବା ବାଟରେ ଅନେକ ଚ୍ୟାଲେଞ୍ଜ୍ ଆସିବ ବୋଲି କହିଛନ୍ତି।

Press Accreditation
Press Accreditation: ୧୯ ବର୍ଷ ଧରି ଅଚଳ ଓଡ଼ିଶା ପ୍ରେସ୍ ଆକ୍ରିଡିଟେସନ୍ କମିଟି, ସାମ୍ବାଦିକଙ୍କ ଭିତରେ ବଢୁଛି ଅସନ୍ତୋଷ

ପ୍ରତି ଦୁଇ ବର୍ଷରେ ଅଧିସ୍ୱୀକୃତି କମିଟି ଗଢ଼ାଯିବାକୁ ନିୟମ ରହିଥିବାବେଳେ ଦୀର୍ଘ ୧୯ ବର୍ଷ ହେଲା କମିଟି ଗଢ଼ାଯାଇନାହିଁ। ମନମର୍ଜିରେ କିଛି ସାମ୍ବାଦିକଙ୍କୁ ଆକ୍ରିଡିଟେସନ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଉ ଏହାର ଫାଇଦା ନେଇ ମୁଖ୍ୟ ଧାରାରେ ନଥିବା ଅନେକ ଅଧିସ୍ୱୀକୃତି ହାତେଇଥିବା କୁହାଯାଉଛି।

Next Gen GST Reforms
Next Gen GST Reforms: କ'ଣ ଫାଇଦା ପାଇବ ଓଡ଼ିଶା ? ଦେଢ ହଜାରର କୋଟିର କ୍ଷତି ସହିବେ ସରକାର

GST ସଂସ୍କାର ବା ନେକ୍ସଟ ଜେନ୍ GST ରିଫର୍ମକୁ ସମର୍ଥନ ଜଣାଇ କ'ଣ ପାଇଲା ଓଡ଼ିଶା ? ଏଥିରୁ ରାଜ୍ୟର କେଉଁ ବର୍ଗ ପାଇବେ ଅଧିକ ଫାଇଦା ? ବଡ଼କଥା ହେଉଛି ଏହା ଲାଗୁ ହେଲେ ଓଡ଼ିଶା ସରକାର କେବଳ ଲାଭ ପାଇବେନି, କ୍ଷତି ବି ସହିବେ। ହଜାରେରୁ ଦେଢ଼ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଆକଳନ କରାଯାଉଛି।

CM VISIT TO DELHI
CM Delhi Visit: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ସିଏମ୍ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Shri Mandir Management Committee
ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ତାଲିକାରେ ୧୦ ସଦସ୍ୟ

୧୦ ଜଣିଆ ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଟିରେ ସ୍ଥାନ ପାଇଛନ୍ତି ୧୦ ଜଣ ସଦସ୍ୟ ।

Krushna Chandra Mohapatra
New NAC: ୩୧ରେ ଘୋଷଣା ହେବ ରାଜ୍ୟର ଆଉ ୯ ନୂଆ NAC

ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ । ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

New 800 Cyclone Shelters
800 New Cyclone Shelters: ରାଜ୍ୟରେ ନିର୍ମାଣ ହେବ ଆଉ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ

ରାଜ୍ୟରେ ନିର୍ମାଣ ହେବ ଆଉ ୮ ଶହ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ । ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Odisha Assembly Monsoon Session from Sept 18
Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମଗାଯିବ ବୋଲି କହିଛନ୍ତି ବିରୋଧୀ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ ।

Workshop on Human Elephant Coexistence
Human Elephant Coexistence: ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ଥାପନ ହେଲା Center for Species Survival Asian Elephant । ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Subhadra Scheme
Subhadra Scheme:ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା, ୧ କୋଟି ହିତାଧିକାରୀଙ୍କୁ ତୃତୀୟ କିସ୍ତି

ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଏକାବେଳେ ତିନିଟି କିସ୍ତି ପ୍ରଦାନ କରାଯାଇଛି।

Women Allowed Night Shifts in Pvt Firms
Women Allowed Night Shifts in Pvt Firms: ନାଇଟ୍ ସିଫ୍ଟ କରିପାରିବେ କର୍ମଜୀବୀ ମହିଳା; ନୂଆ ଗାଇଡଲାଇନ୍ ଜାରି କଲା ଶ୍ରମ ବିଭାଗ...

ନାରୀ ସଶକ୍ତିକରଣ ସହ ସୁରକ୍ଷାକୁ ସରକାରଙ୍କ ଗୁରୁତ୍ବ । ଘରୋଇ ପ୍ରତିଷ୍ଠାନ ବା ବ୍ୟବସାୟ କେନ୍ଦ୍ରରେ ମହିଳାମାନେ ରାତ୍ରିକାଳୀନ ସିଫ୍ଟ ରେ ଡ୍ୟୁଟି କରିପାରିବେ। ଏଥିପାଇଁ ସେମାନଙ୍କୁ ସହମତି ପତ୍ର ଦେବାକୁ ପଡ଼ିବ। ଏ ନେଇ ଗାଇଡ୍ ଲାଇନ୍ ଜାରି କରିଛି ଶ୍ରମ ବିଭାଗ।

Outsourcing Rule Enforced
Outsourcing Rule Enforced: ସରକାରୀ କଳରୁ ଛାଡ଼ୁନି 'ଆଉଟସୋର୍ସିଂ' ଭୁତ

ସରକାରୀ କଳରୁ ହଟି ପାରୁନି ଆଉଟସୋର୍ସିଂ ଓ କନସଲଟାନ୍ସି ବ୍ୟବସ୍ଥା। ରୋକ୍ ଲଗାଇପାରୁନି ମୁଖ୍ୟମନ୍ତ୍ରୀଙ୍କ ତାଗିଦ! ଅର୍ଥ ବିଭାଗର ଲଗାମ ବି ଫେଲ୍।

HE Department on Shaktishree
Shaktishree: 'ଅଗଷ୍ଟ ୪ ସୁଦ୍ଧା 'ଶକ୍ତିଶ୍ରୀ' ସଂଯୋଜିକା ଦାୟିତ୍ୱ ଦିଅ'

ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ 'ଶକ୍ତିଶ୍ରୀ' ସଂଯୋଜିକା। ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ। ଅଗଷ୍ଟ ୪ ସୁଦ୍ଧା ଜଣେ ଅଧ୍ୟାପିକାଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ। 

Subhadra Yojana
Subhadra Yojana: ୯ରେ ମିଳିବ ସୁଭଦ୍ରା ଟଙ୍କା

ଅଗଷ୍ଟ ୯, ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରା ଟଙ୍କା। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

ବାଲେଶ୍ୱରରୁ ବଳଙ୍ଗା
Where is Fault : ବାଲେଶ୍ୱରରୁ ବଳଙ୍ଗା...କେଉଁଠି ରହିଲା ତ୍ରୁଟି ?

ପୂର୍ବରୁ ବିଜେଡି ସରକାର ସମୟରେ ସୋସିଆଲ ମିଡିଆ ‘ଟ୍ୱିଟ’ ବିଷୟରେ ରାଜ୍ୟବାସୀ ବିଶେଷ ଅବଗତ ହେଲେ ଯେତେବେଳେ କରୋନା ସମ୍ପର୍କିତ ଅପଡେଟ୍ ପ୍ରକାଶ ପାଉଥିଲା । କ୍ୱାରେନଟାଇନ, କଂଟେନମେଂଟ, ନିର୍ଦ୍ଦେଶାବଳୀ, ଆକ୍ରାନ୍ତଙ୍କ ତଥ୍ୟ ସୂଚନା ଆଦି ସରକାର ‘ଟ୍ୱିଟ’ ମାଧ୍ୟମରେ ପ୍ରକାଶ କରୁଥିଲେ । ପରବର୍ତ୍ତୀ ସମୟରେ ‘ଟ୍ୱିଟ’ ସରକାରଙ୍କ ସୂଚନା ପ୍ରଦାନର ପ୍ରମୁଖ ମାଧ୍ୟମ ଭାବରେ ପରିଗଣିତ ହୋଇଥିଲା ।

Mohan Majhi Government
Challenge Before CM: ଜନ ପ୍ରତିନିଧି ଓ ଅଫିସରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବଡ଼ ଚାଲେଞ୍ଜ, ମୋହନ ସରକାର କରିବେ କ'ଣ ?

ରାଜ୍ୟର ଓଏଏସ୍ ଅଫିସର୍ ସଂଘ ସମୂହ ଛୁଟି ନେଇ ରାଜ୍ୟ ଶାସନରେ ଏକ ଅଚଳ ଅବସ୍ଥା ସୃଷ୍ଟି କରିଥିଲେ । ଓଏଏସ୍ ସଂଘକୁ ସମର୍ଥନ କରି ରାଜସ୍ୱ ଅଫିସର୍ ସଂଘ ଏପରିକି ଇଂଜିନିୟରିଂ ସଂଘମାନେ ମଧ୍ୟ ସମର୍ଥନ ଜ୍ଞାପନ କରିଥିଲେ । ୩ ଦିନ ପରେ ଶେଷରେ ଦଳ ଓ ସରକାରଙ୍କର ପରାମର୍ଶ କ୍ରମେ ଶ୍ରୀ ପ୍ରଧାନ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ଏହି ଘଟଣାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ଶାସନଗତ ସଂକଟ ଦୂର ହେଲା।

Service Disruption
Service Disruption: ବାବୁଶୂନ୍ୟ ସରକାରୀ ଅଫିସ, ଲୋକେ ନାକେଦମ୍

ଲଗାଣ ବର୍ଷା ଭିତରେ ବି ଇନକମ୍ ସାର୍ଟିଫିକେଟ ପାଇଁ ଆସିଥିଲେ ଜଣେ ବୟସ୍କ ବ୍ୟକ୍ତି । କିନ୍ତୁ ବାବୁ ନାହାଁନ୍ତି ବୋଲି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏକଥା ଶୁଣି ତହସିଲଦାରଙ୍କ ଚାମ୍ବରକୁ ଯାଇଥିଲେ ଆମ ପ୍ରତିନିଧି, କିନ୍ତୁ ବାବୁମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଛନ୍ତି।

Ration Card
Ration Card: ଆଉ ଘୁଞ୍ଚିବନି ଡେଡଲାଇନ୍ , E-KYC କରିନଥିଲେ ଜୁଲାଇରୁ ମିଳିବନି ଚାଉଳ

ଆଜି ସୁଦ୍ଧା କେୱାଇସି ଅପଡେଟ୍ କରିନଥିଲେ, ସସପେଣ୍ଡ ହେବ କାର୍ଡ। ୩ ମାସ ପାଇଁ ବନ୍ଦ କରାଯିବ ରାସନ। ଆଉ ତା ଭିତରେ କେୱାଇସି କଲେ ପୁନଃ ସଚଳନ କରାଯିବ। ନହେଲେ 3 ମାସ ପରେ ପୁରା କାର୍ଡ କଟିଯିବ।

Security at Lovers’ Points
Security at Lovers’ Points: ପ୍ରେମ ପକ୍ଷୀଙ୍କ ପାଇଁ ଆଉ କଣ୍ଟା ସାଜିବେନି ଅସାମାଜିକ; ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା...

ସୁରକ୍ଷା ବଳୟରେ ରହିବ ଲଭର୍ସ ପଏଣ୍ଟ, ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା। ଗୋପାଳପୁର ଲଜ୍ଜା ପରେ ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି।

Action On Private Bank
Action On Private Bank: କାହିଁକି ୩ ବ୍ୟାଙ୍କ ସହ କାରବାର ବନ୍ଦ କଲେ ମୋହନ ସରକାର ?

ବ୍ୟାଙ୍କଗୁଡ଼ିକୁ ମୋହନ ସରକାରଙ୍କ କଠୋର ସନ୍ଦେଶ । ରାଜ୍ୟ ସରକାରଙ୍କ ସହ ବ୍ୟବସାୟ କରିବାକୁ ହେଲେ, ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀକୁ ଗୁରୁତ୍ୱ ଦିଅ । ଏହି କାରଣରୁ HDFC, ICICI ଓ AXIS ବ୍ୟାଙ୍କ୍ ସହ ସରକାରୀ ଆର୍ଥିକ କାରବାର ବନ୍ଦ କଲେ ରାଜ୍ୟ ସରକାର ।

PM Narendra Modi
PM Modi In Odisha: ଓଡ଼ିଶା ଆସିବାକୁ ଆମେରିକା ଗଲେନି ମୋଦି, ଟ୍ରମ୍ପଙ୍କୁ କହିଲେ ମହାପ୍ରଭୁଙ୍କ...

ଭୁବନେଶ୍ୱରର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି । ଓଡ଼ିଶା ଆସିବା ପାଇଁ ମୁଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କଲି ବୋଲି କହିଲେ ମୋଦି ।

PM Modi
PM Modi Odisha Visit: ୨୦ରେ 'ବିକଶିତ ଓଡ଼ିଶା'ର ନିଅଁ ପକାଇବେ ମୋଦି

ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର । 

Aadhaar
Aadhaar Card: ସରକାରୀ ସୁବିଧା ପାଇଁ ଆଧାର ବାଧ୍ୟତାମୂଳକ

ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । କାମ ଦେବନି ଭୋଟର କାର୍ଡ କି ଡିଏଲ୍ କିମ୍ବା ପାସ୍ ବୁକ୍ । ଭୂତ ହିତଧିକାରୀଙ୍କ ଉପରେ କଡ଼ା ପ୍ରହାର । ଜମି କିଣାବିକା ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଇନ୍କମ୍ ସାର୍ଟିଫିକେଟ୍ ଯାଏ ବିନା ଆଧାରରେ କାମ ଆଗେଇବ ନାହିଁ ।

Vikas Bahan
Vikas Bahan In Odisha: ମୋହନ ସରକାରକୁ ବର୍ଷେ, ରାଜ୍ୟରେ ବୁଲିବ ବିକାଶ ବାହନ

ମୋହନ ସରକାରଙ୍କ ବର୍ଷକର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ପ୍ରଚାର ପ୍ରସାର କରିବ । ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

1 Year of BJP Rule in Odisha
1 year of BJP rule in Odisha: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

୧୨ ଜୁନ ୨୦୨୪ରେ ଓଡିଶା ପାଇଥିଲା ନୂଆ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ। ଆଜି ମୋହନ ସରକାରକୁ ପୂରଣ ହୋଇଛି ଗୋଟିଏ ବର୍ଷ। ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୦ ତାରିଖରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।