ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ? କେତେ ଦହଗଞ୍ଜ ସାଧାରଣ ମଣିଷ ? ନ୍ୟାୟ ପାଇଁ ବାରମ୍ବାର ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଦୌଡିଥିଲେ ବି ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି । ସମାନ ଅବସ୍ଥା ରାଜ୍ୟ ଶିଶୁ ସୁରକ୍ଷା କମିଶନରେ । ଫଳରେ ପୀଡିତାଙ୍କ ଆଖିରୁ ଲୁହ ଶୁଖୁନି କି ଅକୁହା କୋହ ସହି ହେଉନି ।
ଫରେଷ୍ଟର ଶିଶିର ସାହୁଙ୍କ ହତ୍ୟା ପଛରେ ରହିଛି ପରକିୟା ପ୍ରୀତି । ସ୍ୱାମୀଙ୍କ ଅନୈତିକ ପ୍ରେମରେ ପତ୍ନୀ ଅତିଷ୍ଠ ଥିବାବେଳେ ସବୁବେଳେ ଲାଗି ରହୁଥିଲା ପାରିବାରିକ କଳହ। ଆଜି ସକାଳୁ ଫରେଷ୍ଟରଙ୍କ ଅଧା ପୋଡ଼ା ମୃତଦେହ ମିଳିଥିଲା ।
ନିଶା ଖାଇବାକୁ ମା’ ଟଙ୍କା ନ ଦେବାରୁ ବୀଭତ୍ସ ହତ୍ୟା । ଫାଉଡା ଚୋଟରେ ମାଆର ଜୀବନ ନେଲା ରକ୍ଷସ ପୁଅ । ପୁରୀ ଜିଲ୍ଲା ସଦର ସମଙ୍ଗରାରେ ଘଟିଛି ଏହି ହତ୍ୟାକାଣ୍ଡ ।
କଟକ ବୟାଳିଶ ମୌଜା ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍ ଗିରଫ । ବିହାର ମୁଙ୍ଗେରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।
ବାହାରେ ରକ୍ତ, ଘରେ ରକ୍ତ । ଯୁଆଡେ ଦେଖିବ ସିଆଡେ କେବଳ ରକ୍ତ । ଭାତ କଂସାରେ ପଡିଛି ରକ୍ତ ଛିଟା । ଖାଉଥିବା ବେଳେ ଟାଙ୍ଗିଆରେ ହାଣି ଦେଲେ ପଡ଼ୋଶୀ । ସ୍ତ୍ରୀ ଓ ଝିଅ ଆଗରେ ଅତି ନୃଶଂସ ଭାବେ ଚୈତନ୍ୟ ଶବରଙ୍କ ନେଇଗଲେ ଜୀବନ। କେହି କିଛି ବୁଝାବା ଆଗରୁ ଉଜୁଡିଗଲା ହସଖୁସିର ସଂସାର ।
ଜ୍ବାଇଁର ବୋମା ମାଡ଼ରେ ଥରିଲା ଶ୍ବଶୁର ଘର। ସ୍ତ୍ରୀକୁ ନବକୁ ବାଇକରେ ଗ୍ୟାଙ୍ଗ ନେଇ ଆସିଲା। ରାତି ଅଧିରେ ବମିଂ କରି ଛିନ ଛତ୍ର କରିଦେଲା ।
ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟରେ ଇସିଜି ରିପୋର୍ଟ ବିଷୟରେ କିଛି ତଥ୍ୟ ନଥିଲା
ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।
ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।
ସମ୍ବଲପୁରରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଚୋର ଗ୍ୟାଙ୍ଗ । ବିଳମ୍ବିତ ରାତିରେ ସେମାନେ ବିଭିନ୍ନ ଘରକୁ ଘର ପଶୁଛନ୍ତି ।
ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।
ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର ।
ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ ପୋଲିସକୁ କାମୁଡ଼ି ଖସିଗଲା । କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଘଟଣା । ଗିରଫ କରି ନେବାବେଳେ ପୋଲିସକୁ ଆକ୍ରମଣ ସହ କାମୁଡ଼ିଲା ଅଭିଯୁକ୍ତ ।
ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍ପି । ଜଣେ ଅତିରିକ୍ତ ଏସ୍ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।
ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ୫ଲକ୍ଷ ଟଙ୍କାର ସୁନା ଚେନ୍ ଧରି ଚମ୍ପଟ ନକଲି ନାଗା ସାଧୁ... କେଉଁଠୁ ଆସିଥିଲେ, କୁଆଡ଼େ ଗଲେ ଫଟୋ ଧରି ପୋଲିସ୍ ର ତନାଘନା...
ଭୁବନେଶ୍ୱରରେ ମହିଳା ପୋଲିସ ଏସ୍ଆଇଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇଛି
ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।
ଗୁଣ୍ଡାଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ୍ ଆଣିବେ ରାଜ୍ୟ ସରକାର। ସଂଶୋଧନ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠା ପ୍ରସ୍ତାବ ପଠାଇଛି ଗୃହ ବିଭାଗ । ପୋଲିସ ନୂଆ ଆଇନକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ଦୋଷୀଙ୍କୁ ଦଣ୍ଡ ବିଧାନ କରିବା ଏକ ବଡ ଚ୍ୟାଲେଞ୍ଜ ହେବ I
ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି ।
ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି।
ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ
ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି ବୋହୂ। ଏମିତି ଅଭିଯୋଗ ଆସିଛି ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ
ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲା।