• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Assembly

Assembly security
Assembly Security : ବିଧାନସଭାରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା, ଜଗିବେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ

ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ । CCTV ସରଭିଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗିରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।

Odisha Assembly Monsoon Session from Sept 18
Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମଗାଯିବ ବୋଲି କହିଛନ୍ତି ବିରୋଧୀ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ ।

ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ
Monsoon Session: ସରକାର ମୌସୁମୀ ଅଧିବେଶନ ଡାକିବାକୁ କାହିଁକି ଡରୁଛନ୍ତି ?

ବିଧାନସଭା ମୌସୁମୀ ଅଧିବେଶନ ବିଳମ୍ବକୁ ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲେ ବିରୋଧୀ।

ODISHA POLITICS
Big Upadate : ଏକାଠି ହେବେ କି ବିଜେଡି-କଂଗ୍ରେସ, ଅନାସ୍ଥା ପ୍ରସ୍ତାବ ବଢାଇଲା ଚର୍ଚ୍ଚା

ପିସିସି ସଭାପତି ଭକ୍ତ ଦାସ ଅନାସ୍ଥା ପ୍ରସ୍ତାବ ଦେବା ପରେ ସରଗରମ ରାଜ୍ୟ ରାଜନୀତି। ଭକ୍ତଙ୍କ ବଡ଼ ବୟାନ ପରେ ଏବେ ପ୍ରଶ୍ନ ବିଜେପି ବିରୋଧରେ ଏକ ହେବେ କି ବିଜେଡି ଓ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ, ଆଉ ଏହାକୁ ଆମେ ସମର୍ଥନ ଦେବୁ ବୋଲି କହିଛନ୍ତି ଭକ୍ତ। ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନ ଦେଉ ବୋଲି ଭକ୍ତ ସିଧା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ରାଜ୍ୟ ରାଜନୀତି
Odisha Budget Session : କେମିତି ଥିଲା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ...କାହାର ହେଲା ଫାଇଦା

କଗ୍ରେଂସ ସଦସ୍ୟମାନଙ୍କ ଉପରେ ଦୃୃୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗୃହରେ ଏକ ପ୍ରକାର ଶାନ୍ତି ଫେରିଲା । ‘ବିରିମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ବିଜେଡ଼ି ସଦସ୍ୟମାନେ ଶାନ୍ତ ପଡ଼ିଗଲେ । ବୋଧହୁଏ ସେମାନେ କେଉଁଠି ନା କେଉଁଠି ଅନୁଭବ କଲେ ଯେ ସରକାରଙ୍କ ସହିତ ଆଉ ମୁକାବିଲାମୂଳକ ପରିସ୍ଥିତିର ସାମ୍ନା କରିପାରିବେ ନାହିଁ ।

Prabhati Parida
Odisha Politics: ଏମିତି ରାତି ଅଭୁଲା ସ୍ମୃତି

ରାତିସାରା ଅନିଦ୍ରା ରହି ବିଲ ପାରିତ କରିବା ଥିଲା ନୂଆ ଅନୂଭୁତି। ବିରୋଧୀଙ୍କୁ କହିବାର ସୁଯୋଗ ମିଳିଲା। ସଂଖ୍ୟାଧିକ ବିଧାୟକ ଉପସ୍ଥିତ ଥିଲେ। କାହା ମୁହଁରେ ହାଲିଆ ହେବାର ଛାପ ନଥିଲା ।

ସାରାରାତି ଚେଇଁଲା ବିଧାନସଭା
୨୨ ବର୍ଷ ପରେ ସାରାରାତି ଚାଲିଲା ବିଧାନସଭା

ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।

‘ନିୟନ୍ତ୍ରଣରୁ ମୁକ୍ତ ହେବ ୟୁନିଭର୍ସିଟି’
ପାରିତ ହେଲା ‘ବିଶ୍ବବିଦ୍ୟାଳୟ’ ବିଲ୍

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।

ଗତ ସରକାରର ପାପ ଧୋଇଦେଲୁ
ରାତି ତମାମ ଚାଲିଲା ବିଧାନସଭା

ବିଧାନସଭା ଇତିହାସରେ ଆଉ ଏକ ରେକର୍ଡ । ଦୁଇ ଦଶନ୍ଦି ପରେ ରାତି ତମାମ ଚାଲିଥିଲା ବିଧାନସଭା । ୧୨ ଘଣ୍ଟାର ଘମାଘୋଟ ଆଲୋଚନା ପରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ପାରିତ ।

ଏମିତି ରାତି ଅଭୁଲା ସ୍ମୃତି
ଏମିତି ରାତି ଅଭୁଲା ସ୍ମୃତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାତି ତମାମ ବିଧାନସଭାରେ ରହି ଦୁଇ ପ୍ରମୁଖ ବିଲ ଆଲୋଚନାରେ ଭାଗ ନେଇ ନିଜର ଅନୁଭୁତି ବଖାଣି ଥିଲେ।

ସାରାରାତି ଚେଇଁଲା ବିଧାନସଭା
Assembly: ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ, ୨୨ ବର୍ଷ ପରେ ସାରାରାତି ଚାଲିଲା ବିଧାନସଭା

ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।

‘ନିୟନ୍ତ୍ରଣରୁ ମୁକ୍ତ ହେବ ୟୁନିଭର୍ସିଟି’
Universities Amendment Bill: ପାରିତ ହେଲା ‘ବିଶ୍ବବିଦ୍ୟାଳୟ’ ବିଲ୍; ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।

Odisha Assembly
Assembly: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Assembly
Assembly: ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ରାତିରେ ଚାଲିଛି ବିଧାନସଭା
Assembly: ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା, ରାତିରେ ବି ସରଗରମ ଆଲୋଚନା

ବିରୋଧୀ ଦଳ ବିଧାୟକମାନେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ପାରିତ କରିବା ନେଇ ଯୁକ୍ତି ବାଢୁଛନ୍ତି । ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ବିଧାନସଭାରେ ଘମାଘୋଟ ଆଲୋଚନା ଚାଲିଛି ।

chura
ଆମେ କଣ ଚୁର?

ଆମେ କଣ ଚୁର? ତାଲା ଖୋଲ ଆମେ ଭିତରକୁ ଯିବୁ। କିଏ କହିଛି ତାଲା ପକାଇବାକୁ

Odisha Assembly Proceedings Running Smoothly Today
ଆଜି ସୁରୁଖୁରରେ ଚାଲିଛି ବିଧାନସଭା

ଯୁଦ୍ଧ ପରେ ପରିସ୍ଥିତି ଶାନ୍ତ ! ଆଜି ସୁରୁଖୁରରେ ଚାଲିଛି ବିଧାନସଭା। ମନ୍ତ୍ରୀ ପଢୁଛନ୍ତି ଚିଠା।

ସବୁ ପଡ଼ା ହେବ ରାଜସ୍ବ ଗାଁ ।
All Villages To Get Revenue Status: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

ଖୁବ୍‌ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍‌କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି ।

congress
Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି।

ପଡ଼ା ଥିଲା, ଗାଁ ହେଲା
Revenue Village: ବର୍ଷେ ଭିତରେ ୨୬୩ ପଡ଼ା ଗାଁ ‘ରାଜସ୍ୱ ଗାଁ’ରେ ପରିବର୍ତ୍ତନ

ବୋର୍ଡ ଅଫ ରେଭିନ୍ୟୁ ୧୦୫୩ ଗାଁକୁ ରାଜସ୍ୱ ଗାଁ ଭାବେ ଘୋଷଣା କରିଛି । ବିଗତ ସରକାରରେ ଧିମା ପ୍ରକ୍ରିୟା ପାଇଁ ମାତ୍ର ୩୦୭ ଗାଁ ଭୂଲେଖରେ ଅପଲୋଡ୍‌ ହୋଇଛି ।

ଘାଟାରେ ଚାଲୁଛି OSRTC
OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ।

‘ଅପବିତ୍ର ଗୃହକୁ ପବିତ୍ର କରୁଛୁ’
Odisha Assembly: ବିଧାନସଭା ଭିତରେ ଓ ବାହାରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିବାଦ, ବିଜେପି କହିଲା...

ବିଧାନସଭା ଅପବିତ୍ର ନୁହେଁ, ସେମାନେ ଅପବିତ୍ର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ଆମେ ମହାକୁମ୍ଭରୁ ପବିତ୍ର ଜଳ ଆଣିଛୁ ।

Ex CM Naveen Patnaik
Ex CM Naveen Patnaik: ଚାଲିଛି ରାଜନୀତି ପାଲା, ନବୀନ ଲଗାଇଛନ୍ତି ସବୁ ନାଟ !

କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । 

କିଏ ନେଲା ତାରାଙ୍କ ସୁନା ଚେନ୍‌ ?
Tara Prasad Bahinipati: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍‌ ?

ପ୍ରତିବାଦ ଭିତରେ ହଜିଗଲା ତାରାଙ୍କ ସୁନା ଚେନ୍‌ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍‌ ହଜଚିବାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମାଦେଇ ସୁନା ଚେନ୍‌ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି ।

କଂଗ୍ରେସର B ଟିମ୍‌ ବିଜେଡି
କଂଗ୍ରେସର ଆଗ୍ରେସିଭ ମୁଡ୍, ଦିଶାହୀନ ହୋଇଛି ବିଜେଡି

୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।