Tag: Obscene Video

5 Arrested For Blackmailing After Forcefully Filming Obscene Video
ଜୋର ଜବରଦସ୍ତ କରି ପାହାଡ଼ ଉପରେ ଅଶ୍ଳୀଳ ଭିଡିଓ ଶୁଟ୍‌ କଲେ, ତା’ ପରେ...

ଶୁଟ୍‌ କରିଥିବା ଅଶ୍ଳୀଳ ଭିଡିଓ ଦେଖାଇ ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରିବା କରିଥିଲେ ଅଭିଯୁକ୍ତ। ୫୦ ହଜାର ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇଥିଲେ ଅଭିଯୁକ୍ତମାନେ।

kiss
ଚୁମ୍ବନ ଫଟୋ ଭାଇରାଲ୍ ଘଟଣା : ଯୁବକ କୋର୍ଟ ଚାଲାଣ

ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି। ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।