• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nilagiri

Nilagiri
ମନମୋହୁଛି ନୀଳଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ; ବଢୁଛି ପର୍ଯ୍ୟଟକଙ୍କ ଭିଡ

ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଜ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।

Cyclone Jawad  |  Rains Damage Paddy Crops In Nilagiri, Balasore
ଆଣ୍ଠୁଏ ପାଣିରେ ଭାସୁଛି ବର୍ଷକର ଆହାର

ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.

63 Chicken Allegedly Dead Due To DJ Music In Nilagiri
DJ ମ୍ୟୁଜିକ୍‌ରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା

ଡିଜେ ମ୍ୟୁଜିକ୍‌ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି।

Elephant Scare In Nilagiri Sounds Alarm Among Farmers
କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ?

କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ? ବର୍ଷ ସାରା ପରିଶ୍ରମ କଲେ, କିନ୍ତୁ ଧାନ ପାଚିବା ପୂର୍ବରୁ କାହିଁକି କାଟିନେଲେ ?

Dog head stuck in plastic jar
ଡବା ମୁହଁରେ ପଶିଯାଇଛି କୁକୁର ମୁହଁ

ବୁଲା କୁକୁରଟି ବହୁତ୍ କଷ୍ଟ ପାଉଛି। ଦୀର୍ଘ ଏକ ସପ୍ତାହ ହେବ ଗାଁରେ ଏହି କୁକୁରଟି ବୁଲୁଛି। ମୁହଁଟି ପଶିଯାଇଛି ବୋତଲ ଭିତରେ। ଗାଁ ଲୋକେ ଖୋଲିବାକୁ ବାରମ୍ବାର ଚେଷ୍ଟା କଳାପରେ ବି କିଛି ସୁଫଳ ହେଉନି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବଡ଼ବିଲ ଗ୍ରାମର

Corruption Alleged In Insecticide Spray Machine In Nilagiri
ବିଲ୍ କରି ଟଙ୍କା ଚଳୁ ଚାଷୀ ପାଇନାହାନ୍ତି ମେସିନ୍

ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।

Special Story | Village Girl In Nilagiri Earns Fame For Her Creative Art From Broken Earthen Pot
ଖପରା କଳାର ଗାଁ ବାବନ୍ଧ, ନୂଆ ପରିଚୟ ଦେଲା କୁନିଝିଅ ସିଲି

କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ କହୁଛନ୍ତି ଖପରା କଳାର ଗାଁ।

Pythons Found Coiled In Trees In Nilagiri
ଜନବସତି ଅଞ୍ଚଳରେ ଥିବା ଗଛରେ ଝୁଲୁଛି ବିରାଟକାୟ ଅଜଗର..

ନୀଳଗିରି ବ୍ଲକ ରିଙ୍ଗପୁର ଗାଁରେ ସକାଳୁ ସକାଳୁ ଲୋକେ ଏଇ ଅଜଗରଟିକୁ ଦେଖିଥିଲେ.. ବିରାଟ ଅଜଗରଟି ଶାଳ ଗଛ ଉପରକୁ ଚଢୁଥିବା ଦେଖି ଗାଁ ଲୋକେ ଭିଡିଓ ଉଠାଇଥିଲେ..

Religious Institutions Reopen In Balasore
କରୋନା କଟକଣା ମଧ୍ୟରେ ନୀଳଗିରିରେ ଆଜିଠୁ ଖୋଲିଛି ବିଭିନ୍ନ ମନ୍ଦିର

ଆଜିଠୁ ଖୋଲିଛି ନୀଳଗିରିରେ ବିଭିନ୍ନ ମନ୍ଦିର । ଏନେଇ ଜିଲ୍ଲା ପ୍ରସାଶନ ପୂର୍ବରୁ ଅନୁମତି ଦେଇ ଥିଲା । ଗାଇଡ ଲାଇନ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ । କରୋନାର ଦ୍ବିତୀୟ ଲହରଠାରୁ ବନ୍ଦ ଥିଲା ସମସ୍ତ ମନ୍ଦିର । ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ସାନିଟାଇଜ କରାଯାଇଛି । 

raPE-1
ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କଲେ ଅଭିଯୁକ୍ତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]