• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Rules

UPI ନୂଆ ନିୟମ
New Rules For UPI Users: UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ଅଗଷ୍ଟ ୧ରୁ ବଦଳିବ ନିୟମ

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, UPI ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଅର୍ଥାତ୍, ଯଦି ଜଣେ ଗ୍ରାହକ PhonePe ଏବଂ google pay ବ୍ୟବହାର କରନ୍ତି, ତେବେ ସେ ଏବେ ପ୍ରତ୍ୟେକ ଆପରେ କେବଳ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ।

Major Changes
ଆଧାରକାର୍ଡରୁ ଗ୍ୟାସ୍ ସିଲିଣ୍ଡର ଯାଏ, ଆଜିଠୁ ବଦଳିଯିବ ୫ଟି ନିୟମ

ଜୁନ୍ ୧ ଅର୍ଥାତ୍ ଆଜିଠୁ ବଦଳିଯିବ ୫ଟି ନିୟମ । ପରିବର୍ତ୍ତନ ହେବ LPG ସିଲିଣ୍ଡରରୁ ନେଇ କ୍ରେଡିଟ୍‌ କାର୍ଡ, ଆଧାରକାର୍ଡ ଭଳି ନିୟମ । ଯାହାର ପ୍ରଭାବ ପ୍ରତ୍ୟେକ ଘର ଓ ଆପଣଙ୍କ ପକେଟ ଉପରେ ପଡ଼ିବ ।

New Rules For Employees
Office Timing Instructions: ସାଢେ ୫ ଟା ପୂର୍ବରୁ ଛାଡିପାରିବେନି ଅଫିସ, ଏହି କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନିୟମ...

ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡିବା ମନା । ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବା ବାଧ୍ୟତାମୂଳକ ।

New Financial Year
ଆଜିଠୁ ଲାଗୁହେଲା ନୂଆ ଆର୍ଥିକ ବର୍ଷ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ !

ଏପ୍ରିଲ୍‌ ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲାଗୁ ହେଲା ନୂଆ ନିୟମ । ଗ୍ରାହକଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଜାଣି ରଖନ୍ତୁ...

ଅଚଳ ହୋଇଯିବ ଫୋନ୍‌ ପେ’ !
UPI New Rules: କାଲିଠୁ ବନ୍ଦ ହୋଇଯିବ କି ଫୋନ୍‌ ପେ’-ଗୁଗୁଲ୍‌ ପେ’ ?

କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପାଇବେ ।

ଏପ୍ରିଲରୁ ନୂଆ ନିୟମ
Bank Rule: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ

ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।

Major Changes Coming from March 1
ମାର୍ଚ୍ଚପହିଲାରୁ ୬ ପରିବର୍ତ୍ତନ

ମାର୍ଚ୍ଚ ୧ରୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। FD ଫଣ୍ଡଠୁ ନେଇ ସିଲିଣ୍ଡର ପ୍ରାଇସ୍ ଓ GST ସବୁଥିରେ କିକି ପରିବର୍ତ୍ତନ ହେବ ଜାଣନ୍ତୁ।

New Rules for Sim Card
ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷର ତଣ୍ଡ

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । 

OTT Platform
OTT ପ୍ଲାଟଫର୍ମରେ ତମାଖୁ ବର୍ଜନ ଚେତାବନୀ ବାଧ୍ୟତାମୂଳକ, ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।

Indian Railways
ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଯଦି ଆପଣ ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ

Second Marriage,New Rules
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ସରକାରଙ୍କ ବିନା ଅନୁମତିରେ କରିପାରିବେନି ଦ୍ୱିତୀୟ ବିବାହ?

ଏଣିକି ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରଙ୍କ ନେବାକୁ ପଡ଼ିବ ଅନୁମତି। ଯେଉଁ ବିଭାଗରେ କାମ କରୁଥିବେ ସେଇ ବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଜାରି ହେଲା ନିର୍ଦ୍ଦେଶ। ଯଦି ନିୟମ ନମାନିବେ ତେବେ ଏଇ ସବୁ ସୁବିଧାରୁ ବଞ୍ଚିବା ହେବା ସହ ହୋଇପାରେ କାର୍ଯ୍ୟାନୁଷ୍ଠାନ..

New Rule May From Dec 1
ଡିସେମ୍ବର ୧ରୁ ବଦଳିପାରେ ଏହିସବୁ ନିୟମ, ଶସ୍ତା ହୋଇପାରେ LPG ସିଲିଣ୍ଡର

ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

Special Story | Some New Rules From 1st November, It May Impact Your Life Styles
ନଭେମ୍ବର ୧ ତାରିଖରୁ ବଡ଼ ପରିବର୍ତ୍ତନ, ଜୀବନଶୈଳୀ ଉପରେ ପଡ଼ିପାରେ ପ୍ରଭାବ!

ଆସନ୍ତାକାଲିଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳଠାରୁ ପାଠପଢା ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ଯାଉଛି। ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଛି ଏହି ନିୟମ। ସବୁ କିଛି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...