ଦିଲ୍ଲୀର ଓଡ଼ିଶା ଭବନରେ ଓମଫେଡ୍ ଓ କୋରାପୁଟ କଫିର କାଫେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର କେଉଁ କେଉଁ ଦେଶୀ ପ୍ରଡକ୍ଟ ବିକ୍ରି ହେଉଛି ପଚାରିଲେ..ଦେଖନ୍ତୁ...
ଭାରତୀୟ ଉଚ୍ଚାୟୁକ୍ତ ଓ କୂଟନୀତିଜ୍ଞଙ୍କୁ ରନ୍ଧନ ଗ୍ୟାସ, ପାଣି ଓ ଖବରକାଗଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବନ୍ଦ କରି ଦେଇଛି। ଭାରତ ମଧ୍ୟ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି।
ଦିଲ୍ଲୀରେ 'କର୍ତ୍ତବ୍ୟ ଭବନ' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା କମନ୍ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ଭାବେ କାର୍ଯ୍ୟ କରିବ। ଏଥିରେ ଉଭୟ ସ୍ବରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟ କରିବ।
ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ଘଟିଛି। ୭୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।
‘ଅପରେସନ୍ ସିନ୍ଧୁ’ ଜରିଆରେ ଇରାନରୁ ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଭାରତ ଫେରିଲେ ୧୧୦ ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମିରୀ ଛାତ୍ର ରହିଛନ୍ତି ।
ବିଗତ ବର୍ଷ ଗୁଡ଼ିକରେ, ଚାହିଦା-ଯୋଗାଣର ଅସ୍ଥିରତା ଯୋଗୁଁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ଭଡ଼ା ଅଧିକ ଥିଲା। କିନ୍ତୁ ଏହି ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ଦୃଶ୍ୟ ବଦଳି ଯାଇଛି। ବୈଧ ଭିସା ଥିବା ଲୋକଙ୍କ ପାଇଁ, ଆମେରିକା ଯାତ୍ରା କରିବା ଏବେ ଆର୍ଥିକ ଦୃଷ୍ଟିରୁ ସମ୍ଭବ, ଅତି କମରେ ବିମାନ ଭଡ଼ା ଦୃଷ୍ଟିରୁ । ଗ୍ରୀଷ୍ମ ଋତୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ସର୍ବାଧିକ ଛୁଟିଦିନ ହୋଇଥାଏ, ଏହି ସମୟରେ ପିଲାମାନଙ୍କର ମଧ୍ୟ ସ୍କୁଲ ବନ୍ଦ ରହିଥାଏ ।
ଜାପାନୀ ଯାତ୍ରୀ ଜଣଙ୍କ ଏ ନେଇ କ୍ରିଉ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ସେଠାରୁ ଉଠାଇ ଅନ୍ୟସ୍ଥାନରେ ବସାଇଥିଲେ କ୍ରିଉ ମେମ୍ବର। ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏ ନେଇ ଜାପାନୀ ଯାତ୍ରୀ ଜଣକ ଔପଚାରିକ ଭାବେ ଲିଖିତ ଅଭିଯୋଗ କରିବାକୁ ମନା କରିଦେଇଥିଲେ।
ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ପରେ, ଆଜି ଠାରୁ ଆରମ୍ଭ ହେବ ପ୍ରଥମ ବିଧାନସଭା ଅଧିବେଶନ। ଅପରପକ୍ଷେ ଆପ୍ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବାକୁ ଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ବଛାଯାଇଛି।
ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ସୂଚନା ଦେଲେ ।
ନୂଆଦିଲ୍ଲୀ ରେଳଷ୍ଟେସନ ଅଘଟଣର ଛାତିଥରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । କହିଲେ, ହଠାତ୍ କୁଆଡୁ ଏତେ ଯାତ୍ରୀ ମାଡିଆସିଲେ ଏବଂ କିପରି ପ୍ଲାଟଫର୍ମରେ ଦଳାଚକଟା ଘଟିଲା ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ।
ସବୁଥର ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୁଖ୍ୟ ଆକର୍ଷଣ ସାଜିଥାଏ ପ୍ରଜ୍ଞାପନ ମେଢ଼। କେଉଁ ରାଜ୍ୟ କେତେ ଆକର୍ଷଣୀୟ ଢ଼ଙ୍ଗରେ ନିଜ ପ୍ରଜ୍ଞାପନ ମେଢ଼ ତିଆରି କରିଥାନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ। ନଜର ପକାନ୍ତୁ ଏଥର ଭାଗ ନେବାକୁ ଯାଉଥିବା କିଛି ରାଜ୍ୟର ମେଢ଼ ଉପରେ।
ନିଦ ହଜାଇଛି ଦିଲ୍ଲୀ ପ୍ରଦୂଷଣ! ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।
ଏହି ଅବସରରରେ ନିଜ ଉଦବୋଧନରେ ବିର୍ସା ମୁଣ୍ଡାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ ଅମିତ ଶାହ । ଏଥିସହ ସେ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ।
ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।
ଶନିବାର ଦିନ ୧୧.୫୨ ମିନିଟ୍ରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି।
ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର ।
ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।
ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..