• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nayagarh

Murder in Nayagarh
Murder in Nayagarh: ଏ କି ବନ୍ଧୁତା ! ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ

ନୟାଗଡ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଘା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ । ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଛାନ୍‌ଭିନ୍‌ ଆରମ୍ଭ କରିଛି ଗଣିଆ ପୋଲିସ ।

Gun factory
Illegal Gun Factory: ପୋଲିସକୁ ଚକମା; ଜଙ୍ଗଲ ଭିତରେ ବନ୍ଧୁକ ଫ୍ୟାକ୍ଟରି

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନାର ମଧ୍ୟଖଣ୍ଡ ଜଙ୍ଗଲ ଭିତରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ।

Crime Scen
ସ୍ୱାମୀକୁ ଏମିତି ଜୀଅନ୍ତା ପୋଡି ମାରିଥିଲା ପତ୍ନୀ

ଇଏ ହେଉଛି ସେହି ଘର। ଏଇଠି ଢ଼ାଳିଥିଲେ ପେଟ୍ରୋଲ ଆଉ ଲଗାଇଥିଲେ ନିଆଁ। ଏମିତି ଜାଳି ମାରିଥିଲେ ଫରେଷ୍ଟରଙ୍କୁ। ତାଙ୍କୁ ଅତି କଲବଲ କରି ଜୀଅନ୍ତା ଜାଳି ଦେଇଥିଲେ ପତ୍ନୀ ଓ ପୁଅ।

Drowning
Tragic Drowning of Three Children in Nayagarh: ଦୁଃଖଦ ଘଟଣା; ବୁଡ଼ିଗଲେ ୩ ନାବାଳକ

ଆଜି ୩ଜଣ ନାବାଳକ ଗୋଡ଼ିବିଡା ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ଗୋଡ଼ ଖସି ଯାଇଥଲା। ନାବାଳକ ଜଣଙ୍କ ବୁଡ଼ି ଯାଇଥିଲେ। ଏହି ସମୟରେ ଅନ୍ୟ୨ ଜଣ ନାବାଳକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବୁଡ଼ି ଯାଇଥିଲେ।

Advocates Demand GI Tag For Chhena Poda in Nayagarh
Chhena Poda Day Celebrations: ଜମିଲା ଛେନାପୋଡ଼ ଖିଆ; GI ଟ୍ୟାଗ୍ ପାଇଁ ଜୋର୍ ହେଲା ଦାବି...

ଛେନାପୋଡ଼। ତାକୁ କିଏ କହେ ମିଠା ତ କିଏ କହେ ପିଠା। ଦେଖିବାକୁ ଯେମିତି ମନଲୋଭା, ପାଟିକୁ ବି ଯେମିତି ସୁଆଦିଆ। ଲୁତୁଲୁତିଆ ପୁଣି ପୋଡ଼ପୋଡ଼ିଆ। ଯିଏ ଥରେ ଚାଖିଛି, ସବୁବେଳେ ମନ ଟାଣିଛି ଆଉ ଥରେ ଖାଇବାକୁ। 

ଡବଲ୍ ମର୍ଡର ଘଟଣାର ସିନ୍ ରିକ୍ରିଏଶନ୍
Double Murder: ଦୁଇ ଭାଇଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା।

President Droupadi Murmu
President Droupadi Murmu: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୀଳମାଧବଙ୍କୁ କରିବେ ଦର୍ଶନ

ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ସାଢେ ଗୋଟାଏରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯିବେ ।

Murder
ବାପା, ଜେଜେମା’ ମାରି ଝୁଲାଇଦେଲେ

ବାପାର ଦ୍ୱିତୀୟ ବିବାହରେ କଣ୍ଟା ସାଜିଥିଲେ ୨ ପୁଅ। କୁନି ପୁଅଙ୍କୁ ରାସ୍ତାରୁ ହଟାଇବାକୁ ସୈତାନ ବାପା ରଚିଥିଲା ପ୍ଲାନ। ନାତିଙ୍କ ମର୍ଡର ପ୍ଲାନରେ ନିଜ ମାଆକୁ ସାମିଲ କରିଥିଲା। ବାପା-ଜେଜେମା’ ମିଶି ଦୁଇ ଛୁଆଙ୍କୁ ଚିରନିଦ୍ରାର ଶୁଆଇଦେଲେ ।

ଦୁଇ ପୁଅଙ୍କୁ ମାରିଥିଲା ବାପା
Nayagarh Murder Case: ସତ ମାନିଲା ପିଶାଚ ବାପା, ବିବାହ ପାଇଁ ବାରଣ କରିବାରୁ ୨ ପୁଅଙ୍କୁ କରିଥିଲା ହତ୍ୟା

କେବଳ ବାପା ନୁହେଁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଜେଜେ ମାଆ ବି ଗିରଫ ହୋଇଛି ।

Nayagrah
ବାପା ନାଁ ସଇତାନ?

 ବାପା ଆମକୁ କାହିଁକି ମାରିଲ...ଆମେ କ’ଣ ଏତେ ଖରାପ ଥିଲୁ। ମା’ ମରିଯିବା ପରେ ତମେ ନୂଆ ମା’ ଆଣିବାକୁ କହିଲ, ଦ୍ୱିତୀୟ ବିବାହ ପାଇଁ ଜିଦ ଧରିଲ। ଆଉ ଆମେ ମନା କରିବାରୁ ଆମକୁ ସବୁଦିନ ପାଇଁ ଶୁଆଇଦେଲ

Man Kills Two Minor Sons
Man Kills Two Minor Sons: ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ମାରି ଟାଙ୍ଗି ଦେଲା ବାପା !

ମାଆ ଛେଉଣ୍ଡ ଦୁଇ ଭାଇ । ଜୀବନକୁ ଚିହ୍ନିବା ଆଗରୁ କଣ ଯେ ହେଲା ଏମାନଙ୍କ ଜୀବନ ସହ ସେକଥା କେବଳ ଭଗବାନଙ୍କୁ ହିଁ ଜଣା । କାରଣ ସକାଳୁ ସକାଳୁ ଦୁହିଁଙ୍କୁ ନେଇ ନୟାଗଡ଼ରେ ଖେଳିଯାଇଛି ଚାଞ୍ଚଲ୍ୟ । 

Death
Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Death
Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ନାହିଁ ନାହିଁରେ ବିତୁଛି ଦିନ
ଏମିତି ଗାଁ, ଯେଉଁଠି କିଛି ନାହିଁ

ନାହିଁ ନାହିଁରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁର ବାସୀ। ଗାଁର ୩୫ଟି ଆଦିବାସୀ ପରିବାରର ଲୋକେ ଏକ ପ୍ରକାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କହିଲେ କିଛି ଭୁଲ୍ ହେବନି।

RoadIssue
Neglected Village: ନାହିଁ ନାହିଁର ଗାଁ ସାଧୁଆପଲ୍ଲୀ...ସର୍ବନିମ୍ନ ସୁବିଧା ଏଠି ଅପହଞ୍ଚ

ସାଧୁଆପଲ୍ଲୀ ଗାଁର ଲୋକେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି। ଏମାନେ ଆଦିବାସୀ ମାଳୁଆ କନ୍ଧ ଭାବରେ ପରିଚିତ। ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଆମେ ଆଦିବାସୀ ବୋଲି ଅପଚରା ହୋଇ ରହିଛୁ, ଆମକୁ କେହି ପଚାରୁନାହାନ୍ତି।

Road Accident
Road Accident: ଦୋକାନ ଉପରେ ମାଡ଼ିଗଲା କାର୍‌ ; ଚାଲିଗଲା ୨ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଜଣେ ପଥଚାରୀକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା।

Nayagarh
Forest Department Raid: ବିଜେଡି ନେତାଙ୍କ ପଥର ଖଣିରେ ବନ ବିଭାଗର ରେଡ୍‌

ସରକାର ବଦଳିବା ପରେ ଆକ୍ସନ୍‌ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ।

Lithium Discovered In Nayagarh
Lithium Discovered In Nayagarh: ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଖୋଲିବ କି ନୂଆ ପୁଞ୍ଜିନିବେଶର ବାଟ ? 

ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ।

Lithium Discovered In Odisha
Lithium Discovered In Odisha: ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ; ନୟାଗଡ଼ ଜିଲ୍ଲାରେ ମିଳିଲା ସଙ୍କେତ !

ଓଡ଼ିଶାକୁ ନେଇ ଆସିଲା ବଡ଼ ସୂଚନା। ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍‌ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । 

Accident
Accident In Ranpur: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି।

Kangaroo Court
Special Story: ଅକଥନୀୟ ନିର୍ଯାତନା ପରେ ନିଆଁ ପାଣି ବାସନ୍ଦ, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ

କଙ୍ଗାରୁ କୋର୍ଟରେ ମଞ୍ଜୁବାଳାଙ୍କୁ ମିଳିଛି ନିର୍ଯାତନା । ଉଚ୍ଚ ସ୍ୱରରେ ପରିବାରକୁ ମିଳିଛି ଧମକ । ଗାଁରୁ ନିଆଁ ପାଣି ବାସନ୍ଦ ହେବା ପରେ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଏମାନେ । ଅଭିଯୋଗ ପରେ ବି ପୋଲିସ ନିରବ ବସିଛି ।

Nayagarh Police
ଅଭାବନୀୟ : ମାଡ଼ ମାରିଲେ, ଘର ଭାଙ୍ଗିଲେ; ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ...

ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।

Organ Donation
ମରି ବି ଅମର ସିଦ୍ଧାର୍ଥ

କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ l ସମସ୍ତଙ୍କ ଆଖିରେ ଆଖିଏ ଲୁହ l ଭେଣ୍ଡିଆ ପୁଅକୁ ହରାଇ କାହା ମନରେ ବା ହରଷ ଥାଆନ୍ତା l ସେ ସିନା ଚାଲିଗଲା ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l

Special Story
5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ସରକାର କା ମାଲ୍‌ ଦରିଆ ମେ’ ଡାଲ୍‌ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।

Dandanrutya
ଢୋଲ ବାଜୁଛି ଯେମିତି ଛାତି ଥରୁ ଛି ବି ସେମିତି

ଏ ମୁଣ୍ଡରୁ ସେ ମୁଣ୍ଡ ବନ୍ଧା ହୋଇଛି ରସି। ଆଉ ସେଇ ଗୋଟିଏ ରସିରେ ଭାରସାମ୍ୟ ରକ୍ଷା କରି ନିଆଁ ହୁଳାରେ ଝୁଣା ମାଡ ଚାଲିଛି। ଗୋଟେପଟେ ବିଶାଳକାୟ ଲିମ୍ବ ଗଛରେ ଦଉଡି ବନ୍ଧା ହୋଇଛି। ଏମିତି ଟିପଟାଣରେ ବନ୍ଧା ହୋଇଛି ଯେ, ରବର ଭଳି ଦଉଡି ଡେଉଁଛି। ଆଉ ଏ ମାନସିକ ଧାରୀ ଦଣ୍ଡୁଆ ଜଣକ ହନୁମାନଭଲି ଡିଆଁଡେଇଁ କରି ଦଣ୍ଡପ୍ରଦର୍ଶନ କରୁଛନ୍ତି।