ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍ । ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରି ଚାଲିବ ।
ଆଜି ଶଙ୍ଖଭବନରେ ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରହିଥିବା ଏହି ଦୁର୍ବଳ ଖିଅକୁ ଯେ ପର୍ଯ୍ୟନ୍ତ ସଜଡ଼ା ନଯାଇଛି, ଏମକେ ଷ୍ଟାଲିନ୍, ମମତା ବାନାର୍ଜୀ, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ ଓ ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ଧର୍ମକୁ ଆଖି ଠାର ନ୍ୟାୟରେ ଗଣତନ୍ତ୍ରର ଅଗ୍ରଣୀ ଧ୍ୱଜାଧାରୀ ଭାବେ ନିଜକୁ ଉପସ୍ଥାପିତ କରିବାରେ କିଛି ଅସୁବିଧା ନାହିଁ ।
ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ ।
ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ ।
ନବୀନ ପଟ୍ଟନାୟକଙ୍କୁ ମୁଁ ଦେଇଥିବା ଚିଠି ଆର୍ଟିକିଲ୍ ଅଫ୍ ଫେଥ୍ । ମୁଁ ଆଶା କରୁଛି, ମୋ ଚିଠି ଅନୁସାରେ ବିଜେଡି ଚାଲୁ । ଦଳରେ ଭାଗିଦାରିତା ରହୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ବିଜେଡି ଦଳର ମୁଖ୍ୟ ହେବେ ଜଣେ ମହିଳା ! ଏହି କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲୁଥିବା ବେଳେ ଜାଣନ୍ତୁ ଏନେଇ କ'ଣ କହିଲେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ।
ଆସନ୍ତା ୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତିଙ୍କ ନାମ । ଦିନକ ତଳେ ବିଜେଡି ୧୮ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା।
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।
ବିଜେଡିକୁ ହାଇଜାକ୍ କରୁଛି କିଏ ? ଦଳର ଧର୍ମ ନିରପେକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ? ୱାକଫ୍ ବିଲ୍ ସମର୍ଥନ ଆଳରେ ବିଜେଡି ମୁଣ୍ଡ ନୁଆଁଉଛି କି ? ବରିଷ୍ଠ ବିଜେଡି ନେତା ରାଜା ସ୍ୱାଇଁ ନବୀନଙ୍କ ଦଳର ସ୍ଥିତି ଓ ସଂଗଠନକୁ ନେଇ ଚିଠି ଲେଖିଛନ୍ତି ।
କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।
ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବିଜୁ ବାବୁଙ୍କ ରାଜନୀତିର ଆଧାର ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଆଞ୍ଚଳିକ ଅସ୍ମିତା ଥିଲା । ସମାଜରେ ଅବହେଳିତ ଲୋକମାନଙ୍କୁ ସମ୍ମାନର ସହ ସଶକ୍ତ କରାଇବା, ପ୍ରତିନିଧିତ୍ୱ ଦେବା ଓ ସୁଯୋଗ ଦେବା ପାଇଁ ବିଜୁ ବାବୁ ସ୍ୱପ୍ନ ଦେଖିଥିଲେ । ଏହା ଆପଣଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଥିଲା । ଏହା ଉପରେ ସ୍ପଷ୍ଟତା ଆଣିବା ପାଇଁ ପରିସ୍ଥିତି ଆହ୍ୱାନ ଦେଇଥିବା କହିଛନ୍ତି ରଣେନ୍ଦ୍ର । ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ ବୋଲି ରଣେନ୍ଦ୍ର ସଭାପତିଙ୍କୁ ଜଣାଇଛନ୍ତି ।
'ନବୀନ ବାବୁଙ୍କୁ ଛାଡ଼ିଦେଲେ, ବିଜେଡି ଦଳରେ କାହାର ଅସ୍ତିତ୍ୱ ନାହିଁ'
ୱକଫ୍ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି । ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।
'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା, ନଚେତ୍ ଜୟଲଳିତାଙ୍କ ଭଳି ଅବସ୍ଥା ଭୋଗିଥା'ନ୍ତେ ନବୀନ ।' ନବୀନ ପଟ୍ଟନାୟକଙ୍କୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ସିଧା ଟାର୍ଗେଟ । ଏମିତି କି ଦିର୍ବଳତା ଅଛି ଯେ ସେ ଏବେ ବି ପାଣ୍ଡିଆନଙ୍କୁ ବଞ୍ଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।
ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍ର ପତା ପରି ବିଜେଡି ଭାଙ୍ଗିଯିବ ।
ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି । ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।
ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ହେଉଛି । ଦଳରେ ନେତାମାନେ ଦଳରେ ଅଣନିଃଶ୍ୱାସୀ ହୋଇଗଲେଣି । ତଥାପି କାହିଁକି ନବୀନ ପାଣ୍ଡିଆନଙ୍କୁ ଛାଡି ପାରୁନାହାନ୍ତି ?
ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା ।
ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା ।
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ନାଲି ଆଖିକୁ ଡରି ନାହାନ୍ତି । ସିଧା ସିଧା ନବୀନଙ୍କୁ ଜବାବ ଦେଇଛନ୍ତି । ହୋଟେଲରେ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗରେ ନବୀନ ଦେଇଥିବା ନିର୍ଦ୍ଦେଶକୁ ସେ ମାନିବାକୁ ନାରାଜ ।
କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।
ଆମେ ବ୍ୟକ୍ତିଗତ ଭାବେ କେଉଁଠି ଚାକିରି କରିଛୁ ନା କ'ଣ ? ପାର୍ଟି ବିଶ୍ୱାସରେ ଚାଲିଛି । କେହି କାହାକୁ ନାଲିଆଖି ଦେଖାଇପାରିବେନି । ଯେଉଁଦିନ ବିଶ୍ୱାସ ତୁଟିଯିବ, ପାର୍ଟି ଚାଲିଯିବ । ପାଣ୍ଡିଆନ ନିଜ ଆଡୁ କହିଦେଲେ ଦଳର ଆଉ କ୍ଷତି ହୁଅନ୍ତା ନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଭାତ କହିଛନ୍ତି, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ବିଜେଡିରେ ଚାଲିଛି ପାଣ୍ଡିଆନ୍ ରାଜ୍ । କର୍ମୀ ଓ ନେତା ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି ।