• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mundali

First Floodwater of 2025 Reaches Mundali
First Floodwater of 2025 Reaches Mundali: ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି; ଧୀରେଧୀରେ ବଢିବାରେ ଲାଗିଛି ଜଳସ୍ତର…

ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି।

Mundali toll gate
ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼, ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍

ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ

SRC
୧୦ ବର୍ଷ ପରେ ଏଥର ମୁଣ୍ଡଳିରେ ସବୁଠୁ ଅଧିକ ପାଣି, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଗତକାଲି ଦୁଇଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି କହିଲେ SRC ।

ODRAF Boat Mishap | Missing Jawan Sitaram Murmu Yet To Be Traced
ନିଖୋଜ ଯବାନଙ୍କୁ ଖୋଜୁଛନ୍ତି ୧୪ଟି ଟିମ୍

ହାତୀକୁ ଘଉଡାଇବାକୁ ଯାଇଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମ୍ କୁ ନିୟୋଜିତ କରାଯାଇଛି ।

ODRAF Boat Capsizes In Mahanadi
ମୁଣ୍ଡଳିରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ ଓଲଟିଲା, ବୋଟ୍‌ରେ ଥିଲେ OTVର ୨ ପ୍ରତିନିଧି

ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ।

Cuttack | Elephant Stuck Near Mundali Bridge, Rescue Operation Underway | Reaction Of Officials
ନଦୀ ମଝିରେ ଦନ୍ତା, କେମିତି ହେବ ଉଦ୍ଧାର?

ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି।

Mundali
‘ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ବନ୍ୟା ଜଳ’

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିଛି।’