• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mayurbhanj

UDALA
ଚାକିରି ଲୋଭ ଦେଇ ଗଣଦୁଷ୍କର୍ମ!

ମୟୂରଭଞ୍ଜ ଉଦଳା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତନାଘନା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ସୂଚନା ଦେଇଛନ୍ତି ମୟୁରଭଞ୍ଜ ଏସପି। ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ୮୦ କିଲୋମିଟର ଦୂରକୁ ଡାକି ଆଣିବା ସହ ରାସ୍ତାକଡ଼ରେ ୫ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Parents Lock School
Parents Lock School: ବିଦ୍ୟାଳୟରେ ତାଲା, ଗଛ ମୂଳେ ପିଲା

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପଡିଛି । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତା କଡ଼ରେ ଥିବା ଏକ ଗଛ ତଳେ ବହି ବସ୍ତାନି ଧରି ବସିଛନ୍ତି ।

Kidnap
Kidnapping: ବାପା ମାଆଙ୍କ ସାମ୍ନାରେ ଝିଅକୁ ଉଠାଇନେଲେ, ମାସ୍କ ପିନ୍ଧି ଆସିଥିଲେ ଯୁବକ

ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ। ବାପା ମାଆ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛନ୍ତି ଯୁବକମାନେ।

school
Schools Shut: ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ୍ ଛୁଟି

ଆଜି ପ୍ରବଳ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଖତ ଖାଉଛି ଔଷଧ
ଅଳିଆ ଗଦାରେ ଔଷଧ

ଅଳିଆ ଗଦାରେ କୁଢ଼କୁଢ଼ ଔଷଧ। ଉଦଳା ମେଡିକାଲ ପରିସରରେ ଏତେ ଔଷଧ ଦେଖି ସମସ୍ତେ ତାଜୁବ । କିଏ ପକାଇଲା, କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ?

Schools
Schools closed: ଆଜି ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି, ୩ ଦିନ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାର ଆଜି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯିବା ସହ ୩ ଦିନ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର।

marriage
Flood Situation: ବନ୍ୟା ଭାଙ୍ଗିଦେଲା ସ୍ୱପ୍ନ; ବାଜିଲାନି ସାହାନାଇ... ଫୁଟିଲାନି ବାଣ

ସାରସକଣା ବ୍ଲକ୍ ନେଦା ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ଚାରିଆଡ଼େ ଖାଲି ପାଣି ପାଣି..ପାଣି...ପାଣି...ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି।

Odisha Groom
Odisha Groom: ବନ୍ୟା ପାଣି ଅଟକାଇ ପାରିଲାନି ବିବାହ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଢି ପାଣିରେ କନିଆ ଘର ପାଖକୁ ଯାଇପାରିଲାନି ବର। ପହଁଚିପାରିଲାନି ବରଯାତ୍ରୀ। ଶେଷରେ ବିବାହ କରିବାକୁ ଡଙ୍ଗାରେ ଆସିଲା ବର। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ପୁଣି ସାରଥି, ପୁଣି ଭାଣ୍ଡାମୀ
Sarathi Baba: ପାଦୁକା ସତ୍‌ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁରେ ଗତ ୧୨ ତାରିଖର ଦୃଶ୍ୟ। ମୟୂରଭଞ୍ଜ ଜିଲ୍ଲା ସାରଥି ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା 'ଦିବ୍ୟ ସ୍ବ ଶ୍ରୀଚରଣ ପାଦୁକା ସତସଙ୍ଗ'। ପାଦୁକାକୁ ପୂଜାର୍ଚ୍ଚନା କରି, ରଥରେ ଫଟୋକୁ ବସାଇ, ୨ କିଲୋମିଟର ଶୋଭାଯାତ୍ରାରେ ଆଣିଥିଲେ ଅନୁଗାମୀ।

sarathi
Sarathi Baba : ସାରଥୀଙ୍କ କମ୍ ବ୍ୟାକ୍‌: କପ୍ତିପଦାରେ ବୁଲିଲା ବାବାଙ୍କ ରଥ, ଭିନ୍ନ ତରିକାରେ ଚାଲିଛି ପ୍ରଚାର ପ୍ରସାର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ସନ୍ତୋଷ ରାଉଳଙ୍କ ଫଟୋ ଓ ପାଦୁକାକୁ ରଥରେ ରଖି ଶୋଭାଯାତ୍ରା କରାଯିବା ସହ ଅନୁଗାମୀଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା ହୋଇଥିଲା । ଯାହା ନେଇ ପରେ ସଂସ୍କୃତି ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

Sand mafia
Illegal Sand Mining: ବାଲି ମାଫିଆଙ୍କୁ ପାନେ ଚଖାଇଲେ ଗାଁ ଲୋକ, ବାଲି ଉଠାଣ ବେଳେ କଲେ ଏମିତି...

ବାଲି ମାଫିଆମାନେ ବେଆଇନ ଭାବେ ଲିଜ୍ ସୀମା ବାହାରକୁ ଯାଇ ନଦୀ ଭିତରେ ଯାଇ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଜେସିବିକୁ ଅଟକାଇବା ସହ ବାଲି ଉଠାଣ ବନ୍ଦ କରିଥିଲେ । ଉଦଳା ପୋଲିସ ସହିତ ମୟୂରଭଞ୍ଜ ମାଇନିଙ୍ଗ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।

 Mayurbhanj
ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼

ଥାନା ସମ୍ମୁଖରେ ବାଲି ମାଫିଆଙ୍କ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ସଂଘବଦ୍ଧ ଆକ୍ରମଣ । ସତ ଖୋଲିଲା ସିସିଟିଭି ଭିଜୁଆଲ । କିଏ ଟେକା ଫୋପାଡୁଛି ତ, କିଏ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ୨୦ରୁ ୨୫ଜଣ ବାଲି ମାଫିଆ ଏକାଠି ମିଶି ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି ।

ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼
ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼

୨୦ରୁ ୨୫ଜଣ ବାଲି ମାଫିଆ ଏକାଠି ମିଶି ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି । 

Girl’s Snake-like Behavior
A young girl slithering on the ground like a snake: ଝିଅ ନା ନାଗକନ୍ୟା? ସାପକୁ ଆଘାତ ଲାଗିଲେ ଝିଅକୁ ହେଉଛି କଷ୍ଟ!

ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଝିଅ ନିଜକୁ ନାଗକନ୍ୟା ବୋଲି କହିବା ସହ ସାପକୁ ଆଘାତ କଲେ ସେହି ଝିଅ ଦେହରେ ବି ମାଡ଼ର ଚିହ୍ନ ଦେଖା ଦେଇଥିବା ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି।

Mayurbhanj
ମୋତେ ମାରନି,ମୁଁ ନାଗ କନ୍ୟା

ଘରେ ପଶିଲା ବିରାଟ ନାଗ । ଝିଅ କଲା ସାପ ପରି ଗର୍ଜନ । ହାତକୁ ସାପ ଫଣା ପରି କରି ଗାଁ ଦାଣ୍ଡରେ ଗଡ଼ିଲା ଝିଅ । କାନ୍ଦି କାନ୍ଦି କହିଲା, ମୁଁ ଯିବିନି, ମୋତେ ନିଅନି, ଏଇଠି ରହିବି, ମୁଁ କାହାରି କ୍ଷତି କରିବିନି ।

BDO, Public Representatives Clash
BDO-Public Representatives Clash : ପଞ୍ଚାୟତ ବୈଠକରେ ହାଇଡ୍ରାମା, ଜନପ୍ରତିନିଧି-ବିଡ଼ିଓ କଥା କଟାକଟି

ଜନପ୍ରତିନିଧି ଓ ବିଡ଼ିଓଙ୍କ କଥା କଟାକଟି । ପଞ୍ଚାୟତ ବୈଠକରେ ବିଧାୟକଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଛି । ରାଜ୍ୟ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡିଶା' ଯୋଜନାରେ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ ସମୟରେ ବିଡିଓଙ୍କୁ ବିରୋଧ କରିଛନ୍ତି ଜନପ୍ରତିନିଧି ।

ଚପଲ ପିନ୍ଧିବେନି, ଚୂଲି ଜଳିବନି
କେହି ପିନ୍ଧିବେନି ଚପଲ କି କାହାଘରେ ଜଳିବନି ଚୂଲି

ଗାଁର ମୁଖ୍ୟ ପ୍ରବେଶ ପଥରେ ବାଉଁଶ ବାଡ଼। ଭିତରକୁ କେହି ବାହାର ଲୋକ ପଶିପାରିବେନି, କି ଗାଁ ଭିତରୁ କୌଣସି ଲୋକ ବାହାରକୁ ଯାଇପାରିବେନି।

Tragic Road Accident
Tragic Road Accident: ମହୁଲ ଗଛରେ ପିଟିହେଲା ବାଇକ୍; ବାପ-ଝିଅ ମୃତ, ପୁଅ ଗୁରୁତର

ଉଦଳା ଶରତ ଥାନା ରୁଗୁଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ବାପ-ଝିଅଙ୍କ ମୃତ୍ୟୁ । ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ବାଘ ମାମୁଁର ଡବଲ୍ ଧମାକା
Similipal National Park Expansion: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା

୪୫ ବର୍ଷ ପରେ ଜାତୀୟ ଉଦ୍ୟାନ ପାଲଟିଥିବା ଶିମିଳିପାଳ ଖୁସିକୁ ଦ୍ବିଗୁଣିତ କରିଛି ମହାବଳ ବଂଶର ଦ୍ରୁତି ଅଭିବୃଦ୍ଧି । ବର୍ଷକ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ୪୦ ଛୁଇଁଛି । ଏମିତିକି ଆଗାମୀ ୧୦-୧୨ ବର୍ଷରେ ଏ ଜାତୀୟ ଉଦ୍ୟାନର ମହାବଳ ବଂଶକୁ ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ ।

ଶିମିଳିପାଳରେ ବଢ଼ିଛି ମହାବଳ ସଂଖ୍ୟା ।
Similipal National Park Expansion: ଶିମିଳିପାଳରେ ବଢୁଛି ମହାବଳ ସଂଖ୍ୟା, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

୪୫ ବର୍ଷ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ପାଇଛି ଜାତୀୟ ଉଦ୍ୟାନ ମାନ୍ୟତା । ଏହା ଦ୍ୱାରା କେନ୍ଦ୍ରରୁ ସ୍ବତନ୍ତ୍ର ବଜେଟ ମିଳିବ । ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ସ୍କୁଲକୁ ମାଡିଲାଣି ଭୟଙ୍କର ରାଗିଂ ରୋଗ ।
ବର୍ବରତାର ସବୁ ସୀମା ଟପିଲେ ସିନିୟର

କଲେଜ ଓ ୟୁନିଭର୍ସିଟିରୁ କୋମଳମତି ପିଲା ପଢୁଥିବା ସ୍କୁଲକୁ ବି ମାଡିଲାଣି ରାଗିଂ ରୋଗ । ବର୍ବରତାର ସବୁ ସୀମା ପାର କରି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ନବମ ଶ୍ରେଣୀ ପିଲା ।

Police
Sand Mafia: ପୋଲିସ ଖେଳିଲା ଚକା ଭଉଁରୀ; ୨୦ କିଲୋମିଟର ପରେ....

ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା।

Watermelon
ସରକାର ଦେଉଛନ୍ତି ଟଙ୍କା !

ଖେତରେ ଲାଗିଛି ହଳଦିଆ ତରୁଭୁଜ । ଦେଖିବାକୁ ଯେତିକି ସୁନ୍ଦର, ସେତିକି ସୁଆଦିଆ । ଚାଷୀ ପାଇଁ ଖର୍ଚ୍ଚ କମ କିନ୍ତୁ ଲାଭ ବି ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ।

Rain Dance By Student
Rain Dance Frenzy: ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ ; କିଏ ଦେଇଥିଲେ ଅନୁମତି ?

ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍‌ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।

Dance
ବର୍ଷାରେ ନାଚି ବୋବାଲ କଲେ

ଟିକେ ଖୁସି... ଟିକେ ମସ୍ତି... ଡିଜେର ତାଳେ ତାଳେ ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରବଳ ଗରମ ପରେ କାଳ ବୈଶାଖୀର ସାମାନ୍ୟ ବର୍ଷା ଯେମିତି ସମସ୍ତଙ୍କ ମନରେ ଏଠି ଶାନ୍ତି ଭରିଦେଇଛି । ତେଣୁ ହଠାତ୍‌ ବର୍ଷାକୁ ଦେଖି ବସ ଭିତରୁ ବାହାରି ନାଚିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ।