• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Martyred

Naxal
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ, ଗୁଳିମାଡରେ ୫ ଯବାନ ସହିଦ

ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ।

Funeral
‘ସାତଜନ୍ମର ସାଥୀ ତ ନାହାନ୍ତି, ତାଙ୍କୁ ଛାଡ଼ି ବଞ୍ଚିବି କେମିତି? ମତେ ବି ଜୁଇରେ ଜାଳିଦିଅ’

‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା।

Martyred jawan
ସୀମାରେ ସହିଦ ହୋଇଗଲା ଯବାନ ପୁଅ, ବାହୁନି କାନ୍ଦୁଛି ମାଆ

ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା ।

Army Death
ଆତଙ୍କୀ ହମଲା ୫ ଯବାନଙ୍କ ମୃତ୍ୟୁ

ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।