ପୁଲିସ୍ ମୃତଦେହକୁ ଜବତ କରିବା ପରେ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। ହେଲେ ଘଟଣାର ତଦନ୍ତ କରି ପୁଲିସ୍ ଗୋବିନ୍ଦଙ୍କ ପ୍ରେମିକା ୨୧ ବର୍ଷୀୟ ପୂଜା ଦେବଦାସ ଗାଏକ୍ୱାଡଙ୍କୁ ଗିରଫ କରିଛି।
ଡାକ୍ତରମାନେ ପରୀକ୍ଷା କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପିତାମାତା ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି।
ରିକ୍ସାଟଣା ଉପରେ ଲାଗିଲା କଟକଣା। ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ଏଣିକି ଆଉ ରାସ୍ତାରେ ଗଡ଼ିବନି ରିକ୍ସା ।
ଅଫିସରେ ମିଟିଂ ଚାଲୁଥିବା ବେଳେ ମିଟିଂ ଛାଡି ପୁଣେରେ ଆଇଟି ଇଞ୍ଜିନିୟର ପୀୟୂଷ ଅଶୋକ କାବାଡେ ଫିସ ବିଲ୍ଡିଂର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି।
ଗୋଲାପ ଫୁଲ ନେଇ କଲେ ମାନଭଞ୍ଜନ । ରାଜ ଠାକରେ ୨୦୧୨ରେ ବାଲାସାହେବ ଠାକରେଙ୍କ ଶେଷ ଦିନମାନଙ୍କରେ ମାତୋଶ୍ରୀକୁ ଯାଇଥିଲେ। ତେବେ ୨୦୧୯ ଜାନୁଆରୀରେ ସେ ତାଙ୍କ ପୁତ୍ର ଅମିତ ଠାକରେଙ୍କ ବିବାହ ପାଇଁ ଉଦ୍ଧବ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ କରିବା ପାଇଁ ଅଳ୍ପ ସମୟ ଯାଇଥିଲେ । ଏହା ସହ ଜଡିତ ମହାରାଷ୍ଟ୍ରର ରାଜନୀତି ।
ମହାରାଷ୍ଟ୍ରର ପୁଣେ ସହରର ଖାରାଡି ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରେଭ୍ ପାର୍ଟି ଚାଲିଥିଲା। ସୂଚନା ଆଧାରରେ ପୋଲିସ୍ ଚଢାଉ କରିବା ପରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ସାତ ଜଣଙ୍କୁ ଅଟକ ରଖାଯାଇଛି।
ଅଧିକାରୀମାନେ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛନ୍ତି। ଏଥିରେ ପିଲାଟି ରାତିରେ ତାଙ୍କ ମା’ଙ୍କୁ ସ୍ୱପ୍ନରେ ଦେଖିଥିଲେ। ସେ ତାଙ୍କୁ ନିଜ ପାଖକୁ ଡାକୁଥିବା ମଧ୍ୟ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।
ମହାରାଷ୍ଟ୍ରର ଥାନେରେ ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଚ୍ୟାମ୍ବରକୁ ବିନା ଅନୁମତିରେ ପଶିବାକୁ ମନା କରିବାରୁ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ରିସେପସନିଷ୍ଟଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଛି।
ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା ।
ରେଷ୍ଟୁରାଣ୍ଟ୍ ଆସିଥିଲେ ପରିବାର । ଖାଇବା ପୂର୍ବରୁ ଅର୍ଡର ଦେଇଥିଲେ ସୁପ୍ । ଆଉ ସେହି ସୁପ୍ରୁ ବାହାରିଲା ଅସରପା । ହୋଟେଲ ମ୍ୟାନେଜରଙ୍କ ନାଁରେ ରୁଜୁ ହେଲା ମାମଲା ।
ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଲିଫ୍ଟ ବନ୍ଦ ହୋଇଯିବାରୁ ଜଣେ ନାବାଳକଙ୍କୁ ଜଣେ ବ୍ୟକ୍ତି ଚାପୁଡା ମାରିବା ସହ ରାଗରେ ହାତକୁ କାମୁଡି ଦେଇଛନ୍ତି । ଘଟଣା ଘଟିବାର ୪ ଦିନ ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।
ଯଦି ସାହସ ଅଛି, ମୋତେ ଗିରଫ କର ବୋଲି ପୋଲିସକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ମରାଠୀ ଏକୀକରଣ ସମିତି ଓ ଅନ୍ୟ କେତେକ ସଂଗଠନ ମୁମ୍ୱାଇର ମୀରା ରୋଡରେ ରାଲି କରିବାକୁ ଆବେଦନ କରିଥିଲେ । କିନ୍ତୁ ପୋଲିସ ଏହି ରାଲି ପାଇଁ ଅନୁମତି ଦେଇନଥିଲା ।
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଚଳନ୍ତା ଟ୍ରେନରେ ଦୁଷ୍କର୍ମ କରିଥିଲା । ଏହା ପରେ ଯୁବକ ଜଣକ ତାଙ୍କୁ ଷ୍ଟେସନରେ ଏକା ଛାଡି ଚାଲିଯିବା ପରେ ଜିଆରପି ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।
କିଛି ମାସ ତଳେ ସ୍ଥାନୀୟ ଅଞ୍ଚଳରେ ମେକାନିକ ଭାବେ କାମ କରୁଥିବା ଆସିଫ ଇସଲାମ ଅନସାରୀ ଓରଫ ରାଜାବାବୁ ଓ ଦିଶାଙ୍କ ମଧ୍ୟରେ ପରିଚୟ ହୋଇଥିଲା । ଧୀରେଧୀରେ ଏହା ପ୍ରେମର ରୂପ ନେଇଥିଲା।
ମାତ୍ର ତିନିଦିନର ପ୍ରେମ, ସଂପର୍କ ଏତେ ଘନିଷ୍ଠ ହୋଇଗଲା ଯେ, ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରିଲେ ନାହିଁ। ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ଜଙ୍ଗଲରେ ଶେଷ ହେଲା, ତାହା ପୁଣି ଏକ ଗାତ ଭିତରେ...
ବ୍ରିଜଟିକୁ ପୂର୍ବରୁ ଅସୁରକ୍ଷିତ ଘେ।ଷଣା କରାଯାଇଥିଲା । ବ୍ରିଜ ଭୁଶୁଡିବା ପଛରେ ପର୍ଯ୍ୟଟକଙ୍କ ଭିଡକୁ ବି ଦାୟୀ କରାଯାଉଛି । ଏବେ ବି କିଛି ଲେ।କ ନିଖେ।ଜ ଅଛନ୍ତି, ସର୍ଚ୍ଚ ଅପରେସନ ଜାରି ରହିଛି ।
ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ ତ୍ରିଶା । ଏତେ ଉଚ୍ଚରୁ ଖସିବା କାରଣରୁ ତାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।
ନକ୍ସଲ ଦମନରେ ଗୋଟିଏ ପରେ ଗୋଟିଏ ସଫଳତା । ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିଲେ ।
ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିବା ପରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ତେବେ ଏହାପରେ ସମ୍ପୃକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।
ଶିବସେନା ସିନ୍ଦେ ଯୁବ ସେନା ସାଧାରଣ ସଂପାଦକ ରାହୁଲ କାନାଲ୍ ଚେତାବନୀ ଦେଇଛନ୍ତି- ଏହା କେବଳ ଟ୍ରେଲର୍, ପିକଚର୍ ଆଗକୁ ବାକି ଅଛି ।
ବଞ୍ଚାଇବାର ଅଛି ତ ଲକ୍ଷେ ଟଙ୍କା ଆଣ। ହେଲେ ହଠାତ ହେଲା ଚମତ୍କାର। ୟୁରିନ ବ୍ୟାଗ ଧରି ବାହାରକୁ ଦୌଡିଲେ କୋମା ପେସେଣ୍ଟ୍। ଆଉ ସର୍ବ ସମ୍ମୁଖରେ ଖୋଲିଦେଲେ ହସ୍ପିଟାଲର ପୋଲ୍ ।
ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିଳାଙ୍କୁ ଗୋଟିଏ ମର୍ଡର କରିବାର ଅଧିକାର ଦେବା ପାଇଁ ଦାବି କଲେ ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେ । ଏହା ପଛରେ ଦେଲେ ବଡ଼ କାରଣ । ପଢନ୍ତୁ ପୁରା ଖବର
ଧମକପୂର୍ଣ୍ଣ କଲ ଓ ମେସେଜ ଆସିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏମିତି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି। ଶୁକ୍ରବାର ଏକ ପାକିସ୍ତାନୀ ନମ୍ବରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ମିଳିଛି।
ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।